Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ଜୁନ୍ ୯ରେ ଅପରାଜିତାଙ୍କ ରାଜନଗର ଗସ୍ତ: ପ୍ରସ୍ତୁତି ବୈଠକ ସଂପର୍ଣ୍ଣ

0
ଭୁବନେଶ୍ବର/କେନ୍ଦ୍ରାପଡ଼ା: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆସନ୍ତା ଜୁନ୍ ୯' ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗସ୍ତରେ ଯିବେ। "ଗୋପବନ୍ଧୁ ଜନସେବା ସଂଘ"ର ପ୍ରଥମ ବାର୍ଷିକ ଉତ୍ସବରେ...

ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ବିଜେପି ନୂତନ ଟିମ୍ ଘୋଷଣା: ୨୦ରେ କାର୍ଯ୍ୟକାରିଣୀ ବୈଠକ

0
ଭୁବନେଶ୍ୱର: ରାଜ୍ୟ ବିଜେପିର ହେବ ନବକଳେବର। ନବନିଯୁକ୍ତ ରାଜ୍ୟ ସଭାପତି ତାଙ୍କ ନୂଆ ଟିମ୍ ଘୋଷଣା କରିବେ। ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ରାଜ୍ୟ ବିଜେପି ଟିମ୍ ଘୋଷଣା। କାରଣ ଆସନ୍ତା ୨୦...

ବେଳା ଭଲ ନାହିଁ: ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲାଗିଲା ଡବଲ୍ ଝଟକା !

0
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲାଗିଛି ଏକସଙ୍ଗେ ଡବଲ୍ ଝଟକା। ଝାରସୁଗୁଡା ଉପ- ନିର୍ବାଚନରେ ବିଜେପି ତରଫରୁ ପାର୍ଥି ହୋଇଥିବା ଟଙ୍କଧର ତ୍ରିପାଠୀ ହେଲେ ମନ୍ତ୍ରୀଙ୍କ ଏକଦମ୍ ଖାସ୍ ଲୋକ। ମନ୍ତ୍ରୀ ଜିଦି...

ମା” ପାଇଁ ଦିନଟିଏ: ବିଶ୍ୱ ମାତୃ ଦିବସର ହାର୍ଦ୍ଦିକ ଅଭିନନ୍ଦନ ..

0
ମା” ପାଇଁ ଦିନଟିଏ .. ମା” ପାଇଁ ଦିନେ ନୁହଁ, ମା” ପାଇଁ ତ’ ପ୍ରତ୍ୟେକ ଦିନ, ପ୍ରତ୍ୟେକ ମୁହୂର୍ତ୍ତ ଉତ୍ସର୍ଗ। ପ୍ରଥମ ଦେଖାରେ ପ୍ରେମ କ’ଣ ହୋଇଥାଏ? ପ୍ରଥମ ଥର ପାଇଁ...

ଦୀପାଳିଙ୍କୁ ଶୁଭେଚ୍ଛା ଜଣାଇ ପୁଣି ଫେରାଇନେଲେ ନୀତିଶ ଗଙ୍ଗଦେବ! ବିଜେଡି ବିଧାୟିକାଙ୍କୁ ବିଜେପି ସାଂସଦ...

0
ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହୋଇଥିବା ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସମ୍ବଲପୁର ବିଜେପି ସାଂସଦ ନିତେଶ ଗଙ୍ଗଦେବ। ତେବେ ଶୁଭେଚ୍ଛା ଜଣାଇ ପୁଣି ସେହି ଶୁଭେଚ୍ଛାକୁ ଫେରାଇ...

ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦ୍ଘାଟନ ପାଇଁ ବିଜେପିର ପ୍ରସ୍ତୁତି ବୈଠକ

0
ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ଓଡ଼ିଶାରେ ଗଡ଼ିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍। ଶ୍ରୀକ୍ଷେତ୍ର ପୁରୀରୁ ହାୱଡା ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍। ଆସନ୍ତା ୧୮ ତାରିଖରେ ପୁରୀଠାରେ ବହୁ ପ୍ରତିକ୍ଷୀତ ଓଡ଼ିଶାର...

ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ବିଜେପି ରାଜ୍ୟ ଟିମ୍ ଘୋଷଣା: ଆଶା ଓ ଆଶଙ୍କାରେ...

0
ଭୁବନେଶ୍ୱର: ରାଜ୍ୟ ବିଜେପିର ହେବ ନବକଳେବର। ନବନିଯୁକ୍ତ ରାଜ୍ୟ ସଭାପତି ତାଙ୍କ ନୂଆ ଟିମ୍ ଘୋଷଣା କରିବେ। ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ରାଜ୍ୟ ବିଜେପି ଟିମ୍ ଘୋଷଣା। ଏହାକୁ ନେଇ ଆଶା...

