24.1 C
Bhubaneswar
Friday, March 29, 2024
Home Authors Posts by Bikash Biswal

Bikash Biswal

2215 POSTS 0 COMMENTS

ରାସ୍ତା ନିର୍ମାଣ ଦାବିରେ ଛେନାପଦି ଗ୍ରାମବାସୀଙ୍କ ରାସ୍ତାରୋକ

0
ହାଟଡିହି, ୧୮/୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ରାସ୍ତା ନିର୍ମାଣ ଦାବିରେ ଛେନାପଦି ଗ୍ରାମବାସୀଙ୍କ ପକ୍ଷରୁ ଜଳସେଚନ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ଛେନାପଦି-ହଦଗଡ ରାସ୍ତାକୁ ଅବରୋଧ କରାଯାଇଥିଲା ।...

ହାଟଡିହିରେ ସ୍ୱଚ୍ଛଭାରତ ମିଶନ ଫେଜ-୨ ବୈଠକ

0
ହାଟଡିହି-୧୭/୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛ ଭାରତ ମିଶନ ଫେଜ-୨ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ ସୁଶ୍ରୀ ବିନିତା ବିଜୟିନୀ,...

ଗଣେଶ ଭଷାଣୀକୁ ନେଇ ଦୁଇ ଗ୍ରାମରେ ଉତ୍ତେଜନା, ଶିକ୍ଷକଙ୍କୁ ତାଲା ପକାଇଲେ

0
ହାଟଡିହି-୧୭/୯ :(ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଗୋବିନ୍ଦପୁରା, କୁଣ୍ଡିସାହି ଓ କପୁଣ୍ଡି ଗ୍ରାମରେ ଗଣେଶ ଭଷାଣୀକୁ ନେଇ ଦୁଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି ।...

ମାଟି କାନ୍ଥପଡି ବୃଦ୍ଧାଙ୍କ ମୃତ୍ୟୁ

0
ହାଟଡିହି-୧୭/୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତ ଟିଲଗଡିଆ ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ମାଟିକାନ୍ଥ ଭାଙ୍ଗିପଡିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ...

ପାଣିଘେରରେ ରାଘବପୁର ଗାଁ

0
ହାଟଡିହି-୧୬/୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଲଘୁଚାପ ଜନିତ ବର୍ଷା ଲାଗି ରହିବାଦ୍ୱାରା ହାଟଡିହି ବ୍ଲକର ଆଇତିପୁର ପଞ୍ଚାୟତର ରାଘବପୁର ଗାଁ ଟି ପାଣିଘେରରେ ରହିଯାଇଛି । ଫଳରେ ଗାଁର ଶତାଧିକ...

ଦୀର୍ଘବର୍ଷ ହେଲା ଅବହେଳିତ ହାଟଡିହି କଲେଜ ରାସ୍ତା, ଛାତ୍ରଛାତ୍ରୀ ହିନସ୍ଥା

0
ହାଟଡିହି-୧୬/୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବାଦ୍ୱାରା ହାଟଡିହି କଲେଜ ରାସ୍ତାଟି ସମ୍ପୁର୍ଣ୍ଣ ବୁଡି ଯାଇଛି । ଆନନ୍ଦପୁର-ଭଦ୍ରକ ମୁଖ୍ୟ ରାସ୍ତାରୁ କଲେଜ ଭିତରକୁ...

ମୁଷଳ ଧାରାରେ ବର୍ଷା ଘରେ ପସିଲା ପାଣି

0
ହାଟଡିହି- ୧୫ /୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ତିନିଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଥିଲେବି ଆଜି ଦୁଇଘଣ୍ଟା ଧରି ମୁଷଳ ଧାରାରେ ବର୍ଷା ହେବାଦ୍ୱାରା ଅନେକ ଗାଁରେ ବର୍ଷା...

