Home Tags Bhadrak News

Tag: Bhadrak News

ବନ୍ତ ବ୍ଲକରେ ସି.ପି.ଆଇର ଗଣବିକ୍ଷୋଭ

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଖିଳ ଭାରତ କୃଷକ ସଭା ପ୍ରତିଷ୍ଠା ଦିବସ ଅବସରରେ ସର୍ବଭାରତୀୟ ଡ଼ାକରାରେ ଆଜି ବନ୍ତ ବ୍ଲକ ରେ ‘କୃଷି ବଞ୍ଚାଅ କୃଷକ...

ବିଦ୍ୟୁତ ଟ୍ରାନ୍ସଫର୍ମରରେ ପୋଡ଼ିଗଲେ ପ୍ରଦ୍ୟୁମ୍ନ, ହାତ ହରାଇ ଅକର୍ମା ହୋଇ ବସିଛନ୍ତି ଘରେ

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଗୋବିନ୍ଦପୁର ଗ୍ରାମର ହରିହର ରଣାଙ୍କ ପୁଅ ପ୍ରଦ୍ୟୁମ୍ନ ସେଣ୍ଢତିରା ଫିଡ଼ର ଅଧିନସ୍ଥ ଛୟାଳସିଂ ଷ୍ଟକଚରରେ ହେଲ୍‌ପର ଭାବେ କାର୍ଯ୍ୟ...

ତିଖିଲିଆରେ ଗୋଷ୍ଠୀ ସଂଘର୍ଷ

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ତିଖିଲିଆ ଗ୍ରାମରେ ଶୁକ୍ରବାର ଗୋଷ୍ଠୀ ସଂଘର୍ଷ ହୋଇ ଜଣେ ଆହତ ହୋଇଥିବା...

ଜବରଦଖଲକାରୀଙ୍କ ଚାଲାଖି, ଛତାବର-ଛଞ୍ôଛଣା ରାସ୍ତାରୁ ଶନିବାର ହେବ ଉଚ୍ଛେଦ ଅଭିଯାନ

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଛତାବର-ଛଞ୍ôଛଣା ପୁର୍ତ୍ତ ରାସ୍ତା ପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ନିମନ୍ତେ ପ୍ରଶାସନର ସମସ୍ତ ପ୍ରସ୍ତୁତିକୁ ବିଫଳ କରିଦେଇଛନ୍ତି ଜବରଦଖଲକାରୀ ।...

ରାଜ୍ୟସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜେପିର ପଞ୍ଚାୟତସ୍ତରୀୟ ଗଣଧାରଣା

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜପେି ପକ୍ଷରୁ ପଞ୍ଚାୟତସ୍ତରୀୟ ଗଣଧାରଣା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଶୁକବ୍ରାର...

ଧାମରାରେ ସରକାରୀ ଜାଗା ଶୂନ, ମାଡି ବସିଛନ୍ତି କୋଟି କୋଟି ଟଙ୍କାର ସମ୍ପତିକୁ କୋଟିପତି

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ଅଂଚଳରେ ସରକାରୀ ମୂଲ୍ୟବାନ ସମ୍ପତି ଶୂନ ହେବାରେ ଲାଗିଛି । କେଉଁ ପରିସ୍ଥିତିରେ ୬୦ ଏକରରୁ ଉର୍ଦ୍ଧ ସରକାରୀ ସମ୍ପତି...

୨କିଡନୀ ହରାଇ ସରକାରୀ ସହାୟତା ଆଶାରେ ଦୈତାରୀ, ବିଧବା ମା ନିଜର ଗୁଜରାଣ ମେଂଟାଇ...

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମରା ଅଂଚଳରେ ଜଣେ ଯୁବକ ନିଜର ୨ଟି କିଡନୀ ହରାଇ ମରଣ ସହ ସଂଗ୍ରାମରତ ହୋଇଥିବା ବେଳେ କିପରି...

ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସ୍ୱତନ୍ତ୍ର ଅଧିବେଶନ “ଶୋକସଭା”

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କୁଆଁସ ସ୍ଥିତ “ନିତ୍ୟାନନ୍ଦ ଭବନ”ର ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଅଧିବେଶନ ଉପସଭାପତି ଉଦୟନାଥ...

ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର, ଲୋକକଳା ଜରିଆରେ ସୂଚନା, ଶିକ୍ଷା ଓ...

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ମତେ ଓଡ଼ିଶା ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା, ଶିକ୍ଷା ଓ ଯୋଗଯୋଗ ନେଇ ହେବାକୁଥିବା ସଚେତନତା କାର୍ଯ୍ୟକ୍ରମ...