ଓଡ଼ିଶା ଆସୁଛନ୍ତି ସର- ସଂଘଚାଳକ ମୋହନ ଭାଗୱତ

0
ଭୁବନେଶ୍ୱର/କଟକ: ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ସର- ସଂଘଚାଳକ ଡ. ମୋହନ ଜୀ' ଭାଗୱତ। ଶୁକ୍ରବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଡ. ଭାଗବତ। ଶୁକ୍ରବାର ସେ...

ଷ୍ଟକହୋମ୍ ସିଣ୍ଡ୍ରୋମ୍: ନେତା ମଦାରୀ ତୁମେ ମାଙ୍କଡ଼ – ହଜିଯାଏ ସ୍ୱାଧୀନତା, ଲାଗିଯାଏ ପରାଧୀନତାର...

0
ନିଜର ସ୍ୱାର୍ଥ ସାଧନ ପାଇଁ ଜଣେ ମଦାରୀ ଜଙ୍ଗଲରୁ ଅସହାୟ ଅବସ୍ଥା ଦେଖି କୌଣସି ଏକ ଶିଶୁ ମାଙ୍କଡ଼ଟିଏ ଅଖାରେ ପୁରାଇ ନେଇ ଆଣେ। ମାଙ୍କଡ଼ଟି ଅତ୍ୟନ୍ତ ଦୁର୍ବଳ ହୋଇନଯିବା ପର୍ଯ୍ୟନ୍ତ ତାକୁ...

ଭୟଙ୍କର ଅପଦସ୍ତ ହେଲେ ଧର୍ମେନ୍ଦ୍ର! ଅପରାଜିତାଙ୍କ ଠାରୁ ଶିଖନ୍ତୁ ରାଜନୀତି ..

0
ଭୁବନେଶ୍ୱର: ଭୟଙ୍କର ଅପଦସ୍ତ ହୋଇଗଲେ ଧର୍ମେନ୍ଦ୍ର ପ୍ରଧାନ! କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ନେଇ ସବୁଠି...

ବିଜେଡି ନେତ୍ରୀଙ୍କ ଅପମାନ ଦିଶୁଛି, ନିଜ ଦଳ ନେତ୍ରୀଙ୍କ ଅପମାନ ବେଳକୁ ଆଖି ବୁଝି...

0
ଭୁବନେଶ୍ୱର: ବିଜେଡି ନେତ୍ରୀଙ୍କ ଅପମାନ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୁବ୍ ବାଧୁଛି। ଧର୍ମେନ୍ଦ୍ର ସାଙ୍ଗେ ସାଙ୍ଗେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ଦେଉଛନ୍ତି। କିନ୍ତୁ, ନିଜ ଦଳ ବିଜେପିରେ ନେତ୍ରୀଙ୍କ ଅପମାନ...

କିଏ ସେହି ବାପ – ପୁଅ ଯୋଡ଼ି? ସଙ୍କଟରେ ପଡ଼ିଗଲେ ସଜ୍ଜନ ..

0
ଭୁବନେଶ୍ୱର: ରାଜ୍ୟ ବିଜେପିର ବରିଷ୍ଠ ନେତା ସଜ୍ଜନ ଶର୍ମା ନିକଟରେ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ୍ କରିଥିଲେ। ଯାହାକୁ ନେଇ ସଙ୍କଟରେ ପଡ଼ିଗଲେ ସଜ୍ଜନ। ସ୍ଥିତି ଯେତେ ସମ୍ଭାଳିବାକୁ ଚେଷ୍ଟା...

ସତର୍କ ସୂଚନା: ଆନ୍ଧ୍ରରେ ଅର୍ଥ କାରବାର ମାମଲାରେ ଗିରଫ ହୋଇପାରନ୍ତି ବିଜେପି ନେତା!

0
ଭୁବନେଶ୍ୱର: ଆନ୍ଧ୍ରରେ ଅର୍ଥ କାରବାର ମାମଲାରେ ଗିରଫ ହୋଇପାରନ୍ତି ବିଜେପି ନେତା! ଏପରି ସତର୍କବାଣୀ କରିଛି ବିଜେଡି। ସମସ୍ତେ ଜାଣନ୍ତି, ଜୀବନରେ ୱାଡମେମ୍ବର ନିର୍ବାଚନରେ ବି ଜିତି ପାରିନଥିବା ଓଡ଼ିଶା ବିଜେପିର କୁହାଳିଆ...

