Bikash Biswal
କରୋନାରେ ଅନାଥ ଗରିବ ଅସହାୟ ପିଲାଙ୍କୁ ଶିକ୍ଷାଦାନ କରିବ ‘ସର୍ବଫର ପିପୁଲ’ ସ୍ୱେଚ୍ଛାସେବୀ ସଂଗଠନ
ହାଟଡିହି- ୧୫ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) କରୋନା ପରି ଭୟାନକ ମହାମାରୀ ସମଗ୍ର ଦେଶରେ କାୟା ବିସ୍ତାର କରିବା ସହ ନିଜର ଆତ୍ମୀୟ ସ୍ୱଜନ ଓ ପ୍ରୀୟଜନ ମାନଙ୍କୁ ଛଡାଇ...
ବଞ୍ଚୋ ପଞ୍ଚାୟତ ବୁଲି କୋଭିଡ ପରିଚାଳନାର ତଦାରଖ କଲେ ପ୍ରଶାସନିକ ଅଧିକାରୀ
ହାଟଡିହି- ୧୫ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ବିଢ଼ି ଚାଲିଛି । ଏହାକୁନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି...
ହାଟଡିହି ବ୍ଲକ ଅଞ୍ଚଳରେ ଲକଡାଉନ କଟକଣା କାମ କରୁନି, ଖୁଲାମଖୁଲା ଦୋକାନ ବଜାର ମେଲା
ହାଟଡିହି- ୧୪ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ଗତବର୍ଷ ଲକଡାଉନ ଓ ସର୍ଟଡାଉନ କଟକଣାକୁ ଲୋକମାନେ ଯେପରି ପାଳନ କରୁôତଲେ ଚଳିତବର୍ଷ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସତେ ଯେପରି...
ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର
ହାଟଡିହି- ୧୪ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସଢ଼ା ପଞ୍ଚାୟତର ଶୀଳପୋଖରୀ ଗ୍ରାମ ନିକଟରୁ ଜଣେ ଅଜଣା ବ୍ୟକ୍ତିର ମୃତଦେହକୁ ଉଦ୍ଧାର କରାଯାଇଛି । ଖବରରୁ...
ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟିକ, ଗବେଶକ ଓ ଅନୁବାଦକ ଡ.କାର୍ତ୍ତିକେଶ୍ୱର ବେହେରାଙ୍କ ପରଲୋକ
ହାଟଡିହି- ୧୪ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ଶିକ୍ଷା, ସାହିତ୍ୟ, ସଂସ୍କୃତି, ଆଧ୍ୟାତ୍ମିକ ଜୀବନ ଦର୍ଶନ, ସାଂପ୍ରତିକ ଘଟଣାବଳୀ ଆଦି ବହୁବିଧ ବିଭାଗରେ ସ୍ୱତନ୍ତ୍ର ପାରଦର୍ଶିତା ପ୍ରତିପାଦନ କରିଥିବା କେନ୍ଦୁଝର ଜିଲ୍ଲା...
ଔଷଧ ଦୋକାନୀ ମାନଙ୍କୁ କରୋନା ଯୋଦ୍ଧା ଘେଷଣା ଦାବି
ହାଟଡିହି- ୧୩ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ରାଜ୍ୟରେ କରୋନା ରୋଗୀ ମାନଙ୍କୁ ନିରନ୍ତର ସେବା ଯୋଗାଇ ଆସୁଥିବା ଔଷଧ ଦୋକାନୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହିତ...
ହାଟଡିହି ବ୍ଲକରେ ଦୁଇ ଦିନରେ ୩୭ ଆକ୍ରାନ୍ତ ଚିହ୍ନଟ
ହାଟଡିହି- ୧୩ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ଏବେ ଦ୍ରୁତ ଗତିରେ ମାଡି ଚାଲିଛି । ହାଟଡିହି ବ୍ଲକ ଅଞ୍ଚଳରେ ମଧ୍ୟ ଦିନକୁ ଦିନ...
ହାଟଡିହି ବ୍ଲକରେ ପୁଣି ୧୮ଆକ୍ରାନ୍ତ ଚିହ୍ନଟ, ୨୬୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ହାଟଡିହି- ୧୨ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ଏବେ ଦ୍ରୁତ ଗତିରେ ମାଡି ଚାଲିଛି । ହାଟଡିହି ବ୍ଲକ ଅଞ୍ଚଳରେ ମଧ୍ୟ ଦିନକୁ ଦିନ...
ହାଟଡିହି ବ୍ଲକରେ ପ୍ରଥମ ମହିଳା ବିଡିଓ ଭାବେ ଯୋଗଦେଲେ ବିନିତା ବିଜୟନୀ
ହାଟଡ଼ିହି, ୧୨ ।୫: ହାଟଡିହି ବ୍ଲକରେ ପ୍ରଥମ ମହିଳା ବିଡିଓ ଭାବେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ବିନିତା ବିଜୟିନୀ । ସେ ପୁର୍ବରୁ ମୟୁରଭଞ୍ଜ ଜିଲ୍ଲା କାର୍ଯ୍ୟାଳୟରେ ଟି.ଆର.ଓ ଭାବେ କାର୍ଯ୍ୟ କରୁଥିଲେ...
ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା, ଦୁଇଦିନରେ ୪୫ଜଣ ଆକ୍ରାନ୍ତ ଚିହ୍ନଟ
ହାଟଡିହି- ୧୧ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) କରୋନାର ଦ୍ୱିତୀୟ ଲହର ଏବେ ଦ୍ରୁତ ଗତିରେ ମାଡି ଚାଲିଛି । ନମୁନା ଯେତେ ଅଧିକ ପରୀକ୍ଷା ହେଉଛି ସଂକ୍ରମଣଙ୍କ ସଂଖ୍ୟା ସେହି...
ଯୁୂବତୀଙ୍କୁ ମାଡ ଘଟଣାରେ ଥାନା ଘେରିଲେ ମହିଳା
ହାଟଡ଼ିହି, ୧୦ ।୫: (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଖେତୁଆଳି ଗ୍ରାମରେ ଜମିବାଡି ବିବାଦକୁ ନେଇ ଜଣେ ଯୁବତୀକୁ ମରଣାନ୍ତକ ଆକ୍ରମଣ କରିବା ଘଟଣାର ମାସେ ବିତି...
ସାମ୍ବାଦିକଙ୍କୁ କରୋନା ଟୀକା
ହାଟଡ଼ିହି, ୧୦ ।୫: (ଓଡିଆପୁଅ / ବିକାଶ ବିଶ୍ୱାଳ) ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ହାଟଡିହିରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ କରୋନା ଟୀକା ଦିଆଯାଇଛି । ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ...
ଟୀକା ପାଇଁ ଗହଳି, ଭୁଲିଗଲେ ସାମାଜିକ ଦୁରତା
ହାଟଡ଼ିହି, ୧୦ ।୫: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ବିଭିନ୍ନ ଡାକ୍ତରଖାନାରେ ଚାଲିଥିବା ଟୀକାକରଣ କାର୍ଯ୍ୟକ୍ରମରେ ଆଜି ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । କମ ଟୀକା ଆସିଥିବାବେଳେ ବହୁ...
ହାଟଡିହି ବ୍ଲକ ଅଞ୍ଚଳରେ ଲକଡାଉନ କଟକଣାକୁ ଫୁ, ପୁଲିସ ଗୋଡାଇବାରୁ ଦୋକାନ ବଜାର ବନ୍ଦ
ହାଟଡିହି- ୯ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଞ୍ଚଳରେ ଲକଡାଉନ ଓ ସର୍ଟଡାଉନର ସେପରି କୌଣସି ପ୍ରଭାବ ପଡୁନାହିଁ । ଲକଡାଉନ ସମୟରେ ପନିପରିବା, ତେଜରାତି...
ହାଟଡିହି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୯ରେ ପହଞ୍ଚିଲା
ହାଟଡିହି- ୯ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୭ତାରିଖରେ ୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତକାଲି...
ଗାୟକ ବଳଭଦ୍ର ପଣ୍ଡାଙ୍କ ବିୟୋଗରେ କଳାକାର ପରିଷଦ ପକ୍ଷରୁ ଶୋକ
ହାଟଡିହି- ୯ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ଓଡିଶାର ପାଲା ସାହିତ୍ୟକୁ ରୁଚିମନ୍ତ ଓ ରୁଦ୍ଧିମନ୍ତ କରି ରଖିବାରେ ଯେଉଁ କେତେଜଣ ପାଲାଗାୟକଙ୍କର ଭୁମୀକା ଖୁବ ଗୁରୁତ୍ୱପୁର୍ଣ୍ଣ ଥିଲା ସେମାନଙ୍କ ମଧ୍ୟରେ...
ଦ୍ରୁତ ଗତିରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା, ଗୋଟିଏ ଦିନରେ ୧୮ ଆକ୍ରାନ୍ତ
ହାଟଡିହି- ୮ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ)କରୋନାର ଦ୍ୱିତୀୟ ଲହର ଏବେ ଦ୍ରୁତ ଗତିରେ ମାଡି ଚାଲିଛି । ହାଟଡିହି ବ୍ଲକ ଅଞ୍ଚଳରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି...
ପୁର୍ବତନ ଶିକ୍ଷକ ଚତୁର୍ଭୁଜ ସ୍ୱାଇଁଙ୍କ ପରଲୋକ
ହାଟଡିହି- ୮ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମର ପୁର୍ବତନ ଶିକ୍ଷକ ତଥା ଗାଁ ମୁରବୀ ଭାବେ କାର୍ଯ୍ୟକରୁଥିବା ଚତୁର୍ଭୁଜ ସ୍ୱାଇଁଙ୍କ ୮୯ବର୍ଷ ବୟସରେ ଆଜି ଦିନ ୧୦ଟାବେଳେ...
ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ
ହାଟଡିହି- ୮ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତ ଅଣତିରା ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି । ଗ୍ରାମର...
ହାଟଡିହିରେ ପ୍ରଥମ ମହିଳା ବିଡିଓଙ୍କୁ ନିଯୁକ୍ତି
ହାଟଡିହି- ୭ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ପ୍ରଥମଥର ପାଇଁ ଜଣେ ମହିଳା ବିଡିଓଙ୍କୁ ନିଯୁକ୍ତି ଦିଆ ଯାଇଛି। ମୟୁରଭଞ୍ଜରେ ଟ୍ରେନିଂରେ ଥିବା ବିନିତା ବିଜୟିନୀ (ଓଏଏସ୧)ଙ୍କୁ ହାତଡ଼ିହି...