Home Tags Bhadrak News

Tag: Bhadrak News

ଦହପାଣିଆ ଏସଏସଡି ସରକାରୀ ହାଇସ୍କୁଲରେ ବ୍ୟାପକ ଦୁର୍ନୀତି ଅଭିଯୋଗ

0
ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାରୋ ପଞ୍ଚାୟତ ଅଧିନ ଦହପାଣିଆ ଏସଏସଡି ସରକାରୀ ହାଇସ୍କୁଲରେ ବ୍ୟାପକ ଦୁର୍ନିତି ଓ ଅର୍ଥ ହରିଲୁଟ...

ବସ୍ ଧକ୍କାରେ ବାଇକ୍ ଆରୋହୀ ଯୁବକ ଗୁରୁତର

0
ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ-ଚାନ୍ଦବାଲି ରାସ୍ତାର କମାରିଆ ଗ୍ରାମ ନିକଟରେ ରବିବାର ସକାଳେ ଏକ ବସ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ଯୁବକ ଗୁରୁତର ଆହତ...

ମିଳିତ ଜନଶୁଣାଣି ଶିବିରରେ ୧୫୫ ଅଭିଯୋଗ ଆଗତ, ୧୦ଲକ୍ଷ ୬୮ହଜାର ଟଙ୍କାର ଆର୍ଥିକ ସହାୟତା...

0
ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନଶୁଣାଣି ଶିବିର ଆଜି ମାସର ପ୍ରଥମ ସୋମବାରରେ ଜିଲ୍ଲା ସଦର...

ରୋଟାରି କ୍ଲବ୍ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟ

0
ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନୂଆବର୍ଷ ଆରମ୍ଭରେ ଭଦ୍ରକ ରୋଟାରୀ କ୍ଲବ୍ ପକ୍ଷରୁ ରୋଟାରୀ କ୍ଲବ୍ ପ୍ରତିଷ୍ଠାତା ସଭାପତି ସ୍ୱର୍ଗତଃ ରାଖାଲ ଚନ୍ଦ୍ର ଦାସ ଓ ସଦସ୍ୟ...

ବିଶ୍ୱ ଜନସଂଖ୍ୟା ପକ୍ଷପାଳନ

0
ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ଜନସଂଖ୍ୟା ପକ୍ଷ ଆଜି ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଚିକିତ୍ସାଳୟ ପରିସରରୁ...

ସାଂସଦଙ୍କ ଦ୍ୱାରା ସାଇ ଉଦ୍ୟାନ ଉଦ୍‌ଘାଟିତ

0
ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଭଦ୍ରକ ସହରର କଚେରୀ ବଜାରରେ ଥିବା ଶିରିଡି ସାଇ ବାବାଙ୍କ ପାଲିଙ୍କି ଶୋଭାଯାତ୍ରା ମହାସମାରୋହରେ ଅନୁଷ୍ଠିତ...

ଡକ୍ଟରର୍ସ ଡେ ପାଳିତ, ଭଣ୍ଡାରିପୋଖରୀ ମେଡିକାଲ ଅଧିକ୍ଷକ ସମ୍ମାନିତ

0
ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କମଳାକାନ୍ତ ସ୍ୱାଇଁଙ୍କୁ ଇଣ୍ଡିଆନ ମେଡିକାଲ ଆସୋସିଏସନ...

କଇଥଖୋଲା ଅନ୍ଧ ପରିବାରକୁ ସହାୟ ୭୦ ବର୍ଷର ବୃଦ୍ଧା, ପ୍ରଶାସନ ଭୁଲିଗଲା ସହାୟତା, ବର୍ଷା...

0
ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ଅଂଚଳରେ ଗୋଟିଏ ପରିବାରର ମୁରବୀ ଯୁବା ବୟସରେ ଅନ୍ଧ ହୋଇଯିବା ବେଳେ ନିଜର ଜନ୍ମ କଲା ୨ପୁଅ ଙ୍କ ମଧ୍ୟରୁ...

ରଞ୍ଜନଙ୍କୁ ପୁନଶ୍ଚ ଚାନ୍ଦବାଲି ବ୍ଲକ ଯୁବ ସଭାପତି ଘୋଷଣା

0
ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମରା ଅଂଚଳର ଯୁବ ଉଦ୍ୟୋଗପତି ରଞ୍ଜନ ସାହୁକୁ ପୁନଶ୍ଚ ଚାନ୍ଦବାଲି ବ୍ଲକର ବିଜୁ ଜନତା ଦଳର ଯୁବ ସଭାପତି...

ଭଦ୍ରକ ଇନରହୁଇଲ୍ କ୍ଲବ୍‌ର ଅଧିଷ୍ଠାନ ଦିବସ

0
ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଏକ ଅଗ୍ରଣୀ ମହିଳା ଅନୁଷ୍ଠାନ ଇନରହୁଇଲ୍ କ୍ଲବ୍‌, ଭଦ୍ରକର ବାର୍ଷିକ ଅଧିଷ୍ଠାନ ଦିବସ ବାଇପାସ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାସମାରୋହରେ...