୯’ରେ ଦେଶବ୍ୟାପୀ ସାମୂହିକ ହନୁମାନ ଚାଳିଶା ପାଠ କରିବ ବଜରଙ୍ଗ ଦଳ

0
ନୂଆଦିଲ୍ଲୀ: ଆସନ୍ତା ମଇ ୯' ତାରିଖ ମଙ୍ଗଳବାର ଦିନ ଦେଶବ୍ୟାପୀ ସାମୂହିକ ହନୁମାନ ଚାଲିଶା ପାଠ କରିବ ବଜରଙ୍ଗ ଦଳ। ବିଶ୍ୱ ହିନ୍ଦୁ ପରିଷଦ ଅନ୍ତରାଷ୍ଟ୍ରୀୟ ମହାସଚିବ ଶ୍ରୀ ମିଳିନ୍ଦ ପରାଣ୍ଡେ ଏହା...

ବିଶେଷ ସୂଚନା: ବଦଳି ଯାଇଛନ୍ତି ବିଜେପି ରାଜ୍ୟ ସଭାପତି!

0
ଭୁବନେଶ୍ୱର: ବଦଳି ସାରିଛନ୍ତି ବିଜେପି ରାଜ୍ୟ ସଭାପତି। ସମୀର ମହାନ୍ତିଙ୍କୁ ଅପସାରିତ କରି ମନମୋହନ ସାମଲ ହୋଇଛନ୍ତି ନବନିଯୁକ୍ତ ରାଜ୍ୟ ସଭାପତି। ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ନବନିଯୁକ୍ତ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ...

ସିଏମଙ୍କ ସଂସଦୀୟ କ୍ଷେତ୍ରରେ ପାକିସ୍ତାନ ପତାକା! ସାଙ୍ଘାତିକ ..

0
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଆସିକା ସହର ସୁନାମ୍ବ ସାହି ନିକଟସ୍ଥ ଜାମିୟା ମସଜିଦରେ ପାକିସ୍ତାନ ପତାକା ଉଡ଼ିବା ଘଟଣାକୁ ନେଇ ତୀବ୍ର ପ୍ରରିକ୍ରିୟା ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳରେ ଏହାକୁ ଦୃଢ଼ ନିନ୍ଦା...

ମଇ ୧୨ ରୁ ଜୁନ୍ ୧୦ ସଂଘ ପ୍ରଶିକ୍ଷଣ ବର୍ଗ ..

0
ଭୁବନେଶ୍ୱର/କଟକ: ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ (ଆରଏସ୍ଏସ୍) ଦୃଷ୍ଟିକୋଣରେ ସଂଘ ଶିକ୍ଷା ବର୍ଗ ସଂଘର ସ୍ବୟଂ ସେବକ ମାନଙ୍କ ନିମନ୍ତେ ସାଧନାର କ୍ଷେତ୍ର ଅଟେ। କାର୍ଯ୍ୟକର୍ତ୍ତା ନିର୍ମାଣ ନିମନ୍ତେ ସଂଘ ଶିକ୍ଷା ବର୍ଗର...

ମଇ ୫ ରୁ ୧୨ ବଜରଙ୍ଗ ଦଳ ପ୍ରାନ୍ତ ଶୌର୍ଯ୍ୟ ପ୍ରଶିକ୍ଷଣ ବର୍ଗ

0
ଭୁବନେଶ୍ୱର/କଟକ: ଆସନ୍ତା ମାସ ମଇ ୫ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ କଟକ, ଜଗତପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବଜରଙ୍ଗ ଦଳ ପୂର୍ବ ପ୍ରାନ୍ତ ଶୌର୍ଯ୍ୟ ପ୍ରଶିକ୍ଷଣ ବର୍ଗ...

ଜାତୀୟ ପଞ୍ଚାୟତ ପୁରସ୍କାର ବିଜେତାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

0
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାତୀୟ ପଞ୍ଚାୟତ ପୁରସ୍କାର ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଦେଶର ଗାଁଗୁଡିକର ବିକାଶରେ...

ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଆତ୍ମଘାତୀ ସମର୍ଥକ: ଏକ କାହାଣୀ ..

0
ଭୁବନେଶ୍ୱର: ଏକଦା ଜଣେ ଖୋସାମତି ବା ଚାଟୁକାରୀ ପ୍ରିୟ ରାଜା ଥିଲେ। କେବଳ ଖୋସାମତି ବା ଚାଟୁକାରୀ କରି ଦଳେ ଚାଟୁକାର ରାଜାଙ୍କ ଚାରି ପାଖରେ ଘେରି ରହିଥିଲେ। ରାଜାଙ୍କ ପାଖ ଲୋକ...