Home କେନ୍ଦୁଝର ସିବିଏସସି ଦ୍ୱାଦଶଶ୍ରେଣୀ ପରୀକ୍ଷାରେ ଛାତ୍ରଙ୍କ ସଫଳତା

ସିବିଏସସି ଦ୍ୱାଦଶଶ୍ରେଣୀ ପରୀକ୍ଷାରେ ଛାତ୍ରଙ୍କ ସଫଳତା

78

ହାଟଡିହି-୨/୮: (ଓଡିଆପୁଅ / ବିକାଶ ବିଶ୍ୱାଳ)ସିବିଏସସି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ହାଟଡିହି ବ୍ଲକ ତେମଳା ଗ୍ରାମର ଦେବାଶିଷ ଜେନା ଶତକଡା ୯୭ଭାଗ ମାର୍କରଖି ଉତ୍ତିର୍ଣ୍ଣ ହୋଇଛନ୍ତି । ପୁର୍ବତନ ସେନାକର୍ମଚାରୀ ନିର୍ମଳ କୁମାର ଜେନା ଓ ମା କୁମୁଦୁନୀ ଜେନାଙ୍କ ସୁପୁତ୍ର । ଦେବାଶିଷ ବିଶାଖାପାଟଣାର ଶ୍ରୀଚୈତନ୍ୟ ଟେକ୍ନୋ ସ୍କୁଲରେ ପଢ଼ୁଥିବାବେଳେ ସେ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଲକ୍ଷ ରଖିଥିବା କହିଛନ୍ତି । ତାଙ୍କର ଏପରି ସଫଳତାରେ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସେ ମାଟ୍ରିକ ପରୀକ୍ଷାରେ ମଧ୍ୟ ଶତକଡା ୮୭ ଭାଗ ମାର୍କ ରଖି ସଫଳତା ହାସଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.