ଧସିଲା ବୈତରଣୀ ନଦୀବନ୍ଧ, ଆତଙ୍କିତ ସ୍ଥାନୀୟ ଲୋକେ

0
ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଦୁଇଶହ ଫୁଟ୍ ଧସିଲା ବୈତରଣୀ ନଦୀର ନଦୀବନ୍ଧ । ଆତଙ୍କିତ ଅବସ୍ଥାରେ ଷାଠିବାଙ୍କୁଡା ଓ ବୋଡକ ୨ଟି ଗାଁର ନଦୀକୂଳିଆ...

ଚାନ୍ଦବାଲିରେ ୬୮ତମ ଭାରତୀୟଷ୍ଟେଟ ବ୍ୟାଙ୍କ ଦିବସ ପାଳିତ

0
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାନ୍ଦବାଲି ଠାରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ପରିସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦିବସ ପାଳିତ ହୋଇଯାଇଛି । ଏହି ୬୮ତମ...

ଧାମରା- ଆକ୍ରମଣ କାରୀ ଜିଆରଏସ ଜେଲ ଗଲେ

0
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ ଜଣେ କାର୍ଯ୍ୟରତ ଜିଆରଏସ ଙ୍କ ମରଣାନ୍ତକ ଆକ୍ରମଣରେ ଜଣେ ସାଧାରଣ ଜନତା ଆହତ...

ଏସ୍‌ଏଚ୍‌ଜି ମହିଳାମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା

0
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଦିବା ୧୨ ଘଟିକା ସମୟରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଗଣିଜାଙ୍ଗ ଗ୍ରାମପଞ୍ଚାୟତର ଏସ୍‌ଏଚ୍‌ଜିର ମହିଳାମାନେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରତିନିଧି...

ମଣିପୁର ହିଂସାକାଣ୍ଡ ବନ୍ଦ କରିବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧପତ୍ର

0
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସଂପ୍ରତି ମଣିପୁରରେ ଜାତିଗତ ହିଂସାକାଣ୍ଡକୁ ନେଇ ଉପୁଜିଥିବା ଉତ୍ତେଜନାକୁ ପ୍ରଶମିତ କରିବା ସହିତ ହିଂସାକାଣ୍ଡରୁ କିପରି ଜନସାଧାରଣ ମୁକ୍ତି ପାଇବେ ସେ...

ସାପ କାମୁଡ଼ାରେ ମହିଳା ମୃତ

0
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଜାମଯୋଡ଼ି ପଞ୍ଚାୟତ ଅଧୀନ ନୂଆସାହି ଗ୍ରାମର ଗୌରୀ ପରିଡ଼ା (୪୩) ନାମ୍ନୀ ଜଣେ...

ଚାଲାଣ ବେଳେ ବଜରଙ୍ଗ ଦଳ ଧରିଲା ବୋଲେରୋରେ ଥିବା ୧୧ ବାଛୁରୀ

0
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ-ଚାନ୍ଦବାଲି ରାସ୍ତାର ପିରହାଟ ବଜାରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବୋଲେରୋରେ ୧୧ଟି ବାଛୁରୀ ଚାଲାଣ ହେଉଥିବା ବେଳେ ବଜରଙ୍ଗ ଦଳର...

ଆଇଏମ୍‌ଏ ଏଣ୍ଡ ରୋଟାରୀ କ୍ଲବ୍ ପକ୍ଷରୁ ଡକ୍ଟର୍ସ ଡେ ପାଳିତ

0
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରୋଟାରୀ କ୍ଲବ୍‌, ଭଦ୍ରକ ଭାରତୀୟ ଚିକିତ୍ସିକ ସଂଘ (ଆଇଏମ୍‌ଏ) ର ମିଳିତ ଆନୁକୂଲ୍ୟରେ ଜାତୀୟ ଚିକିତ୍ସକ ଦିବସ ପାଳନ କରାଯାଇଛି ।...

ବାଂଶଡା ସେତୁରେ ଉଜ୍ୱଳୀ ଆଲୋକୀକରଣ ବ୍ୟବସ୍ଥା ପାଇଁ ଦାବୀ

0
ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ନିକଟସ୍ଥ ବାଂଶଡା ମନ୍ତେଇ ସେତୁ ଠାରେ ଉଜ୍ୱଳୀ ଆଲୋକୀକରଣ ବ୍ୟବସ୍ଥା କରିବାକୁ ଚାନ୍ଦବାଲି ବ୍ଲକ କଂଗ୍ରେସ ନେତା...

ପୋଖରୀ ପୁନଃରୁଦ୍ଧାର ପ୍ରକଳ୍ପରେ ମନରେଗା ଅର୍ଥ ଲୁଟ ଅଭିଯୋଗ

0
ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସାନଶାସନ ପଞ୍ଚାୟତ ବଡଶାସନ ଗ୍ରାମରେ ପୋଖରୀ ପୁନଃରୁଦ୍ଧାର ପ୍ରକଳ୍ପ କାର୍ଯ୍ୟରେ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ...