Home Authors Posts by Bikash Biswal

Bikash Biswal

Bikash Biswal
2215 POSTS 0 COMMENTS

ଟାଇମପାସ ସାହିତ୍ୟପର୍ବ ତରୁଣତରଙ୍ଗ ପକ୍ଷରୁ କର୍ମଶାଳା, କବିତା-ନାଟକ, ଗଳ୍ପ କି ଉପନ୍ୟାସ ନୁହଁ

0
ହାଟଡିହି-୧/୮: (ଓଡିଆପୁଅ / ବିକାଶ ବିଶ୍ୱାଳ)ଭୁବନେଶ୍ୱରର ଅଗ୍ରଣୀ ପୁସ୍ତକ ପ୍ରକାଶନ ସଂସ୍ଥା ଟାଇମପାସ ସୌଜନ୍ୟରୁ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ତରୁଣ ତରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ କିଶୋର ଆଚାର୍ଯ୍ୟଙ୍କ...

ଡାକ୍ତରଖାନା ଆସିଥିବାବେଳେ ଦମ୍ପତ୍ତିଙ୍କୁ ମାଡ ଅଭିଯୋଗ

0
ହାଟଡିହି-୧/୮: (ଓଡିଆପୁଅ / ବିକାଶ ବିଶ୍ୱାଳ)ସୋସୋ ଥାନା ଅଧିନସ୍ଥ ଢ଼େଙ୍କା ଗ୍ରାମର ଶ୍ୟାମ ସୁନ୍ଦର ଜେନା ଓ ତାଙ୍କ ପତ୍ନୀ ଶାନ୍ତିଲତା ଜେନା ସୁନ୍ଦରାପାଳ ଡାକ୍ତରଖାନାକୁ ଆସି ଔଷଧପତ୍ର ନେଇ ବାଇକରେ ଫେରୁଥିବାବେଳେ...

ଆନନ୍ଦପୁରକୁ ରେଳ ସଂଯୋଗ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ବିଜେପି ନେତା

0
ହାଟଡିହି-୧/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) ରେଳ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନେବାପରେ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ତାଙ୍କ କାର୍ଯ୍ୟାଳୟରେ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ସବୁଜ ମହାନ୍ତ...

ମୁଗୁପୁର ମାଇନର କେନାଲରେ ଆସୁନି ପାଣି, ଚାଷୀ ଭକୁଆ

0
ହାଟଡିହି-୩୧/୭: (ଓଡିଆପୁଅ / ବିକାଶ ବିଶ୍ୱାଳ)ବର୍ଷା ନଥିବାରୁ ଚାଷୀମାନେ ପାଣିଟୋପାଏ ପାଇଁ ଚାହିଁ ବସିଥିବାବେଳେ ଜଳସମ୍ପଦ ବିଭାଗ କିଛି କେନାଲରେ ପାଣି ଛାଡିଥିଲେବି ଅଧିôକାଶଂ କେନାଲରେ ପାଣି ଯାଉ ନଥିବାରୁ ଚାଷୀମାନେ ହତାଶ...

ଅଣାଧୂନୀ ମଠ ମହାରାଜଙ୍କ ଷୋଡଶ ମହୋତ୍ସବ ଓ ଶ୍ରଦ୍ଧାଞ୍ଜଳୀ ସଭା

0
ହାଟଡିହି-୩୧/୭: (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଅଣା ଅଖଣ୍ଡଧୂନୀ ମଠ ପରିସରରେ ସ୍ୱର୍ଗତ ବାବା ଜ୍ଞାନାନନ୍ଦ ଗିରିଙ୍କ ଷୋଡଶ ମହୋତ୍ସବ ଓ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆନନ୍ଦପୁର...

ବରାଙ୍ଗ ଛକରେ ମଦବିକ୍ରୀକୁ ବିରୋଧ କଲେ ଯୁବଗୋଷ୍ଠୀ

0
ହାଟଡିହି-୩୧/୭: (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ସମଣା ପଞ୍ଚାୟତର ବରାଙ୍ଗ ଛକରେ ଚୋରାମଦବିକ୍ରୀ ହେଉଥିବାରୁ ଏଠାରେ ଅନେକ ସମୟରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଉଥିବାରୁ ଏହାକୁ ଯୁବଗୋଷ୍ଠୀ ପକ୍ଷରୁ ବିରୋଧ କରାଯାଇଛି...

ମହିଳାଙ୍କୁ ବଳାତ୍କାର ଉଦ୍ୟମ

0
ହାଟଡିହି-୩୧/୭: (ଓଡିଆପୁଅ / ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧିନସ୍ଥ ବରାଙ୍ଗ ବଜାରରେ ଜଣେ ନିରାଶ୍ରୟ ମହିଳାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ଶାଳଣିଆଁ...

ଶାଳଣିଆଁର ପ୍ରଥମ ସରପଞ୍ଚ ଭଗବାନ ଘଡେଇଙ୍କ ପରଲୋକ

0
ହାଟଡିହି-୩୦/୭: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବିଷ୍ଣୁପୁର ଗ୍ରାମର ଜଣେ ବରିଷ୍ଠ ରାଜନୀତିଜ୍ଞ ତଥା ଶାଳଣିଆଁ ପଞ୍ଚାୟତର ପ୍ରଥମ ସରପଞ୍ଚ ଭଗବାନ ଘଡେଇଙ୍କର ୮୯ବର୍ଷ ବୟସରେ ଆଜି ସକାଳ ୭ଟାରେ...

୫୨ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିଲା ନିୟମିତର ମାନ୍ୟତା

0
ହାଟଡିହି-୩୦/୭: (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲାର ୬୯୮ଜଣ କନିଷ୍ଠ ଶିକ୍ଷକ ୨୦୧୯ ଡିସେମ୍ବରରୁ ନିୟମିତ ଶିକ୍ଷକ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ସେମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ଦିଆଯାଇ...

ଆବାସ ଯୋଜନା କାର୍ଯ୍ୟରେ ଅନିୟମିତତା ଘରକାମ ସମ୍ପୁର୍ଣ୍ଣ କରିବି ପାଉନାହାନ୍ତି ଜବକାର୍ଡ ଟଙ୍କା

0
ହାଟଡିହି-୩୦/୭: (ଓଡିଆପୁଅ / ବିକାଶ ବିଶ୍ୱାଳ) ଆବାସ ଯୋଜନାରେ ଘରକାମ ସମ୍ପୁର୍ଣ୍ଣ କରିଥିଲେବି ଆଜି ପର୍ଯ୍ୟନ୍ତ ଜବକାର୍ଡରେ ଶିମକଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କାକୁ ପାଇ ପାରୁ ନାହାନ୍ତି ହିତାଧିକାରୀ । ଏନେଇ ବାରମ୍ବାର...

ହାଟଡିହିରେ ୧୧ଜଣ ଦେଲେ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ

0
ହାଟଡିହି-୩୦/୭: (ଓଡିଆପୁଅ / ବିକାଶ ବିଶ୍ୱାଳ) ମାଟ୍ରିକ ପରୀକ୍ଷାଫଳ ପ୍ରକାଶସନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁନଃ ପରୀକ୍ଷା ଦେବାର ସୁଯୋଗ ଦେବାପରେ ଆଜିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ ହୋଇଛି ।...

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେପି ନେତା, ହାଟଡିହି ଓ ଘଟଗାଁରେ କେନ୍ଦ୍ରୀୟ ବିଦ୍ୟାଳୟ ନେଇ ସ୍ଥାପନ...

0
ହାଟଡିହି-୩୦/୭: (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀ ଓ ଜିଲ୍ଲା ବିଜେପି ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ଆଜି ଦିଲ୍ଲୀରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତାବିକାଶ...

ଗୀତିକାରଙ୍କ ପିତୃ ବିୟୋଗ

0
ହାଟଡିହି-୨୯/୭: (ଓଡିଆପୁଅ / ବିକାଶ ବିଶ୍ୱାଳ) ଗୀତିକାର ଜୟନ୍ତ କୁମାର ଦାସଙ୍କ ପିତା ସଦାନନ୍ଦ ଦାସଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ...

ଭାଗବତ ଟୁଙ୍ଗିର ପ୍ରତିଷ୍ଠା ଉତ୍ସବ

0
ହାଟଡିହି-୨୯/୭: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଗେଡମା ପଞ୍ଚାୟତ ଜଳସରପୁର ଗ୍ରାମରେ ଥିବା ଭାଗବତ ଟୁଙ୍ଗିର ୭ମବାର୍ଷିକ ପ୍ରତିଷ୍ଠା ଉତ୍ସବ ପବିତ୍ର ବ୍ୟାସପୁର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଯାଇଛି । ସକାଳେ...

