Home ଓଡ଼ିଶା ଚାନ୍ଦପୁର ପୋଲିସ୍ ଦ୍ୱାରା ଆନ୍ତଃଜିଲ୍ଲା ଲୁଟେରା କୋର୍ଟ ଚାଲାଣ

ଚାନ୍ଦପୁର ପୋଲିସ୍ ଦ୍ୱାରା ଆନ୍ତଃଜିଲ୍ଲା ଲୁଟେରା କୋର୍ଟ ଚାଲାଣ

130

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୨/୦୫-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଦେଇ ଭୁବନେଶ୍ୱର ବ୍ରହ୍ମପୁର ୧୬ନଂ ଜାତୀୟ ରାଜପଥ ଯାଇଅଛି । ଏହି ଜାତୀୟ ରାଜପଥରେ ପୋଲିସ୍ ର ପେଟ୍ରୋଲିଙ୍ଗ ବ୍ୟବସ୍ଥା କମ୍ ଥିବାରୁ ପ୍ରାୟତଃ ଲୁଟେରା ମାନେ ଲୁଟ୍ ତରାଜ କରିଥାନ୍ତି । ଲୁଟେରା ମାନଙ୍କ ସ୍ପିଡ୍ ବାଇକ୍ କୁ ପୋଲିସ୍ ଅଟକାଇବାକୁ ସକ୍ଷମ ହୋଇ ପାରିନଥାଏ । ବିରାଡି କପାଳକୁ ସିକା ଛିଡିଲା ଭଳି ଜଣେ ଯୁବକ ଖୁବ୍ ଜୋର ରେ ପଳାଇ ଯିବା ସମୟରେ ଡିସ୍‌ବ୍ରେକ ମାରି ତଳେ ପଡିଯାଇଥିଲା । ଲୋକମାନେ ଯୁବକକୁ ଉଦ୍ଧାର କରିବା ସମୟରେ ଠିକଣା ପଚାରିବାରୁ ଯୁବକ କଥାରେ ତାଳ ମେଳ ରହିନଥିଲା । ତେଣୁ ଲୋକମାନେ ଚାନ୍ଦପୁର ପୋଲିସ୍ କୁ ଡାକି ଯୁବକକୁ ଜିମା ଦେଇଥିଲେ । ଚାନ୍ଦପୁର ଥାନା ଇନିସ୍‌ପେକ୍ଟର ଧନେଶ୍ୱର ନାହାକ ଯୁବକକୁ ପଚରା ଉଚୁରା ପରେ ଜାଣିବାକୁ ପାଇଲେ ଯେ ଯୁବକ ଗୋବିନ୍ଦ ଜେନା ହେଉଛି ଜଙ୍କିଆ ଥାନା ମୁକ୍ତାପୁର ଗ୍ରାମର ।

ତା ନାମରେ ଜଙ୍କିଆ ଥାନାରେ ୪ଗୋଟି ଡକାୟତି ମାମଲା ରହିଛି । ପିପିଲି ଥାନାରେ ଗୋଟିଏ ମାମାଲା ରହିଛି । ଯୁବକ ଧରିଥିବା ନମ୍ବର ବିହୀନ ୟ୍ୟାମାହା ମୋଟର ସାଇକେଲ୍ ଟି  ପିପିଲି ଥାନା ଅଂଚଳର ଏକ ଚୋରି ଗାଡି । ତେଣୁ ଯୁବକ ଗୋବିନ୍ଦ ଜେନାଙ୍କୁ ଚାନ୍ଦପୁର ପୋଲିସ୍‌

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.