Home Authors Posts by Biswaranjan Acharya

Biswaranjan Acharya

1265 POSTS 0 COMMENTS

ରଣପୁର ବ୍ଲକ ୨୨ ନଂ ଜୋନ୍ ରେ ବିଜେଡି ଆଗୁଆ ଓ ୨୧ରେ ବିଜୟୀ

0
ନୟାଗଡ ୨୭/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଦ୍ୱିତୀୟ ଦିବସ ଭୋଟ ଗଣନାରେ ଶାସକ ବିଜେଡି ଦଳ ପ୍ରାର୍ଥି ୪୮୬୬, ବିଜେପି ପ୍ରାର୍ôଥ ୩୩୫୯, କଂଗ୍ରେସ ପ୍ରାର୍ôଥ...

ଚାନ୍ଦପୁର ପୋଲିସକୁ ର୍ଦୁବ୍ୟବହାର ମହଙ୍ଗା ପଡିଲା … ୫୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ନାମରେ ମାମଲା

0
ନୟାଗଡ ୨୫/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ପୋଲିସକୁ ର୍ଦୁବ୍ୟବହାର କରିଥିବା ବ୍ୟକ୍ତିଙ୍କୁ ମହଙ୍ଗା ପଡିଲା। ର୍ଦୁବ୍ୟବହାର କରିଥିବା ୫୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ନାମରେ ଚାନ୍ଦପୁର ପୋଲିସ ମାମଲା ରୁଜୁ...

ପଥରଖଣି ପଛପଟୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର ହତ୍ୟା ଅଭିଯୋଗ

0
ନୟାଗଡ ୨୨/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ମୟୁରଝାଲିଆ ମାଙ୍କଡା ପଥରଖଣି ପଛପଟୁ ଜଣେ ଯୁବକର ଝୁଲନ୍ତା ଶବ ଫେବୃୟାରୀ ୨୨ ତାରିଖ ଅପରାହ୍ନ ୪ ଘଟିକା...

ଅପହୃତ ଯୁବକଙ୍କ ମିଳୁନି ପତ୍ତା ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର

0
ନୟାଗଡ ୧୯/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ଅପରାଧକୁ ରୋକିବା ପାଇଁ ସରକାର ଯେତେ ପଦକ୍ଷେପ ନେଉଥିଲେ ମଧ୍ୟ ହତ୍ୟା, ଅପହରଣ, ଡକାୟତି ର।।ହାଜାନୀ ବଢିବାରେ ଲାଗିଛି। ଅଭିଯୋଗ ପାଇ ପୋଲିସ ଏକ...

ରଣପୁର ବନାଂଚଳ ବନ୍ଧମୁଣ୍ଡା ଜଙ୍ଗଲରେ ବାଘ ଦେଖି ଲୋକେ ଭୟଭିତ

0
ନୟାଗଡ ୧୮/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲାର ରଣପୁର ବନାଂଚଳ ଖୋର୍ଦ୍ଧା ବନଖଣ୍ଡ ଅଧିନରେ। ବନ ବିଭାଗ କର୍ମଚାରୀ ମାନଙ୍କ ଉଦ୍ୟମ ଯୋଗୁଁ ବନ୍ୟ ସମ୍ପଦର ସୁରକ୍ଷା ସାଙ୍ଗକୁ ବନ୍ୟଜନ୍ତୁ...

ରଣପୁର ବ୍ଲକ ୧୧୯୦ ପ୍ରାର୍ଥୀଙ୍କ ଭାଗ୍ୟ ଜଉମୁଦ ବାକ୍ସ ଭିତରେ

0
ନୟାଗଡ ୧୮/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲାର ସର୍ବବୃହତ ରଣପୁର ବ୍ଲକର ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷପରେ ୧୧୯୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଜଉମୁଦ ବାକ୍ସ ଭିତରେ...

ଜଳଖିଆ ଦୋକାନ ପୋଡ଼ିବା ଅଭିଯୋଗରେ ଯୁବକ ଗିରଫ

0
ନୟାଗଡ ୧୪/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଶୃଙ୍ଖଳିତ କରିବା ପାଇଁ ଚାନ୍ଦପୁର ଥାନା ପୋଲିସ ତରଫରୁ କଡା ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ଜଣେ...

