Home Authors Posts by Biswaranjan Acharya

Biswaranjan Acharya

1265 POSTS 0 COMMENTS

ରଣପୁର ବ୍ଲକ ରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

0
ନୟାଗଡ/୦୨/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ର ଭୀମ ଭୋଇ ସାମର୍ଥ୍ୟ ଶିବିର ମାର୍ଚ୍ଚ ୨ ତାରିଖ ରଣପୁର ବଜେନ୍ଦ୍ର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ...

ରଣପୁର ବ୍ଲକ ରେ ବିଧାୟକଙ୍କ ଦ୍ୱାରା କୃଷିରଥ ର ଶୁଭ ଉଦ୍‌ଘାଟନ

0
ନୟାଗଡ/୦୨/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର କୃଷି ବିଭାଗ କାର୍ଯ୍ୟାଳୟ ରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନଙ୍କ ଦ୍ୱାରା କୃଷିରଥ...

ମା ଖିଲାମୁଣ୍ଡା ରାସ୍ତା ନିର୍ମାଣ କାର୍ଯ୍ୟ ସରିବ କେବେ ?

0
ନୟାଗଡ/୦୧/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରଣପୁର ରାଜା ନାରାୟଣ ନରେନ୍ଦ୍ର ଙ୍କ ଅମଳ ରୁ ରଣପୁର ର ଘଂଚ ବନାନୀ ରାଆଁଳା ଗ୍ରାମ ନିକଟରେ ପୂଜା ପାଇ ଆସୁଛନ୍ତି ମା ଖୀଲାମୁଣ୍ଡା । ରଣପୁର...

ଓଡିଶାରେ ଓଡିଆ ହରିବଂଶ ରଚନା ପୀଠ ଏବେ ଅବହେଳିତ

0
ନୟାଗଡ/୨୮/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଓଡିଶାର ଅନେକ ପୀଠ ରହିଛି ଯେଉଁଠାରେ ବହୁ ବ୍ୟକ୍ତି ସାଧନା କରି ପୀଠାଧିଶ ଙ୍କ ଅପାର କରୁଣା ରୁ ନିଜର ବ୍ୟକ୍ତିତ୍ୱର ପରିପ୍ରକାଶ ଘଟାଇ ମହାପୁରୁଷ ଆଖ୍ୟା ନେଇଛନ୍ତି...

ପାଣି ଟାଙ୍କି ଅଛି ହେଲେ ଝରଣା ପାଣି ସାହା ଭରଷା

0
ନୟାଗଡ/୨୭/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସରକାର ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସୋଲାର ଠାରୁ ଆରମ୍ଭ କରି ବିଦ୍ୟୁତ୍ ମାଧ୍ୟମ ରେ ଜଳ ଯୋଗାଣ ପାଇଁ ପାଣି ଟାଙ୍କି ମାନ ନିର୍ମାଣ କରୁଛନ୍ତି...

 ଅଗ୍ନିକାଣ୍ଡ ଘଟି ଗର୍ଭବତୀ ଗାଈ ଜିଅନ୍ତା ଜଳିଗଲା ସରକାରୀ ସହାୟତା ଦାବୀ

0
ନୟାଗଡ/୨୬/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ତହସିଲ ରାଜସୁନାଖଳା ଗ୍ରାମପଞ୍ଚାୟତ ଦୁଧିଆମୁଣ୍ଡିଆ ରଘୁନାଥପୁର ବସ୍ତି ରେ ଫେବୃୟାରୀ ୨୬ ତାରିଖ ଦିବା ୧୧ ଘଟିକା ସମୟରେ ଏକ ଅଭାବନୀୟ ଦୁଃଖଦ ଅଗ୍ନିକାଣ୍ଡ...

ଧାନ ମଣ୍ଡିରେ ଅବ୍ୟବସ୍ଥା ଖୁଲମ୍‌ଖୋଲା ଚାଲିଛି ଅଭାବି ଧାନ ବିକ୍ରି

0
ନୟାଗଡ/୨୬/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସରକାର କୃଷକ ମାନଙ୍କର ଧାନର ଉଚିତ୍ ମୂଲ୍ୟ ସହ ସହାୟକ ମୂଲ୍ୟ ପ୍ରଦାନ ଓ ସ୍ୱଚ୍ଛତା ପାଇଁ ତ୍ରୀସ୍ତରୀୟ ବ୍ୟବସ୍ଥା କରିଛନ୍ତି । ସମବାୟ ସମିତି ଗୁଡିକ କୁ...

