Home କେନ୍ଦୁଝର ହାଟଡିହିରେ ପ୍ରଥମ ମହିଳା ବିଡିଓଙ୍କୁ ନିଯୁକ୍ତି

ହାଟଡିହିରେ ପ୍ରଥମ ମହିଳା ବିଡିଓଙ୍କୁ ନିଯୁକ୍ତି

57

ହାଟଡିହି- ୭ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ପ୍ରଥମଥର ପାଇଁ ଜଣେ ମହିଳା ବିଡିଓଙ୍କୁ ନିଯୁକ୍ତି ଦିଆ ଯାଇଛି।  ମୟୁରଭଞ୍ଜରେ ଟ୍ରେନିଂରେ ଥିବା ବିନିତା ବିଜୟିନୀ (ଓଏଏସ୧)ଙ୍କୁ ହାତଡ଼ିହି ବ୍ଳକରେ ନିଯୁକ୍ତି ଦିଆଯାଇଛି । ପଞ୍ଚାୟତରାଜ ବିଭାଗ ପକ୍ଷରୁ ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଏହା ପ୍ରକାଶ ପାଇଛି । ଏଠାରେ ଥିବା ବିଡିଓ ଜୟଦେବ ଦାସଙ୍କୁ ପୁର୍ବରୁ ଖୋର୍ଦ୍ଧାର ଏକ ବ୍ଲକକୁ ବଦଳି କରାଯାଇଥିବା ବେଳେ ଏହି ପଦବିଟି ଖାଲି ପଡିଥିଲା । କିନ୍ତୁ ଏଠାରେ ଅନ୍ୟ କେହି ବିଡିଓ ନଥିବାରୁ ତାଙ୍କୁ ରିଲିଭ କରାଯାଇ ନଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.