Biswaranjan Acharya
ସହୀଦ୍ ରଘୁ-ଦିବାକର ମଣ୍ଡପରେ ବନ୍ଦେ ଉତ୍କଳ ଜନନୀ ଗାନ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୫-ରାଜ୍ୟ ସରକାରଙ୍କ ଡାକରା କରୋନା ମୁକାବିଲା ପାଇଁ ସମୁହ ବନ୍ଦେ ଉତ୍କଳ ଜନନୀ... ଗାନ ମେ ୩୦ ତାରିଖ ଅପରାହ୍ନ ୫.୩୦ମିନିଟ୍ ସମୟରେ ରଣପୁର ପଂଚୁଦୋଳ ପଡିଆ ସହୀଦ୍ ରଘୁ-ଦିବାକର...
ରଣପୁରରେ ଦେଶୀ ବନ୍ଧୁକ କାରଖାନା ଉପରେ ଚଢାଉ ମାଲିକ କୋର୍ଟ ଚାଲାଣ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୯/୫-ନୟାଗଡ ଜିଲ୍ଲା ରଣପୁର ସାମୁକା ସାହିର ଏକ ଦେଶୀ ବନ୍ଧୁକ କାରଖାନା ଉପରେ ରଣପୁର ପୋଲିସ୍ ର ଏକ ଚଢାଉ ହୋଇଥିବା ଜଣାପଡିଛି । ସାମୁକା ସାହିରେ ଦୀର୍ଘ ବର୍ଷ...
୩ବର୍ଷ ହେଲା ପାନୀୟ ଜଳ ପ୍ରକଳ୍ପ କାମ କରୁନି-ନଳକୂପ ଅଚଳ ଖୋଲା କୂପରୁ ପାଣି...
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୫-ସରକାର ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଅନେକ ଯାଗାରେ ଲୋକମାନେ ଶୁଦ୍ଧ ପାନୀୟ ଜଳ ଟୋପାଏ ପାଇବାରୁ ବଂଚିତ ହେଉଛନ୍ତି । ସେହିଭଳି...
ଦର୍ପନାରାୟଣପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ନଥିବାରୁ ରୋଗୀ ହନ୍ତସନ୍ତ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୫-ଅନେକ ଯାଗାରେ ୧୦୮ ଅମ୍ବୁଲାନ୍ସ ହେବାପରେ ଡାକ୍ତରଖାନାରେ ଥିବା ପୁରୁଣା ଆମ୍ବୁଲାନ୍ସ ଗୁଡିକ ପଡି ପଡି ଖତ ହେଉଛି । କିନ୍ତୁ ଏହିଭଳି କେତେକ ପୁରୁଣା ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ଯେଉଁଥିରେ...
୧୦ଫୁଟ ଲମ୍ବର କିଙ୍ଗ୍କୋବ୍ରା ଉଦ୍ଧାର
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୫-ନୟାଗଡ ଜିଲ୍ଲା ରଣପୁର ଜଙ୍ଗଲ ଓ ଆଖପାଖ ଗ୍ରାମାଚଂଳରେ ଦିନକୁ ଦିନ ଅହିରାଜ ସର୍ପଙ୍କର ସଂଖ୍ୟା ବଢିବାରେ ଲାଗିଛି । ଯାହା ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।...
ହତ୍ୟା ଅଭିଯୁକ୍ତଙ୍କ ମୃତଦେହ ଉଦ୍ଧାର ହତ୍ୟା ନେଇ ଅଭିଯୋଗ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୬/୦୫-ରଣପୁର ଥାନା ମହତପଲ୍ଲା ଗ୍ରାମ ପଂଚାୟତ ବିରୁଡା ଗ୍ରାମ ନିିକଟରୁ ମେ ୨୬ ତାରିଖ ମଧ୍ୟାହ୍ନରେ ସନ୍ଦେହ ଜନକ ଅବସ୍ଥାରେ ଜଣେ ହତ୍ୟା ଅଭିଯୁକ୍ତଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା...
ସାଇକେଲ୍ ଯୋଗେ ମୁମ୍ବାଇରୁ ରଣପୁର ଫେରିଲେ ୩ ପ୍ରବାସୀ ଓଡିଆ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୫/୦୫-ଏବେବି ପ୍ରବାସୀ ଓଡିଆଙ୍କ ଦୁଃଖ ସରୁନି । ସରକାର ପ୍ରବାସୀ ଓଡିଆ ମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ଟ୍ରେନ, ବସ୍ ଆଦି ବିଭିନ୍ନ ସୁବିଧା କରିଥିଲେ ମଧ୍ୟ କେତେକ...
