Home 2020
Yearly Archives: 2020
କରୋନା ଭୂତାଣୁ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲାଗି ରାଜନୈତିକ ଦଳ ଗୁଡିକ ସହ ବୈଠକ
ପୁରୀ, ୧୭/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - କରୋନା ଭୂତାଣୁ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ ଜିଲା ରୁ ପ୍ରତିନିଧିତ୍ୱ କରୁଥିବା ସମସ୍ତ ମନ୍ତ୍ରୀ ସାଂସଦ ବିଧାୟକ ଏବଂ ରାଜନୈତିକ ଦଳ...
ଡ୍ରାଇଭିଂ ଲାଇସେନ୍ସ ପାଇଁ ୨୭ ହଜାର ପ୍ରାର୍ଥୀ ଅପେକ୍ଷାରେ
ପୁରୀ, ୧୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ୧-୯-୧୯ ମସିହାରେ ଲାଗୁ ହୋଇଥିବା ନୂତନ ମଟର ଭେଇକିଲ ଆଇନ ଅନୁଯାୟୀ ୨୮-୨-୨୦ ସୁଦ୍ଧା ୩୫ ହଜାର ୬୧୬ ଜଣ ପ୍ରାର୍ଥୀ ଲଣିଂ ଲାଇସେନ୍ସ...
ଓଡ଼ିଶାରେ ପ୍ରଥମ ଥର ଯାଜପୁର ଘରୋଇ ବସଷ୍ଟାଣ୍ଡରେ ସାନିଟାଜେସନ ବ୍ୟବସ୍ଥା
ଯାଜପୁର୧୮ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ସଂକ୍ରମଣ ଯୋଗୁଁ ଓଡ଼ିଶାରେ ପ୍ରଥମ ଥର ଯାଜପୁର ଘରୋଇ ବସଷ୍ଟାଣ୍ଡରେ ସାନିଟାଜେସନ ବ୍ୟବସ୍ଥା ହାତକୁ ନିଆଯାଇଛି। କରୋନା ସଂକ୍ରମଣ ଯୋଗୁଁ ସମସ୍ତେ ଭୟଭୀତ ଥିବା ବେଳେ...
ଭୟଭୀତ ନୁହେଁ ସତର୍କତା ଅବଲମ୍ୱନ ପାଇଁ ପ୍ରଶାସନର ଅନୁରୋଧ
ଯାଜପୁର୧୮ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭୟଭୀତ ନୁହେଁ ବରଂ ସଚେତନ ଓ ସତର୍କତା ଅବଲମ୍ୱନ କରିବାକୁ ଜିଲ୍ଲାବାସିଙ୍କୁ ଅନୁରୋଧ କରିଚ୍ଥନ୍ତି ଜିଲ୍ଲାରେ ୧୪୪ ଧାର ଜାରି କରାଯିବ ବୋଲି ସେ ସୂଚନା ଦେବା...
ବିଭିନ୍ନ ଚିକିତ୍ସାଳୟ ଓ ଆହାର କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ
ଯାଜପୁର୧୮ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟକୁ ଯାଇ କରୋନା ଭାଇରସର ସଂକ୍ରମଣ ରୋକିବା ନେଇ ଗ୍ରହଣ କରାଯାଇଥିବା ବିବିଧ ପଦକ୍ଷେପ ସଂପର୍କରେ ସମୀକ୍ଷା...
ଆଦିବାସୀ ମହିଳାଙ୍କୁ ଦୁର୍ଷ୍କମ, ଅଭିଯୁକ୍ତ କୋର୍ଟ ଚାଲାଣ
ଯାଜପୁର୧୮ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ପୁଲିସ ଆଜି ଜଣେ ଦୁର୍ଷ୍କମ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୧୫ ତାରିଖ ରାତ୍ରୀ ଗୋଳେଇପୁର ପଂଚାୟତ ଅନ୍ତର୍ଗତ ହାଟସାହି...
ଦଳିତଙ୍କୁ ଆକ୍ରମଣ ମାମଲା, ଏସପିଙ୍କୁ ଭେଟିଲା ଜିଲ୍ଲା ଦଳିତ ସଙ୍ଗଠନ
ଯାଜପୁର୧୮ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ଥାନା ଅନ୍ତର୍ଗତ ଧନେଶ୍ୱର ପଂଚାୟତର ପଣ୍ଡୁଳା(ମୃତ୍ୟୁଂଜୟପୁର) ଗ୍ରାମରେ ଗତ ୧୧ ତାରିଖ ଦୁଇ ଦଳିତ ବସ୍ତିରେ ହମ୍ପସ ନିର୍ମାଣକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ...
