Tag: Bhadrak News
ଯୌତୁକ ଓ ୨ୟ ବିବାହ ଲାଳସା; ପତ୍ନୀକୁ ମରଣାନ୍ତକ ଆକ୍ରମଣ, ମାମଲା ଋଜୁ
ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମଞ୍ଜୁରୀରୋଡ ବଜାରର ବିଶିଷ୍ଟ ବ୍ୟବସାୟୀ ତଥା ନାଆମୀ ସେବା ସମବାୟ ସମିତିର ପୂର୍ବତନ ସଭାପତି ସାତଶୋଳା ଗ୍ରାମର ନାରାୟଣ ଚନ୍ଦ୍ର ଖଣ୍ଡାଇଙ୍କ...
ଯୁବ ଆଇନଜୀବୀ ବାସୁଦେବ କୁଅଁରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ଯୁବ ଆଇନଜୀବୀ ବାସୁଦେବ କୁଅଁରଙ୍କ ବିୟୋଗରେ ଭଦ୍ରକ ଓକିଲ ସଂଘ ପକ୍ଷରୁ ଓକିଲସଂଘ ସଭାଗୃହ ପରିସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ...
ଏବେବି ହଜିଯାଇନି ମାନବିକତା; ନିଜେ ଅସୁସ୍ଥ ଥାଇ ଅନ୍ୟର ସେବାରେ ବ୍ରତ୍ରୀ ସତ୍ୟବ୍ରତ
ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜିର ଦୁନିଆରେ କେଉଁଠି ନା କେଉଁଠି ମାନବିକତା ବଂଚିରହିଛି, ଯାହାର ସଦ୍ୟ ଜ୍ୱଳନ୍ତ ଚିତ୍ର ଦେଖିବାକୁ ମିଳିଛି ଏହି ଜିଲାର ବାସୁଦେବପୁର...
ଭଦ୍ରକ ଜେଲ୍ ପରିସରରେ ସାବିତ୍ରୀ ବ୍ରତ ପାଳିଲେ ମହିଳା ବନ୍ଦୀ
ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରତିବର୍ଷ ପରି ଚଳିତ ବର୍ଷ ଭଦ୍ରକ ସ୍ୱତନ୍ତ୍ର ଉପକାରାଗାର ମଧ୍ୟରେ ନିରାଡମ୍ବର ଭାବେ ପାଳିତ ହୋଇଛି ସାବିତ୍ରୀ ବ୍ରତ । କୋଭିଡ୍...
ଦେଶୀ ରନ୍ଧା ମଦ ସହ ଅଟୋ ଓ ସ୍କୁଟି ଜବତ, ୩ ଗିରଫ
ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଉପଜିଲାପାଳ ପୀତାମ୍ବର ସାମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ...
ବାସୁଦେବପୁରରେ ବାତ୍ୟା ସହାୟତାରେ ଘୋଟାଲା, ପ୍ରଶାସନକୁ ଅଭିଯୋଗ କଲା ବିଜେପି ଯୁବମୋର୍ଚ୍ଚା
ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ବାତ୍ୟା ‘ୟଶ’ କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରାଯାଉଥିବା ସହାୟତାରେ ବ୍ୟାପକ ଦୁର୍ନୀତି ହେଉଥିବା ବେଳେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ...
ବାତ୍ୟା ୟାସ୍ ଜନିତ କ୍ଷତିପୂରଣ ଦାବିରେ ସିପିଆଇଏମ୍ ପକ୍ଷରୁ ଧାରଣା
ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାତ୍ୟା ୟାସ୍ ଜନିତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦାବିକରି ଆଜି ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଜଳେଶ୍ୱରପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସିପିଆଇଏମ୍...
ଘରେ କଳାକନା ବୁଲାଇଲେ ଚୋର
ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତକାଲି ବିଳମ୍ବିତ ରାତିରେ ଏହି ଜିଲାର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବେନ୍ତାଳ ଗ୍ରାମରେ ଦୁଇଜଣଙ୍କ ଘରୁ ଚୋରମାନେ କଳାକନା ବୁଲାଇଛନ୍ତି...
ଆଉ ନୂଆ ୨୬୨ କରୋନା ଆକ୍ରାନ୍ତ ଚିହ୍ନଟ
ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲାରୁ ଆଉ ୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହି ଆକ୍ରାନ୍ତମାନେ ହେଲେ ବାସୁଦେବପୁର ପୌରପାଳିକାର ୱାର୍ଡ ନଂ ୧୧,...
୫ ଦିନ ଧରି ପାଣିରେ ପଡିଥିବା ଷଣ୍ଢକୁ ଉଦ୍ଧାର କଲେ ଗ୍ରାମବାସୀ
ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବନ୍ଦାଳୋ-ମଢିଆଳି ପଞ୍ଚାୟତର ଖପୁରିଆପଦା ଗ୍ରାମରେ ଗତ ବନ୍ୟା ସମୟରେ ସୃଷ୍ଟି ହୋଇଥିବା ବିରାଟକାୟ ଖାଲରେ...
