Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ : ପାଟୁଳିରୁ ସାପଉଦ୍ଧାର

ଭଣ୍ଡାରିପୋଖରୀ : ପାଟୁଳିରୁ ସାପଉଦ୍ଧାର

27

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ପାଟୁଳି ଗ୍ରାମର ଭରତ ସାମଲଙ୍କ ଛତୁ ଫାର୍ମ ହାଉସରୁ ଆଜି ଚାରିଗୋଟି ନାଗନାଗୁଣୀ ଉଦ୍ଧାର କରାଯାଇଛି । ଛତୁ ଚାଷ ପାଇଁ ନଡାଗଦାରେ ସାପ ଥିବା ଦେଖି ଶ୍ରମିକମାନଙ୍କ ଠାରୁ ସୂଚନା ପାଇ ଭଦ୍ରକ ସ୍ନେକ ହେଲପ ଲାଇନର ମିର୍ଜ୍ଜା ଦୁଇଟି ନାଗ ଓ ଦୁଇଟି ନାଗୁଣୀ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ଏହି ନାଗ-ନାଗୁଣୀକୁ ଦେଖିବା ପାଇଁ ସେଠାରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.