ମନ୍ଦିରରେ ପ୍ରଶାସନିକ କଟକଣାକୁ ବେଖାତିର୍
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୨/୦୫-ସାରା ରାଜ୍ୟରେ କରୋନାର ମୁକାବିଲା ପାଇଁ କୋଭିଡ୍-୧୯ ଲକ୍ଡାଉନ୍ ରେ ମନ୍ଦିର ମାନଙ୍କରେ କଟକଣା ଲାଗିଛି । କେବଳ ମନ୍ଦିର ପୂଜକ ମନ୍ଦିର ଭିତରକୁ ଯାଇ ପୂଜା କରି ପାରିବ...
ଚାନ୍ଦପୁର ପୋଲିସ୍ ଦ୍ୱାରା ଆନ୍ତଃଜିଲ୍ଲା ଲୁଟେରା କୋର୍ଟ ଚାଲାଣ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୨/୦୫-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଦେଇ ଭୁବନେଶ୍ୱର ବ୍ରହ୍ମପୁର ୧୬ନଂ ଜାତୀୟ ରାଜପଥ ଯାଇଅଛି । ଏହି ଜାତୀୟ ରାଜପଥରେ ପୋଲିସ୍ ର ପେଟ୍ରୋଲିଙ୍ଗ ବ୍ୟବସ୍ଥା କମ୍ ଥିବାରୁ ପ୍ରାୟତଃ...
ରଣପୁର ରଥ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଠାରୁ ସବୁଜ ସଙ୍କେତ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୫-ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରକୁ ରଣପୁର ବାସୀ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବି କରି ଆସୁଥିଲା ବେଳେ କୋଭିଡ୍-୧୯ ଲକ୍ଡାଉନ୍ ଯୋଗୁଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ...
ଗଭୀର କୂପରୁ ଉଦ୍ଧାର ଯୁବତୀଙ୍କୁ ଡାକ୍ତରଙ୍କ ମୃତ୍ୟୁ ଘୋଷଣା
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୫-ନୟାଗଡ ଜିଲ୍ଲା ରଣପୁର ଥାନା ଲେଖନପୁର ନୁଆ ସାହିର ପ୍ରଫୁଲ୍ଲ ବେହେରାଙ୍କ କନ୍ୟା ଭାରତୀ ବେହେରା(୧୭) ସକାଳୁ ସକାଳୁ ବାଡିପଟ ଖୋଲା କୂପକୁ ପାଣି ଆଣିବା ପାଇଁ ଯାଇଥିଲେ ।...
ରଣପୁର ଥାନା ପୋଲିସ୍ ଦ୍ୱାରା ଟାଙ୍ଗୀ ଥାନା ପୋଲିସ୍ ଉଦ୍ଧାର
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୦/୦୫-ନୟାଗଡ ଜିଲ୍ଲା ରଣପୁର ଥାନା ପାମ୍ପଡା ଗ୍ରାମରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପୋଲିସ୍ ଏକ ମାମଲାରେ ତଦନ୍ତ ପାଇଁ ଆସିଥିବା ବେଳେ ପାମ୍ପଡା ଗ୍ରାମର କିଛି ଲୋକ ଅଟକ...
ଜିଲ୍ଲାପାଳଙ୍କ କୋର୍ଟରେ ରଣପୁର ରଥ ନିର୍ମାଣ କାର୍ଯ୍ୟ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୦/୦୫-ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିର ୧୩୬୩ ସାଲରେ ରାଜା ଉଧବ ନରେନ୍ଦ୍ରଙ୍କ ଦ୍ୱାରା ନିର୍ମାଣ ହୋଇଥିଲା । ୧୫୦୦ସାଲ ଠାରୁ ରଣପୁର ରାଜା ପଦ୍ମନାଭ ନରେନ୍ଦ୍ରଙ୍କ ଦ୍ୱାରା ରଣପୁର...
ରଣପୁର ପୋଲିସ୍ ଦ୍ୱାରା ଡକାୟତି ଗ୍ୟାଙ୍ଗ ମୁଖ୍ୟ ପପୁ ରାଉଳ ଗିରଫ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୦୫-ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳରେ ଡକାୟତ ଦଳକୁ ଧରିବା ପାଇଁ ପୋଲିସ୍ ସଫଳ ହୋଇଥିଲା ବେଳେ ଗତ ଜାନୁୟାରୀ ୨୯ ତାରିଖ ଦିନ ରଣପୁର ଉପର ସାହି ସତ୍ୟନାରାୟଣ...