କମଳାକାନ୍ତ ଲେଙ୍କା ହେଲେ ବିଜେଡି ଜିଲା ସମ୍ପାଦକ

0
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧୀନ କନାଟିଆ ଗ୍ରାମର ଯୁବନେତା କମଳାକାନ୍ତ ଲେଙ୍କାଙ୍କୁ ବିଜେଡି ଜିଲା ସମ୍ପାଦକ ଭାବରେ...

ଅସୁସ୍ଥ ଯୁବକଙ୍କୁ ରାସ୍ତାରେ ଛାଡିଦେଲେ ଆମ୍ବୁଲାନସ କର୍ମଚାରୀ, ଆଜିଯାଏ ମିଳିପାରୁନି ଯୁବକଙ୍କ ସନ୍ଧାନ

0
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ଥାନା ବାହାବଳପୁର ପଞ୍ଚାୟତ ଅଧୀନ ଚିଙ୍ଗୁଡାନାସି ଗ୍ରାମର କୁଳମଣି ମାଝୀ(୩୫) ନାମକ ଜଣେ ଅସୁସ୍ଥ ଯୁବକଙ୍କୁ ୧୧୨...

ଶିକ୍ଷକ ପଦ୍ମନାଭ ପାଢ଼ୀଙ୍କ ସ୍ମୃତିଚାରଣ ସଭା

0
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାନୁଗଞ୍ଜସ୍ଥିତ ଦିବ୍ୟମ ପରିସରରେ ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ତରଫରୁ ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ପୌରହିତରେ ଓ ସାଧାରଣ ସଂପାଦକ...

ଗାନ୍ଧୀ ବାଳାଶ୍ରମରେ ରକ୍ଷା ବନ୍ଧନ ଉତ୍ସବ

0
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗାନ୍ଧୀ ବାଳାଶ୍ରମ ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ନିଆରା ଢ଼ଙ୍ଗରେ ପାଳନ ହୋଇଯାଇଛି । ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫେଲୋସିପ୍‌ର...

ନବ ଦିବସୀୟ ଶ୍ରାବଣୀ ଉତ୍ସବ ଉଦ୍‌ଘାଟିତ

0
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈଦିକ ଶାସ୍ତ୍ରାନୁମୋଦିତ ଶ୍ରବଣ ପରଂପରାର ବାର୍ତ୍ତାବହ ଶ୍ରାବଣୀ ମହୋତ୍ସବ ଭଦ୍ରକ ଆର୍ଯ୍ୟସମାଜ ମଣ୍ଡପରେ ବୈଦିକ ବିଦ୍ୱାନ ତଥା ବେଦପୀୟୂଷର ସଂପାଦକ ପଣ୍ଡିତ...

ସ୍ୱାୟତ୍ତ ଶାସନ ଦିବସରେ ସାଂସଦଙ୍କ ଦ୍ୱାରା ବିକାଶ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ଥର ଓ ଉଦ୍‌ଘାଟନ

0
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବାସୁଦେବପୁର ପୌରପାଳିକା ଓ ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ...

ଭଦ୍ରକ ପୌରପାଳିକାରେ ସ୍ୱାୟତ୍ତ ଶାସନ ଦିବସ ପାଳନ, ପରମ୍ପରା ଭଙ୍ଗକୁ ନେଇ ବିଭିନ୍ନ ମହଲରେ...

0
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିରାଡମ୍ବର ସହକାରେ ଆଜି ଭଦ୍ରକ ପୌରପାଳିକାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ତେବେ ଏହି ନିରାଡମ୍ବର ପାଳନକୁ ନେଇ...

ଭଣ୍ଡାରିପୋଖରୀରେ ରକ୍ଷାବନ୍ଧନ ପାଳିତ

0
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ରକ୍ଷାବନ୍ଧନ ଉତ୍ସବ ବୁଧବାର ପାଳନ ହୋଇଯାଇଛି । ପରିବେଶପ୍ରେମୀମାନେ ଜୀବଜଗତର ସୁରକ୍ଷା ପାଇଁ...

ରାଜ୍ୟ ସରକାରଙ୍କ ଦୁର୍ନିତୀ ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଦୋସିଙ୍ଗା ପଂଚାୟତ ଆଗରେ ବିଜେପିର ଗଣଧାରଣା

0
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତ ଆଗରେ ବିଜେପି ପକ୍ଷରୁ ଧାମରା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ...

ଏବିଭିପି ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ

0
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ଏବିଭିପି, ଭଦ୍ରକ ପକ୍ଷରୁ ଚାରିଘରିଆ ସ୍ଥିତ ଅନାଥ ପରିତ୍ୟକ୍ତ ଶିଶୁ ଆଶ୍ରମ ‘ବାତ୍ସଲ୍ୟ’ରେ କୁନି କୁନି...

ଅବସରପ୍ରାପ୍ତ ସୈନିକଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମନସ୍ମିତା

0
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମାକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଦେଶ...