Home କେନ୍ଦୁଝର ଆଗିରିଆରେ ମା ସୁନାମୁଖୀ ମନ୍ଦିର ପ୍ରତିଷ୍ଠା

ଆଗିରିଆରେ ମା ସୁନାମୁଖୀ ମନ୍ଦିର ପ୍ରତିଷ୍ଠା

11

ହାଟଡିହି-୧୨ / ୯: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସମଣା ପଞ୍ଚାୟତ ଆଗିରିଆ ଗ୍ରାମରେ ମା ସୁନାମୁଖୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିପାଇଁ ଗତକାଲି ଅଙ୍କୁରାରୋପଣ କରାଯିବା ସହିତ ଆଜି ସକାଳୁ ବୈତରଣୀ ନଦୀରୁ ଘଟୋତ୍ତାଳନ କରାଯାଇ ଗ୍ରାମ ପରିକ୍ରମା କରାଯିବାପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ପଣ୍ଡିତ ସତ୍ୟନାରାୟଣ ପଣ୍ଡାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ନିରଞ୍ଜନ ବିଶ୍ୱାଳ, ନିରୁପମା ବିଶ୍ୱାଳ କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରିଛନ୍ତି । ଆଗିରିଆ ଗ୍ରାମର ସମସ୍ତ ଗ୍ରାମବାସୀମାନେ ଏହି ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.