Bikash Biswal
ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ
ହାଟଡ଼ିହି, ୫ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ମୁଗୁପୁର ହାଇସ୍କୁଲ ଠାରେ ଅଗଷ୍ଟ ୧୫ତାରିଖରେ ସ୍ୱେଚ୍ଛାସେବୀ ସଂଗଠନ ‘ସପୋଟିଭ ହ୍ୟାଣ୍ଡସ’ ଓ ‘ସମ୍ବାଦ ଆମ ଓଡିଶା’ର ମିଳିତ ସହଯୋଗରେ...
ହାଟଡିହି ବ୍ଲକରେ ଆବାସ ଯୋଜନା ଦୁର୍ନୀତିର ପେଡି ଲମ୍ବୁଛି ଜଣକ ନାମରେ କାର୍ଯ୍ୟାଦେଶ ପାଇଲା...
ହାଟଡିହି-୪/୮:(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ଆବାସ ଯୋଜନା କେଳଙ୍କାରୀର ପେଡି ଧିରେ ଧିରେ ଖୋଲିବାରେ ଲାଗିଛି । ଶାଳଣିଆଁ ପଞ୍ଚାୟତରେ ଦୁଇଜଣ ଅଯୋଗ୍ୟ ଥିଲାବାଲାଙ୍କୁ ବାସଗୃହ ଯୋଜନାରେ ସାମିଲ କରାଇ...
ଟୀକାକେନ୍ଦ୍ରରେ ଉତ୍ତେଜନାକୁ ନେଇ ଟୀକାଦାନ ବ୍ୟାହତ
ହାଟଡ଼ିହି, ୫ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତ ଏଲକଣା ବିଦ୍ୟାଳୟରେ ଆଜି କୋଭିଡ ଟୀକାକରଣ ଚାଲିଥିବାବେଳେ ଉତ୍ତେଜନା ଦେଖାଦେବାରୁ ସ୍ୱାସ୍ୟ୍ଥ୍ର ବିଭାଗର କର୍ମଚାରୀମାନେ ବାଧ୍ୟହୋଇ...
ଗୃହରକ୍ଷୀଙ୍କୁ ମାଡ, ଥାନାରେ ଅଭିଯୋଗ
ହାଟଡ଼ିହି, ୫ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ଜଣେ କାର୍ଯ୍ୟରତ ଗୃହରକ୍ଷୀଙ୍କୁ ମାଡ ହୋଇଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ନନ୍ଦିପଦା ଥାନା...
୪୧ନଂ ପାଣି ପଞ୍ଚାୟତ ନିର୍ବାଚନ କେବେ
ହାଟଡ଼ିହି, ୫ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ବୈତରଣୀ ଡିଭିଜନର ବିଦ୍ୟାଧରପୁର ଉପଖଣ୍ଡ ୧ନଂ ଅଧିନରେ ଥିବା ମନୋହରପୁର ଡିଷ୍ଟ୍ରିବୁଟାରୀ ଅଧିନ ୪୧ନଂ ପାଣି ପଞ୍ଚାୟତର ନିର୍ବାଚନ ହୋଇନଥିବାରୁ ଚାଷୀ...
କେନାଲ ନିର୍ମାଣରେ ଅନିୟମିତତା ଅଭିଯୋଗ
ହାଟଡ଼ିହି, ୫ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ମୁଗୁପୁର ଡିଷ୍ଟ୍ରୁବୁଟାରୀ କେନାଲ କାମରେ ଅନିୟମିତତା ହୋଇଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି । ଏହି କେନାଲର କିଛି ଉନ୍ନତିକରଣ କାର୍ଯ୍ୟପାଇଁ...
ଜବରଦଖଲ ଉଚ୍ଛେଦ ପାଇଁ ଦାବି କଲେ ଗ୍ରାମବାସୀ
ହାଟଡ଼ିହି, ୫ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ତେନ୍ତୁଲିପଦି, ଅସନଗଡିଆ, ଧରମପୁର, ମୋଟରାଗଡିଆ ଗ୍ରାମରେ ରାସ୍ତାପାଖ ଗୁଡିକ ଜବରଦଖଲ ହୋଇଥିବାରୁ ଏହାକୁ ଉଚ୍ଛେଦ କରିବାପାଇଁ ଗ୍ରାମବାସୀ ମାନେ...
ମିଳୁନି ଜଂଗଲ ଜମି ପଟ୍ଟା, ଆବାସ ଯୋଜନାରୁ ବଞ୍ଚିତ ହାଟଡିହି ବ୍ଲକର ତିନୋଟି ଗ୍ରାମ
ହାଟଡ଼ିହି, ୪ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କଅଁଳେଇ ବାଲିପାଳ ପଞ୍ଚାୟତର ମଲ୍ଲି ପସି, ସରମୁଣ୍ଡି ଓ ବାଲିପାଳ ଗ୍ରାମର ଗ୍ରାମବାସୀ ମାନେ...
ଶାସଙ୍ଗ ପଞ୍ଚାୟତରେ କୋଭିଡ ଟୀକାକରଣ ଶିବିର
ହାଟଡ଼ିହି, ୪ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ଶାସଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଟୀକାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ...
ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ବିଡିଓ
ହାଟଡିହି-୪/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ବିଡିଓ ବିନିତା ବିଜୟିନୀ ଆଜି ଏକ ସ୍କୁଲକୁ ପରିଦର୍ଶନରେ ଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଥିବା ଜଣାଯାିଛି । ଖବରରୁ ଜଣାଯାଇଛି ଯେ ବିଡିଓ...
