Tag: Bhadrak News
ଝୁଟୁଣା ବାଲିଖାଦାନ ନିଲାମକୁ ବଡବନସ୍ତା ଗ୍ରାମବାସୀଙ୍କ ବିରୋଧ
ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ତହସିଲ ପକ୍ଷରୁ ଝୁଟୁଣା ବୈତରଣୀ ନଦୀ ସୈରାତକୁ ବାଲି ଉଠାଣ ପାଇଁ ଆଗାମୀ ୯ ତାରିଖ ମଙ୍ଗଳବାର ନିଲାମ କରାଯିବ...
ଭଣ୍ଡାରିପୋଖରୀ : ପାଟୁଳିରୁ ସାପଉଦ୍ଧାର
ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ପାଟୁଳି ଗ୍ରାମର ଭରତ ସାମଲଙ୍କ ଛତୁ ଫାର୍ମ ହାଉସରୁ ଆଜି ଚାରିଗୋଟି ନାଗନାଗୁଣୀ ଉଦ୍ଧାର କରାଯାଇଛି...
ଗାନ୍ଧୀଙ୍କ ପ୍ରଥମ ଓଡ଼ିଶାଗସ୍ତ ଶତ ବାର୍ଷିକ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଓ କମିଟି...
ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ଅବସରରେ ରାଷ୍ଟ୍ରମାତା କସ୍ତୁରବାଙ୍କ ସହିତ ୧୯୨୧ ମାର୍ଚ୍ଚ ମାସ ୨୫ ତାରିଖରେ ଭଦ୍ରକ ଆସିଥିଲେ ।...
ଅଗ୍ନିକାଣ୍ଡରେ ୫ ବଖରା ଭସ୍ମୀଭୂତ
ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକ ଗୋବିନ୍ଦପୁର ପଂଚାୟତ ଖଦାଳସାହି ଗ୍ରାମର ରତ୍ନାକର ରାଉତଙ୍କ ଘରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ତାଙ୍କର ୫ ବଖରା...
ଆନ୍ତଃ ଜିଲ୍ଲା କ୍ଲବ ଟୁର୍ଣ୍ଣାମେଣ୍ଟ : ଚରମ୍ପା କ୍ରିକେଟ ଏକାଡେମୀ ବିଜୟୀ
ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚରମ୍ପା ରେଲୱେ ପଡ଼ିଆରେ ଚାଲିଥିବା ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ‘ଭିଜନ - ୨୦୨୪’ ପରିପ୍ରେକ୍ଷୀରେ ଆନ୍ତଃ ଜିଲ୍ଲା କ୍ଲବ କ୍ରିକେଟ...
ଆଖଣ୍ଡଳମଣିି ପୀଠର ବିକାଶମୂଳକ କାର୍ଯ୍ୟ ପାଇଁ ଦେବୋତ୍ତର କମିଶନରଙ୍କ କ୍ଷେତ୍ର ପରିଦର୍ଶନ, ଖୁବଶିଘ୍ର କାମ...
ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଓ ପୀଠର ବିକାଶ ମୂଳକ କାର୍ଯ୍ୟ ପାଇଁ ରାଜ୍ୟ ସରକରାଙ୍କ...
ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା , ଅନାବଶ୍ୟକ ନିର୍ମାଣକୁ ଗୁରୁତ୍ୱ, ଖତ ଖାଉଛି ବାଇକ୍...
ଭଦ୍ରକ, ୬ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ୪ମାସ ପୂର୍ବେ ଦୁଇଟି ରେପିଡ ରେସପଣ୍ଡର ବାଇକ୍ ଆମ୍ବୁଲାନ୍ସ ଲୋକାର୍ପିତ ହୋଇଥିଲା । ଗତ ଡିସେମ୍ବର ମାସ ୨୩ ତାରିଖ ଜିଲ୍ଲା କଲେକ୍ଟରିଏଟ...
ଆଦର୍ଶ ଶିକ୍ଷକ ଦେବାଶିଷ ନାୟକଙ୍କ ପରଲୋକ
ଭଦ୍ରକ, ୬ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ୍ର ଫତେପୁରସ୍ଥିତ ନୃସିଂହ ନାରାୟଣ ଉଚ୍ଚ ବିଦ୍ୟାପୀଠର ସହକାରୀ ଶିକ୍ଷକ ଦେବାଶିଷ ନାୟକଙ୍କର ଆଜି ୫୫ ବର୍ଷ ବୟସରେ...
ମୃତ ଚାଷୀଙ୍କ ପରିବାରକୁ ବୀମାରାଶି ପ୍ରଦାନ
ଭଦ୍ରକ, ୬ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ, ଭଦ୍ରକ ଶାଖା ଅଧୀନରେ ଥିବା କଲେଇ ସେବା ସମବାୟ ଓଲଟୁଙ୍ଗା ସମିତିରୁ ଋଣ ନେଇଥିବା କ୍ଷୁଦ୍ର ଗରିବ...
ସାଳନ୍ଦୀ ଓ ବୈତରଣୀରେ ଲୁଣାପାଣି ଯୋଗୁଁ ଚାଷକାର୍ଯ୍ୟ ଉଜୁଡିବାର ଆଶଙ୍କା, ନଦୀଗର୍ଭରୁ ବେଆଇନ୍ ବନ୍ଧ...
ଭଦ୍ରକ, ୬ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଏହି ଜିଲାର ତିହିଡି ଓ ଚାନ୍ଦବାଲି ବ୍ଲକ୍ ଅଂଚଳର ବାରସର, ଗୋବିନ୍ଦପୁର, ଶ୍ୟାମସୁନ୍ଦରପୁର, ଘଟପୁର, ମାଧପୁର, ଭୂଇଁବୃତ୍ତି, ତେନ୍ତୁଳିଡିହ, ନାନ୍ଦପୁର, ଆରଡି ଭଳି...