ମୁଣ୍ଡାସାହି ରାସ୍ତା ବିପର୍ଯ୍ୟସ୍ଥ, ବିଡିଓଙ୍କ ଅନୁଧ୍ୟାନ ପରେ ରାସ୍ତା ନିର୍ମାଣର ଆଶା ଫିଟିଲା

0
ହାଟଡିହି- ୧୫ /୯ (ଓଡିଆପୁଅ / ବିକାଶ ବିଶ୍ୱାଳ)  ହାଟଡିହି ବ୍ଲକ ଡଅଁର ପଞ୍ଚାୟତର ମୁଣ୍ଡା ସାହି ରାସ୍ତାଟି ସମ୍ପୁର୍ଣ୍ଣ ବିପର‌୍ୟ୍ୟସ୍ଥ ହୋଇ ପଡିଛି । ଲୋକମାନେ ଘରୁ ବାହରକୁ ବାହାରି ପାରୁ...

ଧନୁର୍ଜୟପୁର ପଞ୍ଚାୟତର ଉନ୍ନୟନ ମୁଳକ କାର୍ଯ୍ୟ ତଦାରଖ କଲେ ବିଡିଓ

0
ହାଟଡିହି- ୧୫ /୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଆଦିବାସୀ ବହୁଳ ପଞ୍ଚାୟତ ଭାବେ ପରିଗଣିତ ଧନୁର୍ଜୟପୁର ପଞ୍ଚାୟତରେ ଚାଲିଥିବା ଉନ୍ନୟନ ମୁଳକ କାର‌୍ୟ୍ୟର ତଦାରଖ କରିଛନ୍ତି ବିଡିଓ ।...

ଲଗାଣ ବର୍ଷା ଓ ପବନ ଯୋଗୁଁ ହରଡ ଚାଷ ନଷ୍ଟ, ଚିନ୍ତାରେ ଚାଷୀ

0
ହାଟଡିହି- ୧୫ /୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ଲଘୁଚାପ ଜନିତ ଲଗାଣ ବର୍ଷା ଓ ପବନ ଲାଗି ରହିବାଦ୍ୱାରା ହରଡ ଚାଷ ନଷ୍ଟ ହୋଇଯାଇଛି । ଏନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି...

ପୁର୍ବତନ ରାଜସ୍ୱ ନିରୀକ୍ଷକଙ୍କ ପରଲୋକ

0
ହାଟଡିହି- ୧୪ /୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ପୁର୍ବତନ ରାଜସ୍ୱ ନିରୀକ୍ଷକ ଗୋପାଳ ଚନ୍ଦ୍ର ମୁଦୁଲିଙ୍କ ୭୬ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ହାଟଡିହି ତହସିଲ ଅଧିନସ୍ଥ ରମ୍ପାସ ରାଜସ୍ୱ...

ସର୍ପାଘାତରେ ନାବାଳିକାର ମୃତ୍ୟୁ ସନ୍ଦେହ

0
ହାଟଡିହି- ୧୪ /୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଅଧିନସ୍ଥ କଳିଗାଁ ପଞ୍ଚାୟତର ଶାଳକଣିଆଁ ଗାଁ ନିକଟରେ ରହୁଥିବା ଜଣେ ନାଁବାଳିକାର ସର୍ପାଘାତରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ସନ୍ଦେହ...

ପାଣିଘେରରେ ଥିବା ପରିବାରଙ୍କୁ ସହାୟତାର ହାତ ବଢ଼ାଇଲେ ସ୍ୱେଚ୍ଛାସେବୀ

0
ହାଟଡିହି- ୧୪ /୯ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ଷଡଙ୍ଗ ପଞ୍ଚାୟତର ମଙ୍ଗରାଜପୁର ଗାଁରେ ୪ଟି ପରିବାର ପାଣି ଘେରରେ ରହିଥିବାର ଖବରପାଇ ସାହାଯ୍ୟ ସେବା ଟ୍ରଷ୍ଟର ସଦସ୍ୟମାନେ...

ହାଇସ୍କୁଲ ଟପର ଛାତ୍ରଙ୍କୁ ଦୈତାରୀ ଜେନା ଓ ରଙ୍ଗବତୀ ଜେନା ସ୍ମୃତି ପୁରସ୍କାର ପ୍ରଦାନ

0
ହାଟଡିହି- ୧୩ /୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ହାଇସ୍କୁଲରେ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ସଫଳତା ହାସଲ କରିଥିବା ଛାତ୍ର ସାଇ ରୁଦ୍ର ନାରାୟଣ ସାମଲଙ୍କୁ ସ୍କୁଲକୁ ପୋଷ୍ୟ...

