Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ : ନପଙ୍ଗରେ ଅଗ୍ନିକାଣ୍ଡ

ଭଣ୍ଡାରିପୋଖରୀ : ନପଙ୍ଗରେ ଅଗ୍ନିକାଣ୍ଡ

21

ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ନପଙ୍ଗ ଗ୍ରାମରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି । ଗ୍ରାମର ନଗର ସଙ୍କିର୍ତ୍ତନ ପରିଭ୍ରମଣ କରୁଥିବା ବେଳେ ଆତସବାଜି ଲଗାଯାଇଥିଲା । ସେଥିରୁ ଅଗ୍ନିକାଣ୍ଡ ଘଟି ରାଉତ ସାହିର ରଞ୍ଜନ ଧଳଙ୍କ ଦୋକାନ ଘର, ବାସଗୃହ ସହ ଧାନଗଦା ଓ ଛଣଗଦା ଜଳିଯାଇଛି । ଖବର ପାଇ ଭଣ୍ଡାରିପୋଖରୀରୁ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ôଚ ଅଗ୍ନିକୁ ଆୟତ୍ତ କରିଥିଲେ । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.