କ୍ଷେତୁଆଳି ମାଇନର କେନାଲ ପାଣି ଜମିକୁ ମାଡୁନି, ଚାଷୀ ମହଲରେ ଅସନ୍ତୋଷ

0
ହାଟଡିହି-୨୯/୭: (ଓଡିଆପୁଅ / ବିକାଶ ବିଶ୍ୱାଳ) ବର୍ଷା ନଥିବାରୁ ଚାଷୀମାନେ ପାଣିଟୋପାଏ ପାଇଁ ଚାହିଁ ବସିଥିବାବେଳେ ଜଳସମ୍ପଦ ବିଭାଗ କେନାଲ ମାଧ୍ୟମରେ ପାଣି ଛାଡିଥିଲେବି ପାଣି ଚାଷ ଜମିକୁ ନଯାଇ ନଦୀକୁ ପଳାଉଥିବା...

ବ୍ୟାଙ୍କ ଠକେଇରେ ସଂପୃକ୍ତି ଥିବା ଅଭିଯୋଗରେ ଦୁଇଜଣଙ୍କୁ ଉଠାଇନେଲା ନୟାଗଡ ପୁଲିସ

0
ହାଟଡିହି-୨୯/୭: (ଓଡିଆପୁଅ / ବିକାଶ ବିଶ୍ୱାଳ) ନୟାଗଡ ଜିଲ୍ଲାରେ ଏକ ବ୍ୟାଙ୍କ ଠକେଇ ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ନୟାଗଡ ପୁଲିସ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଡଙ୍କୁରୀ ଗ୍ରାମର ଦୁଇ ଯୁବକଙ୍କୁ...

ସମସ୍ୟା ଘେରରେ ବିଶ୍ୱତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅଧ୍ୟାପକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ

0
ହାଟଡିହି-୨୮ /୭: (ଓଡିଆପୁଅ / ବିକାଶ ବିଶ୍ୱାଳ) ରାଜ୍ୟ ସରକାର ନାରୀ ଶିକ୍ଷାକୁ ଗୁରୁତ୍ୱ ଦେଉଥିବାବେଳେ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ପ୍ରତି ଅଣଦେଖା କରିବାଦ୍ୱାରା ନାରୀଶିକ୍ଷାର କିପରି ଉନ୍ନତି ଘଟିବ ତାହାକୁ...

ତରତରା ଓ କାଠକଟା ସ୍କୁଲ ଶ୍ରେଣୀଗୃହର ଭିତ୍ତିପ୍ରସ୍ଥର ସ୍ଥାପନ କଲେ ବିଧାୟକ

0
ହାଟଡ଼ିହି,୨୮/ ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ବ୍ଲକ ତରତରା ଓ କାଠକଟାର ଦୁଇଟି ସ୍କୁଲର ନୁତନ ଅତିରିକ୍ତ ଶ୍ରେଣୀଗୃହ, ପାଚେରୀ ଓ ଶୌଚାଳୟ ନିର୍ମାଣର ଆଜି ଭିତ୍ତିପ୍ରସ୍ଥର ସ୍ଥାପନ...

ପିତାନାଉ ଓ ଦଲକି ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ନିମନ୍ତେ ଗ୍ରାମସଭା

0
ହାଟଡ଼ିହି,୨୮/ ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲାର ହଦଗଡ ହସ୍ତୀ ଅଭୟାରଣ୍ୟ ଭିତରେ ରହୁଥିବା ଦଲକି ଓ ପିତାନାଉ ଗ୍ରାମକୁ ୨୦୦୬ ଜଂଗଲ ଅଧିକାର ଆଇନ ବଳରେ ରାଜସ୍ୱ...

ରାଣୀଙ୍କୁ ସହାୟତା କଲେ ସମାଜସେବୀ

0
ହାଟଡ଼ିହି,୨୭/ ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବିଭିନ୍ନ ଗଣମାଧ୍ୟମରେ ପାଠପଢ଼ିବାକୁ ମୁଲ ଲାଗୁଛି ରାଣୀ ଖବର ପ୍ରକାଶ ପାଇବାପରେ ରାଣୀଙ୍କୁ ପାଠପଢ଼ାରେ ସହଯୋଗ କରିବାପାଇଁ ବହୁ ବ୍ୟକ୍ତି ବିଶେଷ ଓ...