ମୁଗୁପୁର ଡିଷ୍ଟ୍ରୁବୁଟାରି ଓ ଶାସଙ୍ଗ ମାଇନର କେନାଲରେ ଜଳଯୋଗାଣ ଆରମ୍ଭ
ହାଟଡିହି-୩/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) ବର୍ଷା ନଥିବାରୁ ଚାଷୀମାନେ ପାଣିଟୋପାଏ ପାଇଁ ଚାହିଁ ବସିଥିବାବେଳେ ଜଳସମ୍ପଦ ବିଭାଗର ମୁଗୁପୁର ଡିଷ୍ଟ୍ରିବୁଟାରି ଓ ଶାସଙ୍ଗ ମାଇନର କେନାଲରେ ପାଣି ଯାଉନଥିବା ନେଇ ଗଣମାଧ୍ୟମରେ...
ନିଜ ନିଜ ଗାଁ ପାଇଁ ଗୌରବ ଆଣିଲେ ସ୍ମୃତିରେଖା ଓ ସନ୍ଦିପ
ହାଟଡିହି-୩/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) ସ୍ମୃତିରେଖା ଶାସିନି ଓ ସନ୍ଦିପ ପେଡା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୯୦ଭାଗରୁ ଉର୍ଦ୍ଧ ନମ୍ବର ରଖି ଉତ୍ତିର୍ଣ୍ଣ ହେବାସହ ନିଜ ଗାଁ ପାଇଁ ଗୌରବ...
ବିଜେପି ନେତାଙ୍କ ନାମରେ ଥାନାରେ ଠକେଇ ଅଭିଯୋଗ, ନେତାଙ୍କ ଅସ୍ୱିକାର
ହାଟଡିହି-୨/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) ଚାକିରି କରାଇଦେବାକୁ କହି ଜଣେ ବିଜେପି ନେତା କିଛି ଯୁବକଙ୍କ ଠାରୁ ଟଙ୍କା ଆଦାୟ କରିଥିବା ନେଇ ଆନନ୍ଦପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ...
ନୟାଗଡ ପୁଲିସ ଘରୁ ଉଠାଇନେବା ଘଟଣା, ନିର୍ଦ୍ଦୋଶ ଜାଣି ଯୁବକଙ୍କୁ ଛାଡିଦେଲା ପୁଲିସ
ହାଟଡିହି-୨/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) ନୟାଗଡ ଜିଲ୍ଲାରେ ଏକ ଠକେଇ ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ନୟାଗଡ ପୁଲିସ ଡଙ୍କୁରୀ ଗ୍ରାମର ଦୁଇ ଯୁବକଙ୍କୁ ଉଠାଇ ନେଇଥିବା ବେଳେ ଜଣେ ଯୁବକକୁ...
ଘରକୁ ଫେରିବା ବାଟରେ ଯୁବକ ନିଖୋଜ
ହାଟଡିହି-୨/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) ସୋସୋ ଥାନା ଅଧିନସ୍ଥ ବାଙ୍ଗୋର ଗ୍ରାମର ନୀଳମଣି ବିଶ୍ୱାଳ ନାମକ ଜଣେ ଯୁବକ ଘରକୁ ଫେରିବା ବାଟରେ କେଉଁଆଡେ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ...
ସିବିଏସସି ଦ୍ୱାଦଶଶ୍ରେଣୀ ପରୀକ୍ଷାରେ ଛାତ୍ରଙ୍କ ସଫଳତା
ହାଟଡିହି-୨/୮: (ଓଡିଆପୁଅ / ବିକାଶ ବିଶ୍ୱାଳ)ସିବିଏସସି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ହାଟଡିହି ବ୍ଲକ ତେମଳା ଗ୍ରାମର ଦେବାଶିଷ ଜେନା ଶତକଡା ୯୭ଭାଗ ମାର୍କରଖି ଉତ୍ତିର୍ଣ୍ଣ ହୋଇଛନ୍ତି । ପୁର୍ବତନ ସେନାକର୍ମଚାରୀ ନିର୍ମଳ କୁମାର...
ଦୁଇ କଂଗ୍ରେସ ନେତା ବିଜେଡିରେ ସାମିଲ
ହାଟଡିହି-୨/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଦୁଇ ପୁରୁଖା କଂଗ୍ରେସ ନେତା ବିଜେଡିରେ ସାମିଲ ହୋଇଛନ୍ତି । ଆଜି ଛେନାପଦିଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ...
ନାଁବାଳିକା ଅପହରଣର ମାସେ ବିତିଲା ପୁଲିସ ହାତ ଖାଲି
ହାଟଡିହି-୧/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଅଧିନସ୍ଥ ଆମ୍ବୋ ଗ୍ରାମରେ ଜଣେ ନାଁ ବାଳିକା ଛାତ୍ରୀକୁ ଅପହରଣ କରିବାର ମାସେ ବିତିଯାଇଥିଲେବି ପୁଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରି...
ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ସଂଗଠନ ପକ୍ଷରୁ ଚାରା ବଣ୍ଟନ
ହାଟଡିହି-୧/୮: (ଓଡିଆପୁଅ / ବିକାଶ ବିଶ୍ୱାଳ)କରୋନା ମହାମାରୀର ତାଣ୍ଡବକୁ ରୋକିବାପାଇଁ ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଅର୍ଗାନାଇଜେସନ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛେନାପଦିଛକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ...
ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ
ହାଟଡିହି-୧/୮: (ଓଡିଆପୁଅ / ବିକାଶ ବିଶ୍ୱାଳ)ଶାଳଣିଆଁ ଠାରେ ଥିବା ଏସବିଆଇ ଏଟିଏମକୁ କିଛି ଦୁର୍ବୁତ ଭାଙ୍ଗି ଲୁଟ ଉଦ୍ୟମ କରିଥିବା ଜଣାଯାଇଛି । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ ଏହି ଏଟିଏମ...