ମହାବୀର କବାଡ଼ି ଟୁର୍ଣ୍ଣାମେଣ୍ଟ; ଯାଜପୁର ଚାମ୍ପିଆନ
ଯାଜପୁର୧୮ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମାଳଆନନ୍ଦପୁର ପଂଚାୟତ ଅନ୍ତର୍ଗତ ନମଟିକିରୀ ଗ୍ରାମର ମହାବୀର କବାଡ଼ି କ୍ଲବ ଆନୁକୂଲ୍ୟରେ ଚାଲିଥିବା ପ୍ରଥମ ବାର୍ଷିକ ଏକ ଦିବସୀୟ ଦିବାରାତ୍ର କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି ।...
ଶ୍ରୀଜଗନ୍ନାଥଙ୍କ ସଂପତି ରେଜିଷ୍ଟ୍ରି ନିମନ୍ତେ ଭିଟାମାଟି ଅଧିକାର ମଂଚ ପକ୍ଷରୁ ମୁଖ୍ୟ ପ୍ରଶାସକଙ୍କୁ ଦାବି ପତ୍ର
ପୁରୀ, ୧୭/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆଜି ପୂର୍ବାହ୍ନ ୧୧ ଟା ସମୟରେ ଭିଟାମାଟି ଅଧିକାର ମଂଚ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ପୁରୀ...
ସ୍ୱର୍ଣ୍ଣାଭ ବେଳାଭୂମୀ ଆଜି ଖାଁ ଖାଁ ଲାଗୁଛି
ପୁରୀ, ୧୭/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆନ୍ତର୍ଜାତିକ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ପୁରୀର ସ୍ୱର୍ଣ୍ଣାଭ ବେଳାଭୂମୀ ଦିନେ ଚଳଚଂଚଳ ହୋଇଥିଲା। ପର୍ଯ୍ୟଟକ ମାନେ ଏଠାକୁ ଦୌଡି ଆସନ୍ତି। ଏହାର ସୌନ୍ଦର୍ଯ୍ୟ...
କରୋନା ସତର୍କତା ପାଇଁ ଗାଡି ଯାଂଚ ପ୍ରକ୍ରିୟା ଆରମ୍ଭ
ପୁରୀ, ୧୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ବିଶ୍ୱ ମହାମାରୀ ରୂପ ନେଇଥିବା କରୋନା ର ସୁରକ୍ଷା ପାଇବା ପାଇଁ ସଚେତନତା ଆରମ୍ଭ ହୋଇଛି। ପୁରୀ ସହରକୁ ଆସୁଥିବା ସମସ୍ତ ଚାରି ଚକିଆ...
କରୋନାଭାଇରସ୍ କାରଣରୁ ପ୍ରମୁଖ ମାର୍ଗରେ ୭୫ ଟି ଟ୍ରେନ୍ ବାତିଲ୍ – ପଢ଼ନ୍ତୁ ତାଲିକା, ପ୍ଲାଟଫର୍ମ ଟିକେଟ୍ ଦର...
ନୂଆ ଦିଲ୍ଲୀ ୧୭-୩ (ଓଡ଼ିଆ ପୁଅ) ଭାରତୀୟ ରେଳବାଇ ମଙ୍ଗଳବାର ଦିନ ବିଭିନ୍ନ ପ୍ରମୁଖ ମାର୍ଗରେ “ସ୍ୱଳ୍ପ ସ୍ଥାନ” ଉପରେ ଚାଲୁଥିବା ଅତି କମରେ ୭୫ ଟି ଟ୍ରେନକୁ ବାତିଲ କରିଦେଇଛି। ମୁଖ୍ୟତଃ...
ବାଲିଗୁଡା:କରୋନା ମୁକାବିଲା ଲାଗି ପ୍ରସ୍ତୁତି ବୈଠକ : ପ୍ରତି ପଞ୍ଚାୟତରେ ଖୋଲିବ ଆଇସୋଲେଶନ କେନ୍ଦ୍ର
ବାଲିଗୁଡା, ୧୭/୩.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ସଭାଗୃହ ଠାରେ ସୋମବାର କରୋନା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳ ଲୋକେ...
