Home Authors Posts by Biswaranjan Acharya

Biswaranjan Acharya

1265 POSTS 0 COMMENTS

ନାକିଠଣା ଓ ଖଣ୍ଡିଆବନ୍ଧ ବାଲୁଙ୍କେଶ୍ୱର ଦେବଙ୍କ ବିଗ୍ରହ ପ୍ରତିଷ୍ଠା

0
ନୟାଗଡ ୦୩/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ତହସିଲ ବାରଙ୍ଗଗାଡିଆ ଗ୍ରାମପଞ୍ଚାୟତ ନାକିଠଣା ଠାରେ ବାବା ବାଲୁଙ୍କେଶ୍ୱର ରାଜରାଜୁଡା ଅମଳରୁ ପୂଜା ପାଇ ଆସୁଛନ୍ତି। ହେଲେ ହରପାର୍ବତୀଙ୍କର ପିତ୍ତଳ...

ରାଜସୁନାଖଳା ଫାଣ୍ଡି ପଛପଟୁ ଚୋରା ଦେଶୀ ମଦ ଜବତ ଜଣେ ଗିରଫ

0
ନୟାଗଡ ୦୨/୦୨ (ଓଡିଆ ପୁଅ/ଦେବୀ ପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ପଛପଟେ ଦୀର୍ଘ ଦିନହେଲା ଚୋରା ଦେଶୀମଦ ବିକ୍ରୟ ହେଉଥିବା ଅଭିଯୋଗ ହେଉଥିଲା। ରାଜସୁନାଖଳା ଫାଣ୍ଡି...

ପୋଲିସ ର ଫ୍ଲାଗ୍‌ମାର୍ଚ୍ଚ ଦେଖି ଅସାମାଜିକ ଯୁବକ ଫେରାର୍‌

0
ନୟାଗଡ଼ ୦୧/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀରଞ୍ଜନ ଦାସ ଅଭିନବ ପନ୍ଥା ଅନୁସରଣ...

ରଣପୁର ବ୍ଲକ ଜିଲ୍ଲା ପରିଷଦ ମଇଦାନରେ ଶାସକ ବିଜେଡି ଆଗୁଆ

0
ନୟାଗଡ ୦୧/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ୧୧୯ ବିଧାନସଭା ନିର୍ବାଚନ ମଣ୍ଡଳୀ ୬ ଗୋଟି ଜିଲ୍ଲା ପରିଷଦ ଜୋନ୍ କୁ ନେଇ ଗଠିତ। ୨ ଗୋଟି ଓଡଗାଁ...

ବିଚିତ୍ର ଖଣିନୀତି ନିଲାମଧାରୀ ହତାଶ

0
ନୟାଗଡ ୩୧/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ରାଜ୍ୟରେ ଲଘୁଜାତ ଖଣିଜ ପଦାର୍ଥ ପାଇଁ ସମାନ ନୀତି ଥିଲା ବେଳେ ରଣପୁର ପ୍ରଶାସନର ବିଚିତ୍ର ପାତର ଅନ୍ତର ଖଣିନୀତି ଯୋଗୁଁ ରଣପୁର ତହସିଲ...

ଚାନ୍ଦପୁର ଗ୍ରିଡ୍ ରୁ ରଣପୁରକୁ ବିଦ୍ୟୁତ ସଂଯୋଗ ହେଲା

0
ନୟାଗଡ ୩୧/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ବିଦ୍ୟୁତ ଉପଭୋକ୍ତା ମାନେ ଅନେକ ବର୍ଷଧରି ଦିନ ଦିନ ରାତି ରାତି ଏପରିକି ସାମାନ୍ୟ ମେଘ ପବନ ହେଲେ ବିଦ୍ୟୁତ...

ରଣପୁର ବ୍ଲକରେ ଆଦର୍ଶ ଆଚରଣ ବିଧି ଖୁଲମଖୋଲା ଉଲଙ୍ଘନ ଅଭିଯୋଗ

0
ନୟାଗଡ ୩୧/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ବ୍ଲକର ୩୭ ଗୋଟି ଗ୍ରାମପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଯାରି ରହିଛି। ରଣପୁର ବ୍ଲକ ନିର୍ବାଚନ ଅଧିକାରୀ ଋତୁପର୍ଣ୍ଣା...

ଚମ୍ପାଗଡରେ ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ଅଭିଯୋଗ

0
ନୟାଗଡ ୩୦/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ୩୭ ଗୋଟି ଗ୍ରାମପଞ୍ଚାୟତରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ...

ଜାତିର ପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

0
ନୟାଗଡ ୩୦/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ବ୍ଲକ ବୃନ୍ଦାବନପୁର ଗ୍ରାମ ପଞ୍ଚାୟତ ବିନୋଦପଡା ଗ୍ରାମରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ କୁ ସହିଦ୍ ଦିବସ ଭାବେ...

ପୋଲିସଦ୍ୱାରା ଅବକାରୀ ଚଢାଉରେ ଜଣେ କୋର୍ଟ ଚାଲାଣ

0
ନୟାଗଡ ୨୭/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ଚାନ୍ଦପୁର ପୋଲିସ ଉଦ୍ୟମ ଜାରି ରଖିଛି। ଗତ ୩...

ତହସିଲଦାରଙ୍କ ଦ୍ୱାରା ପତାକା ଉତ୍ତୋଳନ

0
ନୟାଗଡ ୨୭/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ବ୍ଲକ ମୁଖ୍ୟାଳୟରେ ନିରାଡାମ୍ବର ପୁର୍ଣ୍ଣ ଭାବରେ ତହସିଲଦାର ଯୁଗଳ ମିଶ୍ରଙ୍କ ଦ୍ୱାରା ୭୩ ତମ ସାଧାରଣତନ୍ତ୍ର ଦିବସ ଜାତୀୟ ପତାକା...

