Home ଓଡ଼ିଶା ରଣପୁର ସିଟୁ ତରଫରୁ ବ୍ଲକ୍ ଆଗରେ ବିକ୍ଷୋଭ

ରଣପୁର ସିଟୁ ତରଫରୁ ବ୍ଲକ୍ ଆଗରେ ବିକ୍ଷୋଭ

61

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୧/୦୬-ନୟାଗଡ ଜିଲ୍ଲା ରଣପୁର ବ୍ଲକ ସିଟୁ ତରଫରୁ ଶ୍ରମିକ ମାନଙ୍କର ୫ଦଫା ଦାବି ନେଇ ବ୍ଲକ୍ ଆଗରେ ବିକ୍ଷୋଭ କରାଯାଇଥିବା ଜଣାପଡିଛି । ଏଥିରେ ସୁରେଶ ସ୍ୱାଇଁ ନେତୃତ୍ୱ ନେଇଥିଲେ । ରଣପୁର ମୋଟର କର୍ମଚାରୀ ମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.