Ranjan Das
କୋରାପୁଟଠାରୁ ଖଡଗପୁର ପର୍ଯ୍ୟନ୍ତ ନୂତନ ଟ୍ରେନ ଚଳାଚଳ କରିବାକୁ ଦାବି
କୋରାପୁଟ ୧୮-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟଠାରୁ ଭୁବନେଶ୍ୱର ଦେଇ ଖଡଗପୁରକୁ ଏକ ନୂତନ ଟ୍ରେନ ଚଳାଚଳ କରିବାକୁ କୋରାପୁଟ ଜିଲ୍ଲା ବିକାଶ ପରିଷଦ ତରଫରୁ ଦାବି କରାଯାଇଛି । କେନ୍ଦ୍ର ରେଳ...
କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀଙ୍କ କୋରାପୁଟ ଗସ୍ତକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ
କୋରାପୁଟ ୧୭-୦୮(ଓଡିଆ ପୁଅ /ରଂଜନ ଦାସ) କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କୋରାପୁଟ ଗସ୍ତକୁ ନେଇ ବିଜେପି କର୍ମକର୍ତାମାନେ ଆଜି କୋରାପୁଟଠାରେ ସାମ୍ବାଦିକ ସମ୍ମିଳନୀ କରି ଗସ୍ତର କାର୍ଯ୍ୟସୂଚୀ...
ମାଛକୁଣ୍ଡ ପୋଲିସ ଦ୍ୱାରା ୧୦୮ କିଲୋ ଗଞେଇ ଜବତ,୩ ଗିରଫ
କୋରାପୁଟ ୧୭-୦୮(ଓଡିଆ ପୁଅ /ରଂଜନ ଦାସ) ମାଛକୁଣ୍ଡ ପୋଲିସ ଦ୍ୱାରା ଟିକାପୁଟ ଛକରୁ ଏକ କାରରୁ ୧୦୮ କିଲୋ ୬୦୦ ଗ୍ରାମ ଗଞେଇ ଜବତ କରା ଯାଇଥିବାବେଳେ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ...
କୋଟିଆ ସୀମାନ୍ତରେ କୋରାପୁଟ ଜିଲ୍ଲା ପ୍ରଶାସନର ଚେକ,ଆନ୍ଧ୍ରର ଅନୁପ୍ରବେଶ ଫେଲ
କୋରାପୁଟ ୧୬-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞରେ ଆନ୍ଧ୍ରର ନିଜସ୍ୱ ଭିତିଭୂମି ନାହିଁ. ଅନୁପ୍ରବେଶ କରି ଶିକ୍ଷାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରୁଛି ।ପଂଚାୟତ ନିବ୭ାଚନ ମଧ୍ୟ...
କୋରାପୁଟରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
କୋରାପୁଟ ୧୫-୦୮(ଓଡିଆ ପୁଅ /ରଂଜନ ଦାସ)କୋଭିଡ କଟକଣା ମଦ୍ୟରେ କୋରାପୁଟ ପୋଲିସ ପ୍ୟାରେଡ ପଡିଆଠାରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।ରାଜ୍ୟ ମହିଳା ,ଶିଶୁ ବିକାଶ ଓ ମିଶନଶକ୍ତି...
କୋରାପୁଟର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ
କୋରାପୁଟ ୧୫-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୫ ତମ ସ୍ୱଧୀନତା ଦିବସ ପାଳିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଅବଦ୍ଦାଲ ଏମ...
ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ
କୋରାପୁଟ ୧୫-୦୮(ଓଡିଆ ପୁଅ /ରଂଜନ ଦାସ)ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସୁନାବେଡା କ୍ୟମ୍ପସରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପଳିତା ମୁଖ୍ୟ ଅତିଥିଭାବେ...
