Home ଓଡ଼ିଶା ପୂଜା ପାଇଲେ ପଟି ଦିଅଁ

ପୂଜା ପାଇଲେ ପଟି ଦିଅଁ

117


ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୬- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବି କରି ଆସୁଥିବା ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରରେ ପୂଜା ପାଇଲେ ପଟିଦିଅଁ । ୩ ଠାକୁରଙ୍କୁ ସ୍ନାନ ଯାତ୍ରା ପରେ ଜ୍ୱର ହେବାରୁ ଅନବସର ଗୃହରେ ରହିଛନ୍ତି । ତେଣୁ ତାଙ୍କ ସ୍ଥାନରେ ଏହି ପଟିଦିଅଁ ପୂଜା ପାଉଛନ୍ତି । ଶ୍ରୀକ୍ଷେତ୍ର ଭଳି ରଣପୁର ରେ ବାର ମାସରେ ତେର ଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରତିବର୍ଷ ଚିତ୍ରକର ପରିବାର ଏହି ପଟିଦିଅଁ ବିଧି ବିଧାନରେ ନିଷ୍ଠାର ସହ ଆଙ୍କି ମନ୍ଦିରକୁ ଦେଇଥାନ୍ତି । ଚଳିତ ବର୍ଷ ସେହିଭଳି ଭାବରେ ସତ୍ୟ ଚିତ୍ରକର ଏହି ପଟିଦିଅଁ ଆଙ୍କିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.