ସହୀଦ ଭଗତ ସେନାର ୫ ଅକ୍ସିଜେନ୍ ମେସିନ୍ ଫେରାଇ ଜିଲାପାଳ ଚର୍ଚ୍ଚାରେ
ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା ଭୂତାଣୁର ଭୟ ଏବେ ମଣିଷ ଜାତିକୁ ଘାରିଛି । ତେବେ ଏଥିରୁ ମୁକ୍ତି ପାଇବାକୁ ହେଲେ ଠିକ୍ ସମୟରେ ନା...
୪୫ କେଜିରୁ ଉର୍ଦ୍ଧ୍ୱ ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ
ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନକଲି ଜର୍ଦ୍ଦାର ପେଣ୍ଠସ୍ଥଳୀ କୁହାଯାଉଥିବା ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ହଳଦିଡିହ ବାଇପାସ୍ ଛକରୁ ପୁଣିଥରେ ନାମୀଦାମୀ କଂପାନୀର ନକଲି ଜର୍ଦ୍ଦା...
୨ ଶହ ଲିଟର ଦେଶୀ ମଦ ସହ ଗୋଟିଏ ବାଇକ୍ ଜବତ, ୩ ଗିରଫ
ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଉପଜିଲାପାଳ ପୀତାମ୍ବର ସାମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ...
ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀ ମୃତ
ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଏହି ଜିଲାର ବାସୁଦେବପୁର ବ୍ଲକ୍ ନାୟକାଣୀଡିହି ଥାନା ଅଧୀନସ୍ଥ ଗୋବିନ୍ଦପୁର ପଂଚାୟତର ବ୍ରଜାନନ୍ଦପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା...
ଭଦ୍ରକ – ଚିହ୍ନଟ ହେଲେ ୨୬୨ ଆକ୍ରାନ୍ତ
ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରୁ ଆଉ ୨୬୨ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି...
ପୌରାଞ୍ଚଳର ଅର୍ଦ୍ଧାଧିକ ଅଞ୍ଚଳରେ ଅନ୍ଧାରୀ ବିଜେ, ଜଳୁନି ଷ୍ଟ୍ରୀଟ ଲାଇଟ୍, ଠିକା ସଂସ୍ଥା ଉପରେ...
ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌରାଞ୍ଚଳରେ ଆଲୋକୀକରଣ ବ୍ୟବସ୍ତାକୁ ଅଢ଼େଇ ବର୍ଷ ପୁରିନି । ପୌରାଞ୍ଚଳର ସମସ୍ତ ୱାର୍ଡ଼ରେ ଲଗାଯାଇଥିବା ଏଲଇଡି ଷ୍ଟ୍ରୀଟ ଲାଇଟ ମଧ୍ୟରୁ...
ଧାମରାରେ କେନ୍ଦ୍ରୀୟ ଦଳକୁ ବିଜେପି ପକ୍ଷରୁ ଦାବୀପତ୍ର
ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୟଶ କ୍ଷୟକ୍ଷତିର ଆକଳନ କରିବା ପାଇଁ ଆସିଥିବା କେନ୍ଦ୍ର ସରକାରଙ୍କ ଆନ୍ତଃ ମନ୍ତ୍ରଣାଳୟ ପ୍ରତିନିଧି ଦଳକୁ ଧାମରା ବିଜେପି ପକ୍ଷରୁ ଏକ...
ମଞ୍ଜୁରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଇନର୍ଭଟର ଚୋରି
ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀ ସ୍ୱାସ୍ଥ୍ୟ ଉପକେନ୍ଦ୍ର(ନୂତନ)ରୁ ଗତକାଲି ରାତ୍ରରେ ଇନର୍ଭଟର ଚୋରି ହୋଇଥିବା ଅଭିଯୋଗ ହୋଇଛି । ସ୍ୱାସ୍ଥ୍ୟକେନ୍ଦ୍ରର...
ସଡକ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର
ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଭଣ୍ଡାରିପୋଖରୀ ବଜାର ହନୁମାନଛକ ସମ୍ମୁଖରେ ଆଜି ପ୍ରାୟ ୧୨.୩୦ମି....
ବିଜୟଶ୍ରୀଙ୍କୁ ବିଜୁ ସ୍ମୃତି କମିଟିର ଶ୍ରଦ୍ଧାଞ୍ଜଳି
ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ବିଜୁ ସ୍ମୃତି କମିଟି ଆନୁକୂଲ୍ୟରେ ବାସୁଦେବପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ସୁପୁତ୍ର...
