ଦେଓଘାଟି ସ୍କୁଲରେ ଛାତ୍ର ମେଧା ସମ୍ମାନ ପ୍ରଦାନ
କୋରାପୁଟ ୧୫-୦୮(ଓଡିଆ ପୁଅ /ରଂଜନ ଦାସ) ପବିତ୍ର ୭୫ ତମ ସ୍ୱାଧୀନତା ଦିବସ ଅବସରରେ ମାଲକାନଗିରି ଜିଲ୍ଲାର ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଦେଓଘାଟି ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ...
ବିରାଟ ମଟରସାଇକେଲ ଶୋଭାଯାତ୍ରାରେ ଜୟପୁର ବିଧାୟକଙ୍କୁ ସ୍ୱାଗତ
କୋରାପୁଟ ୧୪-୦୮(ଓଡିଆ ପୁଅ /ରଂଜନ ଦାସ)କରୋନାରେ ଆକ୍ରାନ୍ତ ହୋଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଭୁବନେଶ୍ୱର ଓ ହାଇଦ୍ରାବାଦ ମେଡିକାଲରେ ଚିକିତ୍ସିତ ହେଉଥିଲେ ।ସୁସ୍ଥ ହେବା ପରେ କିଛିଦିନ ଭୁବନେଶ୍ୱର ରହିବା...
ସମାଜସେବୀ ଶେଖ ଇବ୍ରାହିମ ରେଳବାଇ ୟୁଜର୍ସ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମନୋନୀତ
କୋରାପୁଟ ୧୪-୦୫(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବିକାଶ ପରିଷଦର କୋଷାଧ୍ୟକ୍ଷ ତଥା ବିଶିଷ୍ଠ ସମାଜସେବୀ ଶେଖ ଇବ୍ରାହିମ ଇଷ୍ଟକୋଷ୍ଟ ରେଳବାଇର ବିଶାଖାପାଟଣା ଡିଭିଜିନାଲ ରେଳବାଇ ୟୁଜର୍ସ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମନୋନୀତ...
ସେମିଲିଗୁଡା ପୋଲିସ ଦ୍ୱାରା ୨୫ ଲକ୍ଷ ଟଙ୍କାର ଗଞେଇ ଜବତ,୨ ଗିରଫ
କୋରାପୁଟ ୧୩-୦୮(ଓଡିଆ ପୁଅ /ରଂଜନ ଦାସ) ସେମିଲିଗୁଡା ପୋଲିସ ଦ୍ୱାରା ଖରାଗୁଡାରୁ ଏକ ପିକଅପ ଭ୍ୟାନରୁ ୨୫ ଲକ୍ଷ ଟଙ୍କାର ଗଞେଇ ଜବତ କରାଯାଇଥିବାବେଳେ ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସେମିଲିଗୁଡା...
ସୁନାବେଡା ପୈାରପରିଷଦ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ପ୍ରକଳ୍ପ ଉଦଘାଟିତ
କୋରାପୁଟ ୧୩-୦୮(ଓଡିଆ ପୁଅ /ରଂଜନ ଦାସ)ସୁନାବେଡା ପୈାରପରିଷଦ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ସହରାଂଚଳ ଆଶ୍ରୟ ସ୍ଥଳୀ ,ସେମିଲିଗୁଡା କଲ୍ୟାଣ ମଣ୍ଡପ, ଗଞାମ କଲୋନୀରେ ଶୈାଚାଳୟ ଓ ଆଇ ଲଭ ସୁନାବେଡା ପ୍ରକଳ୍ପଗୁଡିକ ଉଦଘାଟିତ...
କୋରାପୁଟ ଅବକାରୀ ବିଭାଗର ଚଢାଉ,ପୋଚ ଓ ମଦ ଜବତ
କୋରାପୁଟ ୧୨-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ଦାମନଯୋଡି ଥାନା ଅନ୍ତର୍ଗତ କେରେଗାଁ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ପୋଚ ସହ ରନ୍ଧା ଦେଶୀ ମଦ ଜବତ...
କୋରାପୁଟ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୬ ଲକ୍ଷ ୨୪ ହଜାର ଜଣ ବ୍ୟକ୍ତି କୋଭିଡ...