କାଜୁ ଜଙ୍ଗଲ ରେ ନିଆଁ ସରକାରୀ ସହାୟତା ଆଶାରେ କାଜୁ ଚାଷୀ

0
ନୟାଗଡ/୨୫/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ଧାନ ମୁଗ ଫସଲ ପରେ ଲୋକ ମାନେ କାଜୁ ଫସଲ ରୁ ଦୁଇ ପଇସା ପାଇବା ପାଇଁ ଆଶା ରଖିଥାନ୍ତି...

୯୦ ପ୍ରତିଶତ ଦିବ୍ୟାଙ୍ଗ ସର୍ବେଶ୍ୱର ସିଂ ଅନ୍ୟ ମାନଙ୍କ ଠାରୁ କିଛି କମ୍ ନୁହଁ

0
ନୟାଗଡ/୨୫/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ପଙ୍ଗୁ ଲଂଘୟତେ ଗିରି ଭଳି ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜ ଜଙ୍କିଆ ପଞ୍ଚାୟତ ଓସ୍ତପଡା ଗ୍ରାମର ଜଣେ ଦିବ୍ୟାଙ୍ଗ । ସେହି ଦିବ୍ୟାଙ୍ଗ ସର୍ବେଶ୍ୱର...

କୋଟଗଡ ବାଞ୍ଛାବନ୍ଧ ରେ ଫାଟ କମୁଛି ଜଳ ଧାରଣ କ୍ଷମତା ଅସ୍ତିତ୍ୱ ହରାଇବ ବନ୍ଧ

0
ନୟାଗଡ/୨୪/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଅନେକ ସମୟରେ ରାଜ୍ୟରେ ଖାଦ୍ୟାଭାବ ପଡିବା ସମୟରେ ସରକାରଙ୍କ ତରଫରୁ ଲୋକ ମାନଙ୍କୁ ଖାଦ୍ୟ ବିନିମୟ ରେ କାମ ଯୋଗାଇ ଦିଆଯାଇଥାଏ । ସେହିଭଳି ଭାବରେ ନୟାଗଡ ଜିଲ୍ଲା...

ରଣପୁର ଆନ୍ତଃରାଜ୍ୟ ଭଲି ପ୍ରତିଯୋଗିତା ଫାଇନାଲ୍ ରେ ସ୍ପୋର୍ଟସ ହଷ୍ଟେଲ ଭୂବନେଶ୍ୱର ବିଜୟୀ

0
ନୟାଗଡ/୨୨/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ପଞ୍ଚୁଦୋଳ ପଡିଆ ଠାରେ ରବିବାର ଅପରାହ୍ନରେ ମା ମଣିନାଗ ଭଲି ଆସୋସିଏସନ୍ ତରଫରୁ ଆନ୍ତଃରାଜ୍ୟ ସ୍ତରୀୟ ଦିବାରାତ୍ର ଏକ ଦିବସୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ...

ରଣପୁର ରେ ଆନ୍ତଃରାଜ୍ୟ ସ୍ତରୀୟ ଦିବାରାତ୍ର ଏକ ଦିବସୀୟ ଭଲିବଲ୍ ଖେଳ ଉଦ୍‌ଘାଟିତ

0
ନୟାଗଡ/୨୧/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ସାମନା ପଞ୍ଚୁଦୋଳ ପଡିଆ ଠାରେ ଫେବୃୟାରୀ ୨୧ ତାରିଖ ଅପରାହ୍ନରେ ମା ମଣିନାଗ ଭଲି ଆସୋସିଏସନ୍ ତରଫରୁ ଆନ୍ତଃରାଜ୍ୟ ସ୍ତରୀୟ ଦିବାରାତ୍ର ଏକ...

ରଣପୁର ପୋଲିସ ଦ୍ୱାରା ଅଟୋ ସହ ୨ଶହ ଲିଟର ଚୋରା କିରୋସିନ୍ ଜବତ ଜଣେ...

0
ନୟାଗଡ/୧୯/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଂଚଳରୁ ବ୍ୟାପକ ଚୋରା କିରୋସିନୀ ଚାନ୍ଦପୁର ଅଂଚଳକୁ ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ...