ବାଲିଗୁଡା:ବାଇକ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ, ୨ ମୃତ
ବାଲିଗୁଡା, ୧୬/୩.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ୫୯ନଂ. ଜାତୀୟ ରାଜପଥର ମୁଣ୍ଡିଗଡଠାରେ ଅପରାହ୍ନ ରେ ଏକ ବାଇକ୍କୁ ପଛପଟୁ ଆମ୍ବୁଲାନ୍ସ ଧକ୍କା ଦେବାରୁ...
ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ ଜଣେ ମୃତ ଦୁଇ ଗୁରୁତର
ପାଟଣା ୧୭-୩ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ କାଶିଆ ଜଙ୍ଗଲ ନିକଟରେ ସୋମବାର ସନ୍ଧ୍ୟା ରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା...
କରୋନା ସଚେତନତା ଓ ଆମ କୃଷିସଂପର୍କ ରେ ସ୍ୱତନ୍ତ୍ର ଜିଲ୍ଲାପରିଷଦ ବୈଠକ
ମାଲକାନଗିରି,୧୭ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ଭୁତାଣୁର ଆତଙ୍କ ଦେଖା ଦେଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଲୋକପ୍ରତିନିଧି ମାନଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟିକରିବା ଓ ଆମ କୃଷୀ...
କରୋନା ଭୟରେ ମାଲକାନଗିରି ସାପ୍ତାହିକ ହାଟକୁ ବନ୍ଦକରି ଜନସଚେତନତା ସୃଷ୍ଟି କଲା ଜିଲ୍ଲାପ୍ରଶାସନ
ମାଲକାନଗିରି,୧୭ା୩ (ଓଡିଆ ପୁଅ ) କରୋନା ଭୟରେ ଜନଗହଳିକୁ ରୋକିବା ପାଇଁ ଶହେବର୍ଷର ସାପ୍ତାହିକ ହାଟକୁ ବନ୍ଦ କରିଦେଇଛି ଜିଲ୍ଲାପ୍ରଶାସନ, ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଆଜି ମଙ୍ଗଳବାର ସାପ୍ତାହିକ ହାଟଥିଲା ।...
ବାଲିଗୁଡା:ବ୍ୟାଟେରୀରେ ବଲବ ଜଳାଇବା ବେଳେ ବ୍ୟାଟେରୀ ଫୁଟି ବାଳକ ଆହତ
ବାଲିଗୁଡା, ୧୭/୩.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ଗୁଗୁରମାହା ପଞ୍ଚାୟତ ମ୍ଳେନ୍ଦl ଗ୍ରାମର ଭିତେକ ଗୁଣ୍ଡରମାଝୀ ଙ୍କ ୧୨ ବର୍ଷର ପୁଅ ରୁବେନ ଗୁଣ୍ଡରମାଝୀ...
ଶବ ବ୍ୟବଛେଦ ଘରେ ଶାଶୁଘର ଲୋକେ ମୃତଦେହ ଛାଡିପଳାଇଲେ,ଦୁଇସ୍ୱେଚ୍ଛାସେବୀ ମହିଳା ମଶାଣିରେ ଶବ ସଂସ୍କାର କଲେ
ମାଲକାନଗିରି,୧୭ା୩ (ଓଡିଆ ପୁଅ ) ସ୍ୱାମୀ ଓ ଶାଶୁଘର ଲୋକେ ନିର୍ଯ୍ୟାତନା ଦେଇ ମାରିଦେଲେ,ସେତିକିରେ ସମାନଙ୍କ ମନ ମାନିଲା ନାହିଁ ଯେ ଶବବ୍ୟବ ଛେଦ କରିବାକୁ ଆଣି ମୃତଶରୀର ଛାଡି ପଳାଇଲେ,ମାଲକାନଗିରି ଶବବ୍ୟବଛେଦ...
ଆନ୍ତରାଜ୍ୟ ବସ ଚଳାଚଳା ଉପରେ କଟକଣା,ଯାଚଂ ସମୟରେ ପରମିଟ ନଥିବାରୁ ଦୁଇଟି ବସକୁ ୩୨ହଜାରଟଙ୍କା ଜରିମାନା
ମାଲକାନଗିରି,୧୭ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ମାଲକାନଗିରି ବସଷ୍ଠାଣ୍ଡରେ ଜନଗହଳି ରୋକିବା, ବସ ଯାତ୍ରୀ ମାନେ ସୁରକ୍ଷିତ ଭାବେ ଯାତ୍ରା କରିବା ସହିତ...