ବ୍ରଜରାଜପୁର ସରପଂଚଙ୍କ ଦ୍ୱାରା ୨ଟି ରାଜସ୍ୱ ଗ୍ରାମ ସଟ୍ଡାଉନ୍ ଘୋଷଣା
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୦୫-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ସରପଂଚଙ୍କ ଦ୍ୱାରା ସଟ୍ଡାଉନ୍ ଘୋଷଣା ଜିଲ୍ଲାରେ ଏହା ପ୍ରଥମ ଘଟଣା । ରଣପୁର ବ୍ଲକ୍ କୁ ଲାଗି ରହିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍...
ଲକ୍ଡାଉନ୍ ପରେ ପ୍ରଦୁଷଣ ମୁକ୍ତ ପାଇଁ କୁକୁଡା ଫାର୍ମ ମାଲିକଙ୍କ ପଦକ୍ଷେପ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୦୫-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଜଙ୍କିଆ ଗ୍ରାମ ପଂଚାୟତରେ ସରକାରୀ ପ୍ରୋତ୍ସାହନରେ ଏକ ଲେୟାର କୁକୁଡା ଫାର୍ମ ଆରମ୍ଭ ହୋଇଅଛି । ଏହି କୁକୁଡା ଫାର୍ମରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯୋଗୁଁ...
ପ୍ରେସ୍ କ୍ଲବ୍ ତରଫରୁ ୧୬ ନଂ ଜାତୀୟ ରାଜପଥରେ ପ୍ରବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୦୫-ଲକ୍ଡାଉନ୍ ଯୋଗୁଁ ପ୍ରବାସୀମାନେ ଯାତାୟତ ସମୟରେ ଖାଦ୍ୟ ପାଇଁ ଅନେକ ଅସୁବିଧା ଭୋଗ କରୁଛନ୍ତି । ବିଶେଷତଃ ଜାତୀୟ ରାଜପଥରେ ଟ୍ରକ୍ ଉପରେ ଓ ଖୋଲା ଗାଡିରେ ଯାଉଥିବା ପ୍ରବାସୀମାନେ...
ଗତ ମହାବାତ୍ୟାରେ କାନ୍ଥ ଭାଙ୍ଗିଲା-ହୁଡୁ ହୁଡୁ ରେ ଛପର ଉଡେଇ ନେଲା ହେଲେ ଏଯାଏଁ...
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୦୫-ଗତ ମସିହାର ମହାବାତ୍ୟା ଭୟାବହତା ଓ ହୁଡୁହୁଡୁ ର ଦୁଃଖ ମନରୁ ଲିଭି ନଥିବା ବେଳେ ଏବେ ବାତ୍ୟା ଅମ୍ଫାନ ଆସିବା ଶୁଣି ଭୟଭୀତ ହୋଇ ପଡିଛନ୍ତି ରଣପୁର ବ୍ଲକ୍...
ଆମକୁ ଫେରାଇ ନିଅ- ଫସିଥିବା ପ୍ରବାସୀ ଓଡିଆ ଯୁବକଙ୍କୁ ଫେରାଇ ଆଣିବାକୁ ନିବେଦନ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୦୫-ଲକ୍ଡାଉନ୍ ଯୋଗୁଁ ଅନେକ ପ୍ରବାସୀ ଓଡିଆ ଯୁବକ ଷ୍ଟେସନ୍ ରେ, ରାସ୍ତାରେ ଓ ବିଭିନ୍ନ ମାର୍କେଟ୍ ରେ ଫସି ରହିଥିବା ଖବର ମିଳୁଛି । ସେମାନେ ଖାଇବାକୁ ନ ପାଇ...
୪ ଗିରଫ ୫୦ ଲିଟର ହାତ ରନ୍ଧା ଦେଶୀ ମଦ, ୨୫ ହଜାର ଟଙ୍କା...
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୫/୦୫-ରଣପୁର ଅଂଚଳରେ ଲକ୍ଡାଉନ୍ ଯୋଗୁଁ ସମସ୍ତ ସରକାରୀ ବିଦେଶୀ, ଦେଶୀ ମଦ ଦୋକାନ ବନ୍ଦ ଥିଲା ବେଳେ ଚୋରା ଦେଶୀ ହାତରନ୍ଧା ମଦ ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି ।...





