Home କେନ୍ଦୁଝର ସାମ୍ବାଦିକଙ୍କୁ କରୋନା ଟୀକା

ସାମ୍ବାଦିକଙ୍କୁ କରୋନା ଟୀକା

128

ହାଟଡ଼ିହି, ୧୦ ।୫: (ଓଡିଆପୁଅ / ବିକାଶ ବିଶ୍ୱାଳ) ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ହାଟଡିହିରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ କରୋନା ଟୀକା ଦିଆଯାଇଛି । ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ନାୟକ, ବିପିଏମ ଚନ୍ଦନ କୁମାର ସାହୁଙ୍କ ସହଯୋଗରେ ହାଟଡିହି ଡାକ୍ତରଖାନା ପରିସରରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ଡକାଇ ଟୀକା ଦେବାର ବ୍ୟବସ୍ଥା କରାଇଥିଲେ । ଏଥିରେ ସାମ୍ବାଦିକ କିଶୋର ଚନ୍ଦ୍ର ଆଚାର୍ଯ୍ୟ, ଅମୀୟ ବରାଳ, ସଞ୍ଜିବ କୁମାର ମହାନ୍ତି, ବିକାଶ ବିଶ୍ୱାଳ, ଅଜିତ ନାୟକ, ଦେବବ୍ରତ ବେହେରା, ବିଭୁତି ଭୂଷଣ ଜେନା, ପ୍ରଫୁଲ କୁମାର ମହାନ୍ତି, ଅନନ୍ତ କୁମାର ପହି, ମକରଧ୍ୱଜ ସାହୁ, ମକରା ଯେନା, ମନମୋହନ ନାୟକ, ସବିତା ନାୟକ, କମଳାକାନ୍ତ ଆୟଚ ପ୍ରମୁଖ ପ୍ରମୁଖ କରୋନା ପ୍ରତିଷେଧକ ଟୀକା ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.