ଜଳ ଯୋଗାଣ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ଫେଲ ମାରିବା ପରେ ଗ୍ରାମବାସୀଙ୍କ ପଦକ୍ଷେପ

0
ନୟାଗଡ ୧୪/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ରାଜ୍ୟ ଓ କେନ୍ଦ୍ର ସରକାର କୃଷି, କୃଷିକ୍ଷେତ୍ର ଓ କୃଷକ ମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି। ସେଥିପାଇଁ ଅନେକ...

ରଣପୁର ପୋଲିସ ଦ୍ୱାରା ଗଞ୍ଜେଇ ଚାଲାଣ କରୁଥିବା ୨ ଅଭିଯୁକ୍ତ ଗିରଫ

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୦୨ – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଅବାଧ , ନିରପେକ୍ଷ କରିବା ପାଇଁ ରଣପୁର ଥାନା ପକ୍ଷରୁ ପେଟ୍ରୋଲିଂ କୁ କଡାକଡି କରାଯାଇଛି । ବିଳମ୍ବିତ ରାତ୍ରିରେ ପେଟ୍ରୋଲିଂ...

ନିର୍ବାଚନ ଆଚରଣବିଧି ଉଲଘଂନ ନେଇ ଅଭିଯୋଗ

0
ନୟାଗଡ ୧୩/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ୍ୟ ନିର୍ବାଚନ କମିସନର ଚଳିତ ତ୍ରିସ୍ତରୀୟ ନିର୍ବାଚନକୁ ଅବାଧ, ଶୃଙ୍ଖଳିତ କରିବା ପାଇଁ ଆଚରଣବିଧି ପ୍ରଣୟନ କରିଛନ୍ତି। ଆଚରଣବିଧି ଭିତରେ ରହିଛି କୈଣସି ସରକାରୀ...

ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ଓ ନିର୍ବାଚନ ଅଧିକାରୀ ବୈଠକ

0
ନୟାଗଡ ୧୨/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) ନୟାଗଡ ଜିଲ୍ଲା ରଣପୁର ବ୍ଲକ ୩୭ ଗୋଟି ଗ୍ରାମପଞ୍ଚାୟତକୁ ନେଇ ଏକ ବୃହତ ବ୍ଲକ। ବ୍ଲକରେ ଉତ୍ତେଜନା ପ୍ରବଣ ଓ ଅତି ଉତ୍ତେଜନା ପ୍ରବଣ ବୁଥ୍...

ରଣପୁରରେ ବୁଲିଲା କୋଭିଡ୍ ୧୯ ସଚେତନତା ରଥ

0
ନୟାଗଡ ୦୯/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ସାରା ରାଜ୍ୟରେ କରୋନା ତାର ରୂପ ବଦଳାଇ କାୟାବିସ୍ତାର କରୁଥିବା ବେଳେ ନୟାଗଡ ଜିଲ୍ଲା ତରଫରୁ ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡ୍ ପକ୍ଷରୁ କୋଭିଡ୍...

ରଣପୁର ନିର୍ବାଚନ ମଣ୍ଡଳୀର ୨୨ ନଂ ଜୋନ୍‌ରେ କଡା ମୁକାବିଲା

0
ନୟାଗଡ ୧୧/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲାର ରଣପୁର ନିର୍ବାଚନ ମଣ୍ଡଳୀ ୬ ଗୋଟି ଜିଲ୍ଲା ପରିଷଦ ଜୋନ୍ କୁ ନେଇ ଗଠିତ। ଓଡଗାଁ ବ୍ଲକର ୩ ଓ ୪...

ବର୍ଷାଭିଜା ଧାନରୁ ବାହାରୁଛି ନିମ୍ନମାନର ଚାଉଳ, ଧାନଚାଷିଙ୍କୁ ସରକାରୀ ସହାୟତା ଦାବି

0
ନୟାଗଡ଼ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) ୦୮/୦୨- ଚଳିତ ବର୍ଷ ବିଳମ୍ବିତ ବର୍ଷା ସାଙ୍ଗକୁ ପାଚିଲା ଧାନ ସମୟରେ ଲଗାଣବର୍ଷା ଧାନ ଚାଷିମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି। ପ୍ରତି ପଞ୍ଚାୟତରେ କ୍ଷୟକ୍ଷତିର ଆକଳନ ହୋଇ...

