Biswaranjan Acharya
୬୦ଜଣ ପ୍ରବାସୀ ଓଡିଆଙ୍କ ଘର ବାହୁଡା ସମ୍ବର୍ଦ୍ଧନା
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୦୬-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ବ୍ରଜରାଜପୁର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ରୁ ୬୦ ଜଣ ପ୍ରବାସୀ ଓଡିଆଙ୍କ ଘର ବାହୁଡା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ରଣପୁର...
ସଙ୍ଗରୋଧ କେନ୍ଦ୍ରରୁ ଯୁବକକୁ ଉଠାଇନେଲା ବନବିଭାଗ-ବାଘ ଶିକାର ଲିଙ୍କ ନେଇ ସନ୍ଦେହ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୦୬-ରଣପୁର ବ୍ଲକ୍ ବାଉଁଶଗଡ ସଙ୍ଗରୋଧ କେନ୍ଦ୍ର ରୁ ଜୁନ୍ ୧୬ ତାରିଖ ସକାଳ ୬ ଘଟିକା ୩୦ ମିନିଟ ସମୟରେ ଜଣେ ଯୁବକକୁ ରଣପୁର ବନବିଭାଗ ଉଠାଇ ନେଇଥିବା ଜଣା...
ବାଘଛାଲ ବିକ୍ରି କରୁଥିବା ବେପାରୀ ନିଜେ ଶିକାରୀ କି ?
ନୟାଗଡ୧୫/୦୬-(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/ନୟାଗଡ ଜିଲ୍ଲା ରଣପୁର ବନାଂଚଳରେ ବାଘ ଶିକାରକୁ ନେଇ କିଛି ଦିନ ହେଲା ଚର୍ଚ୍ଚା ଚାଲିଥିଲା କ୍ରାଇମ୍ବ୍ରାଂଚ ର ସ୍ପେସାଲ ଟାକ୍ସ ଫୋର୍ସ ଚାନ୍ଦପୁର ଥାନା ବନ୍ଧମୁଣ୍ଡା ଗ୍ରାମର ଲକ୍ଷ୍ମୀଧର...
ଲୁଟ୍ ଅଭିଯୋଗରେ ଚାନ୍ଦପୁର ପୋଲିସ୍ ଦ୍ୱାରା ୩ ଯୁବକ କୋର୍ଟ ଚାଲାଣ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୫/୦୬-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପୋଲିସ୍ ଡକାୟତି ଅଭିଯୋଗରେ ୩ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ସେମାନଙ୍କଠାରୁ ନଗଦ ୧୨ଶହ ଟଙ୍କା, ୨ଟି ଭୁଜାଲି, ଗୋଟିଏ...
ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୦୬-ନୟାଗଡ ଜିଲ୍ଲା ରଣପୁର ଏନ୍.ଏ.ସି ର ପଂଚୁଦୋଳ ପଡିଆରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ବିପଦ ଶଙ୍କୁଳ ଅବସ୍ଥାରେ ରହିଅଛି । ଗତ ଫନି ବାତ୍ୟାଠାରୁ ଏହି ଖୁଣ୍ଟ ଅର୍ଦ୍ଧ...
କ୍ୱାରେଣ୍ଟାଇନ କେନ୍ଦ୍ରରୁ ଯୁବକ ନିଖୋଜ ଥାନାରେ ଅଭିଯୋଗ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୦୬-କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସଙ୍ଗରୋଧ କେନ୍ଦ୍ରମାନ ଖୋଲିଛନ୍ତି । ପ୍ରତି ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ମାନଙ୍କୁ ସୁବିଧାରେ ରଖିବା ପାଇଁ ପଂଚାୟତିରାଜ କର୍ମୀମାନେ କରୋନା ସଂକ୍ରମଣକୁ ଖାତିର...
ରଣପୁର ରେ କିପରି ରଥଟଣା ହେବ ସନ୍ଦେହ ଘେରରେ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୦୬-ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରକୁ ନେଇ ରଣପୁରବାସୀ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବି କରି ଆସୁଛନ୍ତି । ରଥ ନିର୍ମାଣ କାର୍ଯ୍ୟ ତୃତୀୟ ପର୍ଯ୍ୟାୟରେ ପହଁଚିଥିବା ତିନି ରଥର...
ରଣପୁର ବନାଂଚଳରୁ ବାଘଛାଲ ଓ ହାଡ ଜବତ ଜଣେ ଗିରଫ
ରଣପୁର(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୦୬-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଜାମ୍ମୁଗଣ୍ଡ ଗ୍ରାମରୁ କ୍ରାଇମ୍ବ୍ରାଂଚ ସ୍ପେସାଲ ଟାକ୍ସ ଫୋର୍ସ ଦ୍ୱାରା ୨ଟି ବାଘ ଛାଲ ଓ ୩୦ ଖଣ୍ଡ ବାଘ ହାଡ ଜବତ ହୋଇଥିବା ଜଣା...
ରଣପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଁଚିଲା
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୦୬-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଁଚିଛି । ଯାହା ଫଳରେ ପ୍ରଶାସନର ଚିନ୍ତା ବଢିଯାଇଛି । ପୁର୍ବରୁ ରଣପୁର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...
ରଣପୁର କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନିତ କଲା ଉତ୍କଳିୟମ୍ ଫାଉଣ୍ଡେସନ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)୧୧/୬/ ଓଡିଶାର ଉତ୍କଳିୟମ୍ ଫାଉଣ୍ଡେସନ ବିଭିନ୍ନ କାର୍ଯ୍ୟରେ କାର୍ଯ୍ୟ କରୁଥିବା ପ୍ରତିଭା ମାନଙ୍କୁ ଖୋଜି ଖୋଜି ସମ୍ମାନିତ କରିଥାଏ । ସେହିଭଳି ଭାବେ ନୟାଗଡ ଜିଲ୍ଲା ରଣପୁରରେ କୋଭିଡ୍ ଯୋଦ୍ଧା...
ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)୧୦/୦୬-ସାରା ଓଡିଶାରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବି କରି ଆସୁଥିବା ରଣପୁର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକ ରଣପୁର ଦେବୋତ୍ତର । ଅଧିକାରୀ...
ଭୁତ ଭୟରେ ଗ୍ରାମ ଛାଡିବା ଘଟଣା- ଡାକ୍ତର କୁହନ୍ତି ଭୁତଭୟ ନୁହେଁ ଲିଭର ସିରୋସିସ୍...
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୦୬-ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅନ୍ତର୍ଗତ ଦର୍ପନାରାୟଣପୁର ଗ୍ରାମ ପଂଚାୟତ ଗୁଣ୍ଡୁରାବାଡି ଗ୍ରାମବାସୀ ପ୍ରେତାତ୍ମା ଭୟରେ ଗ୍ରାମ ଛାଡିବା ଘଟଣା ଭିନ୍ନ ମୋଡ ନେଇଅଛି । ଗ୍ରାମର ବିବାହିତ ପୁରୁଷମାନେ...
ଛାତ ଉପରୁ ନିଶାଡି ପାଗଳ ଯୁବକ ଉଦ୍ଧାର
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୦୬-ଅନେକ ସମୟରେ ନିଶାଡି ଯୁବକମାନେ ନିଶା ଦ୍ରବ୍ୟ ନ ପାଇ ପାଗଳ ଭଳି ଉନ୍ମତ କାଣ୍ଡ କରିଥାନ୍ତି । ସବୁଠୁ ଅଲଗା କଥା ହେଉଛି ନିଶାଡି ପ୍ରେମ ପାଗଳ ।...
ପୂଜା ପାଇଲେ ପଟି ଦିଅଁ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୬- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବି କରି ଆସୁଥିବା ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରରେ ପୂଜା ପାଇଲେ ପଟିଦିଅଁ । ୩ ଠାକୁରଙ୍କୁ ସ୍ନାନ ଯାତ୍ରା ପରେ ଜ୍ୱର...
ଦ୍ୱିତୀୟ ଶ୍ରୀକ୍ଷେତ୍ର ବିନା ଭକ୍ତରେ ରତ୍ନ ବେଦୀରୁ ସ୍ନାନ ମଣ୍ଡପରେ ୩ ଠାକୁର
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୬-ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବି କରି ଆସୁଥିବା ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରରେ ରାଜା ରାଜୁଡା ଅମଳରୁ ଦ୍ୱାଦଶ ଯାତ୍ରା ମଧ୍ୟରୁ ପ୍ରଥମ ସ୍ନାନ ଯାତ୍ରା ବିନା...
ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ଉଦ୍ଘାଟିତ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-୦୩/୦୬-ନୟାଗଡ ଜିଲ୍ଲା ଚାନ୍ଦପୁରଠାରେ ଥିବା ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟନିବାସ ୧୦ବର୍ଷ ପୂର୍ବେ ଏକ ସାଧାରଣ ଚିକିତ୍ସାଳୟ ଭାବେ କାର୍ଯ୍ୟକରି ଆସୁଥିଲା । ଚଳିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ...
ରଣପୁରରେ ଦେବସ୍ନାନ ପୂର୍ଣ୍ଣିମା କୁ ସବୁଜ ସଂକେତ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ୟ୍ୟ)/୧/୬-ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ଦାବି କରି ଆସୁଥିବା ରଣପୁର ବାସୀଙ୍କ ପାଇଁ ଖୁସିର ଖବର । ମନ୍ଦିର ପ୍ରଶାସନ ତରଫରୁ ଦେବସ୍ନାନ ପୂର୍ଣ୍ଣିମା ହେବା ପାଇଁ ସବୁଜ ସଂକେତ...
ରଣପୁର ସିଟୁ ତରଫରୁ ବ୍ଲକ୍ ଆଗରେ ବିକ୍ଷୋଭ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୧/୦୬-ନୟାଗଡ ଜିଲ୍ଲା ରଣପୁର ବ୍ଲକ ସିଟୁ ତରଫରୁ ଶ୍ରମିକ ମାନଙ୍କର ୫ଦଫା ଦାବି ନେଇ ବ୍ଲକ୍ ଆଗରେ ବିକ୍ଷୋଭ କରାଯାଇଥିବା ଜଣାପଡିଛି । ଏଥିରେ ସୁରେଶ ସ୍ୱାଇଁ ନେତୃତ୍ୱ ନେଇଥିଲେ...
ରଣପୁରରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧/୬-ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବି କରି ଆସୁଥିବା ରଣପୁର ବାସୀଙ୍କ ମନରେ ଆଜିଠୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଯୋଗୁଁ ଆନନ୍ଦ ଉଲ୍ଲାସ ଦେଖାଦେଇଛି । ରଣପୁରରେ ରଥ...
ପୁର୍ବ ଶତୃତା ଓ ଗାଈ ଫୁଲଗଛ ଖାଇବାକୁ ନେଇ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୧/୦୫-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ମୟୁରଝାଲିଆ ପାଟଣା ସାହିରେ ପୁର୍ବ ଶତୃତା ଓ ଗାଈ ଫୁଲଗଛ ଖାଇବାକୁ ନେଇ ଦୁଇଟି ପରିବାର ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିବା...