ଦର୍ପନାରାୟଣପୁର ନିକଟରେ ପଥର ଖଣି ବ୍ଲାଷ୍ଟିଂ ଯୋଗୁଁ ଧନଜୀବନ ପ୍ରତି ବିପଦ ଅଭିଯୋଗ

0
ନୟାଗଡ/୧୯/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ତହସିଲ ଦର୍ପନାରାୟଣପୁର ରାଜସ୍ୱ ସର୍କଲ ଛାଞ୍ଚୁଣିଆ ମୈାଜା ରେ ହେଉଥିବା କଳାମୁଗୁନି ଖଣିରେ ପଥର ବ୍ଲାଷ୍ଟିଂ ଯୋଗୁଁ ଧନଜୀବନ ବିପଦଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି...

ଗଡବାଣୀକିଲୋ ଫୁଟବଲ ଫାଇନାଲ ୨/୦ ...

0
ନୟାଗଡ/୧୮/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗଡବାଣୀକିଲୋ ହାଇସ୍କୁଲ ପଡିଆରେ ଚାଲିଥିବା ଫୁଟବଲ ମ୍ୟାଚ୍ ଫାଇନାଲ ହୋଇଯାଇଅଛି । ଏହି ଫାଇନାଲ ମ୍ୟାଚ୍ ପୁରୀ ଓ ନୟାଗଡ ଦଳ ମଧ୍ୟରେ...

ରଣପୁର ବ୍ଲକ ରେ ହିତାଧିକାରୀ ଙ୍କୁ ମିଳୁନି ଆବାସ ଯୋଜନା ର ଅର୍ଥ

0
ନୟାଗଡ/୧୮/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ସରକାର କାହାକୁ ଚାଳ ଘରେ ରହିବାକୁ ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ବିଜୁ ପକ୍କାଘର ଯୋଜନା ଭଳି ଯୋଜନା ମାନ କରିଛନ୍ତି । ନିର୍ଦ୍ଧାରିତ ସମୟ...

ଗୋମାତା ଙ୍କ ଆତ୍ମୀୟତା ଆଗରେ ହାର ମାନୁଛି ମଣିଷର ମାନବିକତା

0
ନୟାଗଡ/୧୭/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଦିନକୁ ଦିନ ମଣିଷର ମାନବିକତା ଲୋପ ହେବାରେ ଲାଗିଛି । ଜଣେ ଦୃଘଟଣା ଗ୍ରସ୍ତ ହୋଇ ରାସ୍ତା କଡରେ ପଡିଥିବା ବେଳେ ଦେଖଣାହାରି ଦେଖି ମୁହଁ ଫେରାଇ ଚାଲିଯାଉଛନ୍ତି...

ପ୍ରଶାସନିକ ଅବହେଳା ର ଶୀକାର ବଡବେତୁଲି ଗ୍ରାମବାସୀ ଏବେବି...

0
ନୟାଗଡ/୧୬/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସରକାର ସବୁ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି ହେଲେ କେତକ ଗ୍ରାମ କୁ ପ୍ରଶାସନିକ ଅବହେଳା ଯୋଗୁଁ ରାସ୍ତା ହୋଇ ପାରିନାହିଁ...

ରଣପୁର ଜଗନ୍ନାଥ ମନ୍ଦିର ରୁ ଆଜ୍ଞାମାଳ ପହଂଚିଲା ବନବିଭାଗ କାର୍ଯ୍ୟାଳୟ  ରେ

0
ନୟାଗଡ/୧୬/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବୀ କରାଯାଉଥିବା ରଣପୁର ଜଗନ୍ନାଥ ମନ୍ଦିର ରୁ ବନାଂଚଳ କାର୍ଯ୍ୟାଳୟରେ ଆଜ୍ଞାମାଳ ପହଂଚିଥିବା ଜଣାପଡିଛି । ପ୍ରତିବର୍ଷ ସରସ୍ୱତୀ ପୂଜା ଅବସର ରେ ଆଜ୍ଞାମାଳ...

ରଣପୁର ରେ ଓଡିଶା ବନ୍ଦ ର ମିଶ୍ର ପ୍ରଭାବ

0
ନୟାଗଡ/୧୫/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ଡାକରା ରେ ଓଡିଶା ବନ୍ଦ  ର ମିଶ୍ର ପ୍ରଭାବ ରଣପୁର ରେ ପଡିଥିବା ଜଣାପଡିଛି ।...