କୋରାପୁଟ ୧୨-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୬ ଲକ୍ଷ ୨୪ ହଜାର ଜଣ ବ୍ୟକ୍ତି କୋଭିଡ ଟୀକା ନେଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର...
୫୨ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ବଂଟନ
କୋରାପୁଟ ୧୨-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ତହସିଲ ଅଧିନସ୍ଥ କୁମ୍ଭା-୧ ମୈାଜାର ପୂଜାରୀପୁଟ ବସ୍ତିରେ ୫୨ ଜଣ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ବଂଟନ କରାଯାଇଛି ।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ଲୋକଙ୍କ ନିକଟରେ ସମସ୍ତ...
୩୩ କେଭି ବିଦ୍ୟୁତ ଆଘାତରେ ଯୁବକ ଗୁରୁତର , ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର
କୋରାପୁଟ ୧୨-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ମ୍ୟୁନସିପାଲଟିର ପୂଜାରୀପୁଟର ଏକ ବେସରକାରୀ ଗୃହରେ କାର୍ଯ୍ୟ କରୁଥିବା ସମୟରେ ୩୩ କେଭି ବିଦ୍ୟୁତ ଆଘାତରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ...
ମାଛକୁଣ୍ଡ ପୋଲିସ ଦ୍ୱାରା ୪୫ ଲକ୍ଷର ଗଞେଇ ଜବତ,୨ ଗିରଫ
କୋରାପୁଟ ୧୧-୦୮(ଓଡିଆ ପୁଅ / ରଂଜନ ଦାସ) କୋରାପୁଟ ଜିଲ୍ଲାର ମାଛକୁଣ୍ଡ ପୋଲିସ ଦ୍ୱାରାଏକ ପିକଅପ ଭ୍ୟାନରୁ ୪୫ ଲକ୍ଷ ଟଙ୍କାର ଗଞେଇ ଜବତ କରା ଯାଇଥିବାବେଳେ ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ...
ଅବିଭକ୍ତ କୋରାପୁଟ ଜିଲ୍ଲା ରଣା ସମାଜ ବିକାଶ ପରିଷଦ ବୈଠକ
କୋରାପୁଟ ୧୧-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ କହ୍ନେଇପୁଟ କମ୍ୟୁନିଟି ହଲରେ ଅବିଭକ୍ତ କୋରାପୁଟ ଜିଲ୍ଲା ରଣା ସମାଜ ବିକାଶ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବିଶ୍ୱ ଆଦିବାସୀ...
ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଶ୍ୱ ମୂଳନୀବାସୀ ଆନ୍ତର୍ଜାତୀୟ ଦିବସ ପାଳିତ
କୋରାପୁଟ ୧୦-୦୮(ଓଡିଆ ପୁଅ /ରଂଜନ ଦାସ)ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଶ୍ୱ ମୁଳନୀବାସୀ ଆନ୍ତର୍ଜାତୀୟ ଦିବସ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପଳିତାଙ୍କ ଅଧ୍ୟକ୍ଷତାରେ ମିଳିତ...
ସୁନାବେଡା ଭଞ୍ଜ ସଂସଦ ପକ୍ଷରୁ ଚାରାରୋପଣ
କୋରାପୁଟ ୦୮-୦୮(ଓଡିଆ ପୁଅ /ରଂଜନ ଦାସ) ସୁନାବେଡା ମିଗନଗରୀସ୍ଥିତ ଭଞ୍ଜ ସଂସଦ ପକ୍ଷରୁ ଚିକାପାର ଶିବ ମନ୍ଦିରର ପ୍ରବେଶ ରାସ୍ତାର ଉଭୟ ପାଶ୍ୱର୍ରେ ବ୍ୟାପକ ଚାରାରୋପଣ କରାଯାଇଥିବା ଜଣାପଡିଛି ।ସୁନାବେଡା ହାଲର ଉପ...