Home ଅପରାଧ ଆଦିବାସୀ ମହିଳାଙ୍କୁ ଦୁର୍ଷ୍କମ, ଅଭିଯୁକ୍ତ କୋର୍ଟ ଚାଲାଣ

ଆଦିବାସୀ ମହିଳାଙ୍କୁ ଦୁର୍ଷ୍କମ, ଅଭିଯୁକ୍ତ କୋର୍ଟ ଚାଲାଣ

234

ଯାଜପୁର୧୮ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ପୁଲିସ ଆଜି ଜଣେ ଦୁର୍ଷ୍କମ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୧୫ ତାରିଖ ରାତ୍ରୀ ଗୋଳେଇପୁର ପଂଚାୟତ ଅନ୍ତର୍ଗତ ହାଟସାହି ତେଲିଆ ବନ୍ଧରେ ରହୁଥିବା ବାବୁଲି ମୁଣ୍ଡାଙ୍କ ଅନୁପସ୍ଥିତିରେ ତାଙ୍କ ଘରେ ପଶି ତାର ସ୍ତ୍ରୀ ଗୀତାକୁ ଘର ନିକଟସ୍ଥ ରମେଶ ମହାପାତ୍ରଙ୍କ ପୁଅ ଚନ୍ଦ୍ରକାନ୍ତ ଓରଫ ପିଂଟୁ(୨୪) ଦୁଷ୍କର୍ମ କରିଥିଲା । ଫଳରେ ଏନେଇ ଗୀତା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୬୬/୨୦ରୁଜ୍ଜୁ କରି ପିଂଟୁକୁ ଗିରଫ କରିଥିଲା । ତାର ଡାକ୍ତରୀ ପରୀକ୍ଷା କରାଯିବା ସହ ତାକୁ ଆଜି ଦଫା ୪୫୭,୩୭୬, ଆରଡବ୍ଲୁ ସେକସନ୩(ଆଇ)ଡବ୍ଲୁ (ଆଇ)(ଆଇଆଇ)୩(୨)(ଭି)ଏସି/ଏସଟି ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.