ଏସ.ଏସ.ଜି ଗ୍ରୁପ ଠାରୁ ପିଡିଏସ ସାମଗ୍ରୀ ନେବା ଦାବିରେ ମହିଳାଙ୍କ ଧାରଣା

0
ହାଟଡିହି- ୧୩ /୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ଏସଏସଜି ଗ୍ରୁପଠାରୁ ପିଡିଏସ ସାମଗ୍ରୀ ନେବା ଦାବିରେ ଆଜି ଢ଼େଙ୍କା ପଞ୍ଚାୟତର ଶତାଧିକ ମହିଳା ବ୍ଲକ କାର୍ଯ୍ୟାଳୟ ରେ ଧାରଣା ଦେବାସହ ବିଡିଓଙ୍କୁ...

ମିଳିଲାନି ଆବାସ ଯୋଜନା ଘର, ଭଙ୍ଗା କୁଡିଆରେ ବିଧମା ମା ଓ ଭିନ୍ନକ୍ଷମ ପୁଅ

0
ହାଟଡିହି- ୧୨ /୯ ( ଓଡିଆପୁଅ / ବିକାଶ ବିଶ୍ୱାଳ) ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ମାନଙ୍କ ରହିବା ପାଇଁ ବାସଗୃହ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ହାଟଡିହି ବ୍ଲକରେ ପ୍ରଧାନମନ୍ତ୍ରୀ...

ଆଗିରିଆରେ ମା ସୁନାମୁଖୀ ମନ୍ଦିର ପ୍ରତିଷ୍ଠା

0
ହାଟଡିହି-୧୨ / ୯: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସମଣା ପଞ୍ଚାୟତ ଆଗିରିଆ ଗ୍ରାମରେ ମା ସୁନାମୁଖୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିପାଇଁ ଗତକାଲି ଅଙ୍କୁରାରୋପଣ...

ସୋସୋ ଥାନାରେ ନୁତନ ଥାନା ଅଧିକାରୀଙ୍କ ଯୋଗଦାନ

0
ହାଟଡିହି-୧୨/ ୯: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୋସୋ ଥାନାରେ ନୁତନ ଥାନା ଆଇ.ଆଇ.ସି ଭାବେ ଉପେନ୍ଦ୍ରନାଥ ଦାସ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏଠାରେ ଥିବା ଥାନା ଆଇ.ଆଇ.ସି...

ଗଞ୍ଜେଇ ଖାଇବାକୁ ଟଙ୍କା ନଦେବାରୁ ମାକୁ ଛୁରୀରେ ଆକ୍ରମଣ କଲା ପୁଅ

0
  ହାଟଡ଼ିହି- ୧୧/୯ (ଓଡ଼ିଆପୁଅ / ବିକାଶ ବିଶ୍ୱାଳ) ନିଶା ସେବନ ପାଇଁ ମା ଟଙ୍କା ନଦେବାରୁ ପୁଅ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମା କୁ ଗୁରୁତର କରିଥିବା ଅଭିଯୋଗ ହୋଇଛି।...

ହୋଟେଲ ମାଲିକ ଙ୍କ ଦବଙ୍ଗ ଗିରି

0
ହାତଡ଼ିହି-୧୧/୯/ (ଓଡ଼ିଆପୁଅ/ ବିକାଶ ବିଶ୍ୱାଳ) ମାତ୍ର ୫ ଟଙ୍କା ପାଇଁ ହୋଟେଲ ମାଲିକ ଏବଂ ପୁଅ ମିଶି ଜଣେ ଗ୍ରାହକ ଙ୍କୁ ବିଚ ରାସ୍ତା ଉପରେ ଅମାନୁଷିକ ଭାବେ ନିର୍ଦ୍ଧୁମ ପିଟିଲେ ।...