Home କେନ୍ଦୁଝର ହାଟଡିହି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୯ରେ ପହଞ୍ଚିଲା

ହାଟଡିହି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୯ରେ ପହଞ୍ଚିଲା

107

ହାଟଡିହି- ୯ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୭ତାରିଖରେ ୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତକାଲି ପୁଣି ୧୬ଜଣ ଚିହ୍ନଟ ହେବାପରେ ଆକ୍ରାନ୍ତଙ୍କ ସଂଖ୍ୟ ୧୯୯ରେ ପହଞ୍ଚିଛି । ଢ଼େଙ୍କା ପଞ୍ଚାୟତରେ ଜଣେ, ସୋସୋ ପଞ୍ଚାୟତରେ ଜଣେ, ଗେଡମା ପଞ୍ଚାୟତରେ ଜଣେ, ଶାଳଣିଆଁ ପଞ୍ଚାୟତରେ ଜଣେ, ଓରାଳି ପଞ୍ଚାୟତରେ ଦୁଇଜଣ, ହାବଳେଶ୍ୱର ପଞ୍ଚାୟତରେ ଜଣେ, ଇଞ୍ଚୋଳ ପଞ୍ଚାୟତରେ ଜଣେ, ବଞ୍ଚୋ ପଞ୍ଚାୟତରେ ତିନିଜଣ, ଶାସଙ୍ଗ ପଞ୍ଚାୟତରେ ଦୁଇଜଣ ଏହିପରି ମୋଟ ୧୬ଜଣ ଚିହ୍ନଟ ହୋଇଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.