ବିନା ନୋଟିସ୍ରେ ଭୂମିହୀନ ୨୦ ଦଳିତ ପରିବାରର ବାସଘର ଓ ଦୋକାନ ଉଚ୍ଛେଦ ଅଭିଯୋଗ,...
ଭଦ୍ରକ, ୬ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) -ବିନା ନୋଟିସ୍ରେ ଚାନ୍ଦବାଲି ତହସିଲଦାର ଆରଡି ପଂଚାୟତର ୧୩ ନଂ ୱାର୍ଡର ୨୦ ଟି ପରିବାର ଆରଡି ମନ୍ଦିର ନିକଟରେ ପ୍ରାୟ ୪୦ ବର୍ଷରୁ...
କୁରିକଣାରେ ଅଗ୍ନିକାଣ୍ଡ; ଜଳିଗଲା ୧୦ ବଖରାଘର; ୩ ପରିବାର ସର୍ବସ୍ୱାନ୍ତ
ଭଦ୍ରକ, ୬ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ସରସଦା ପଞ୍ଚାୟତ କୁରିକଣା ଗ୍ରାମରେ ଆଜି ସନ୍ଧ୍ୟା ପ୍ରାୟ ୬.୩୦ମି. ସମୟରେ ଅଗ୍ନିକାଣ୍ଡ ଘଟି ୩ ପରିବାରର...
ଭଦ୍ରକ ବନ୍ତଛକ ନିକଟରେ ଅଗ୍ନିକାଣ୍ଡ, ବିପଦରୁ ରକ୍ଷା ପାଇଗଲା ପେଟ୍ରୋଲ ପମ୍ପ
ଭଦ୍ରକ, ୬ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଆଜି ଭଦ୍ରକର ବନ୍ତଛକ ନିକଟ ତେଜା ପେଟ୍ରୋଲ ପମ୍ପ ସମ୍ମୁଖରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଦୁଇଟି ଗୁମୁଟି ଦୋକାନ ଘର ଓ...
ଆନ୍ତଃଜିଲ୍ଲା କ୍ଲବ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ, ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀ ୯ ଉଇକେଟରେ...
ଭଦ୍ରକ, ୬ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଭଦ୍ରକ ଚରମ୍ପା ସ୍ଥିତ ଇଷ୍ଟକୋଷ୍ଟ ରେଲୱେ ପଡ଼ିଆରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ‘ଭିଜନ - ୨୦୨୪’କୁ ନେଇ ଚାଲିଥିବା ଆନ୍ତଃ ଜିଲ୍ଳା...
ବାବା ମଣିଙ୍କ ପୀଠରେ ବୁଧବାର ସକାଳ ୭ରୁ ଶୁକ୍ରବାର ସକାଳ ୭ ପର୍ଯ୍ୟନ୍ତ ୧୪୪...
ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କୋବିଡ଼୧୯ର ପ୍ରତ୍ୟାବର୍ତ୍ତନ ସମ୍ଭାବନା ବା କରୋନା ଦ୍ୱିତୀୟ ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ନୂଆ କୋବିଡ଼ ଗାଇଡ ଲାଇନ...
ଆନ୍ତଃଜିଲା ଚୋରା ଗାଡିର ହବ୍ ପାଲଟିଛି ଧାମନଗର:ସପ୍ତାହ ମଧ୍ୟରେ ୪ ଗାଡି ଉଦ୍ଧାର
ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ଅଂଚଳରେ ଛତୁ ଫୁଟିଲା ଭଳି କବାଡିଆ ଦୋକାନ ଗୁଡିକ ଖୋଲାଯାଇ ସେଠାରେ ବହୁ ବେଆଇନ ତଥା ଚୋରା କାରବାର ଚାଲିଛି ।...
ସାପ କାମୁଡାରେ ଯୁବକ ଗୁରୁତର
ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର କୋଟସିରା ଗ୍ରାମର ସତ୍ୟବ୍ରତ ସାହୁ(୧୮) ସାପ କାମୁଡାରେ ଆହତ ହୋଇ କଟକରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଘରୁ...
ଭଣ୍ଡାରିପୋଖରୀ : ନପଙ୍ଗରେ ଅଗ୍ନିକାଣ୍ଡ
ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ନପଙ୍ଗ ଗ୍ରାମରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି । ଗ୍ରାମର ନଗର ସଙ୍କିର୍ତ୍ତନ ପରିଭ୍ରମଣ କରୁଥିବା ବେଳେ ଆତସବାଜି...
ନୂଆଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ବଖରା ଭସ୍ମୀଭୂତ, ୫ ଗୋରୁ ପୋଡି ପାଉଁଶ
ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଏହି ଜିଲାର ଚାନ୍ଦବାଲି ବ୍ଲକ୍ ନଳଗୋହିରା ପଂଚାୟତ ନୂଆଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ଚାରିବଖରା ଘର ସହ ୫ଟି ଗୋରୁ...
ଆନ୍ତଃଜିଲ୍ଲା କ୍ଲବ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ, ଚରମ୍ପା କ୍ରିକେଟ ଏକାଡେମୀ ୫୭ ରନରେ ବିଜୟୀ
ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଚରମ୍ପା ସ୍ଥିତ ଇଷ୍ଟକୋଷ୍ଟ ରେଲୱେ ପଡ଼ିଆରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ‘ଭିଜନ - ୨୦୨୪’କୁ ନେଇ ଚାଲିଥିବା ଆନ୍ତଃ...
