କନ୍ଧନୟାଗଡ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ଯୋଗୁଁ ଅନେକ ସମସ୍ୟା

0
ନୟାଗଡ ୦୫/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ରାଜ୍ୟରେ ବିଦ୍ୟୁତ ପରିବଣ୍ଟନରେ ସୁଧାର ଆଣିବା ପାଇଁ କାର୍ଯ୍ୟ ତ୍ୱରାନ୍ୱିତ ଚାଲିଛି। କିନ୍ତୁ ଅନେକ ଜାଗା ଦୃଷ୍ଟି ଆଢୁଆଳରେ ରହିଯାଉଥିବା ଯୋଗୁଁ ଅନେକ ସମସ୍ୟା...

ରଣପୁର ଅଂଚଳରେ ସରସ୍ୱତୀ ପୂଜା ଫିକା

0
ନୟାଗଡ ୦୫/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ସାରା ରାଜ୍ୟରେ କୋଭିଡ୍ କଟକଣା ସାମାନ୍ୟ କୋହଳ କରାଯାଇଥିବା ବେଳେ ଚଳିତ ବର୍ଷ ସରସ୍ୱତୀ ପୂଜା ଫିକା ଫିକା ଅନୁଭୁତ ହେଉଛି। ରଣପୁର ବଡଦାଣ୍ଡରେ...

ମାଓ ବିସ୍ପୋରଣରେ ସାମ୍ବାଦିକଙ୍କ ମୁତ୍ୟୁକୁ ନେଇ ଶୋକସଭା

0
ନୟାଗଡ ୦୫/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ସାରା ଓଡିଶାରେ ମାଓବାଦୀଙ୍କ ଦ୍ୱାରା ବିଛାଯାଇଥିବା ଲ୍ୟାଣ୍ଡମାଇନ୍ ରେ ଜଣେ କଳାହାଣ୍ଡି ଜିଲ୍ଲାର ସାମ୍ବାଦିକ ମୁତ୍ୟୁବରଣ କରିବା ଓଡିଶାରେ ପ୍ରଥମ ଘଟଣା। ଯାହାକୁ ନେଇ...

ଲାଗିଲା ଅଗ୍ନି ନିର୍ବାପକ ଯନ୍ତ୍ର ରଣପୁର ଥାନା ଏବେ ସୁରକ୍ଷିତ

0
ନୟାଗଡ ୦୪/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ସାରା ରାଜ୍ୟରେ ବିଦ୍ୟୁତ ସର୍ଟ ସକ୍ରିଟ୍ ହୋଇ ବିଭିନ୍ନ ଜାଗାରେ ଅଗ୍ନିକାଣ୍ଡ ଘଟୁଥିବା ଦେଖିବାକୁ ମିଳୁଛି। ଏପରିକି ଥାନା ମାଲଖାନା ବି ବାଦ୍ ପଡୁନି।...

ବିନୋଦପଡାରେ ଦିବାରାତ୍ର ଭଲିଖେଳ ଉଦ୍‌ଯାପିତ

0
ନୟାଗଡ ୦୩/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ବ୍ଲକ ବୃନ୍ଦାବନପୁର ଗ୍ରାମପଞ୍ଚାୟତ ବିନୋଦପଡା ଠାରେ ମା ରାମଚଣ୍ଡୀ ଯୁବକ ସଂଘ ତରଫରୁ ଚତୁର୍ଥ ଦିବାରାତ୍ର ଭଳିଖେଳ ଅନୁଷ୍ଠିତ ହୋଇଯାଇଅଛି।...

ମାଙ୍କଡା ପଥର ବୁହା ଗାଡି ଧକ୍କାରେ ବୃଦ୍ଧଙ୍କ ମୁତ୍ୟୁ

0
ନୟାଗଡ ୦୩/୦୨ (ଓଡିଆ ପୁଅ/ଦେବୀ ପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳରେ ମାଙ୍କଡା ପଥର ବୁହା ଗାଡି ଦୃତଗତିରେ ଯାତାୟତ କରି ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟାଇଥାନ୍ତି। ସେହିଭଳି...