ରଣପୁର ଅଂଚଳରେ ଧାନ କଟଣି ଛଟଣିକୁ ନେଇ ଚାଷୀ ଅସନ୍ତୋଷ

0
ନୟାଗଡ ୨୫/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ଚଳିତ ବର୍ଷ ଧାନଚାଷ କରୁଥିବା ଚାଷୀ ମାନଙ୍କର ପିଛା ଛାଡୁନି ବିପଦ। ଯାହାଫଳରେ ଚାଷୀମାନେ ଧାନଚାଷରୁ ମୁହଁ ଫେରାଇବା କଥା ଚିନ୍ତା କଲେଣି। ବିଳମ୍ବିତ...

ଉଦ୍ଧାର ହୋଇଥିବା ଗଳିତ ଶବ କାହାର ?

0
ନୟାଗଡ ୨୫/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ଥାନା ପୋଲିସ ଅସୁରକୁମାରୀ ଜଙ୍ଗଲ ଶ୍ରୀକୃଷ୍ଣପୁର ଗ୍ରାମ ଗରଗରିଆ ନାଳ ଉପରେ ଏକ ଶବ ପଡିଥିବା ଖବର ପାଇଥିଲା। ତେଣୁ...

ରଣପୁର ବ୍ଲକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୧୩୭ ସମିତିସଭ୍ୟ, ୧୬୧ ସରପଞ୍ଚ, ୧୦୦୫ ୱାର୍ଡସଭ୍ୟଙ୍କ...

0
ନୟାଗଡ ୨୪/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) ନୟାଗଡ ଜିଲ୍ଲାର ସର୍ବବୃହତ ବ୍ଲକ ରଣପୁର ବ୍ଲକ ୩୭ ଗୋଟି ଗ୍ରାମପଞ୍ଚାୟତକୁ ନେଇ ରଣପୁର ପଞ୍ଚାୟତ ସମିତି। ୩୭ ଗୋଟି ଗ୍ରାମପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ସରପଞ୍ଚ...

ଜଳାଶୟ ଆବର୍ଜନା କୁଣ୍ଡ ପାଲଟିବାରୁ ଜଳ ହେଲା ଜହର

0
ନୟାଗଡ ୨୩/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ଭାରତରେ ସ୍ୱଚ୍ଛ ଭାରତ ଅଭିଯାନ ଚାଲିଛି। ଯେଉଁଥିରେ କୋଟି କୋଟି ଟଙ୍କା ରାଜସ୍ୱ ଖର୍ଚ୍ଚ ହେଉଛି। ଏପରିକି ପବିତ୍ର ଗଙ୍ଗାନଦୀ ଜଳକୁ ସ୍ୱଚ୍ଛ କରିବା...

ଅତିସମ୍ବେଦନଶୀଳ, ସମ୍ବେଦନଶୀଳ ବୁଥ୍ କୁ ନେଇ ପୋଲିସର ତର୍ଜମା

0
ନୟାଗଡ ୨୦/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) ନୟାଗଡ ଜିଲ୍ଲା ରଣପୁର ବ୍ଲକ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୩୭ ଗୋଟି ଗ୍ରାମପଞ୍ଚାୟତରେ ୫୨୪ ଗୋଟି ବୁଥ୍ ରେ ନିର୍ବାଚନ ଅନୁଷ୍ଠିତ ହେବ। ସେ...

ଚତୁର୍ଥ ଦିନର ରଣପୁର ବ୍ଲକରେ ନାମାଙ୍କନ ୨୦ ସମିତି ସଭ୍ୟ, ୨୦ ସରପଞ୍ଚ, ୧୩୦...

0
ନୟାଗଡ ୨୦/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ସର୍ବବୃହତ ବ୍ଲକ ରଣପୁର ରେ ଚତୁର୍ଥ ଦିନର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନ ପତ୍ର ଶେଷ ହୋଇଯାଇଛି। ଚତୁର୍ଥ ଦିନରେ ୩୭...

ରଣପୁର ପୋଲିସ କୁ ସଫଳତା : ପୋଲିସର ମୋଷ୍ଟୱାଣ୍ଟେଡ୍ ରଞ୍ଜନ ଗିରଫ

0
ନୟାଗଡ ୧୯/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ଥାନା ପୋଲିସକୁ ଏକ ବଡ ସଫଳତା ମିଳିଥିବା ଜଣାପଡିଛି। ରଣପୁର ଥାନା ଅଂଚଳରେ ସାନଗଡ ଗ୍ରାମର ନବକିଶୋର ନାୟକଙ୍କ ପୁଅ...

ରଣପୁର ବ୍ଲକ ଅଂଚଳରୁ ବ୍ୟାନର ପୋଷ୍ଟର ହଟିଲା

0
ନୟାଗଡ ୧୯/୦୧ (ଓଡିଆ ପୁଅ/ଦେବୀ ପ୍ରସାଦ ଆଚାର୍ଯ୍ୟ - ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଂଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ପ୍ରଭାବି ମୁକ୍ତ କରିବା ପାଇଁ ରଣପୁର ତହସିଲଦାର...

ନାମାଙ୍କନର ତୃତୀୟ ଦିନରେ ୪୮ ସମିତି ସଭ୍ୟ, ୭୪ ସରପଞ୍ଚ, ୩୩୫ ୱାର୍ଡ ସଭ୍ୟଙ୍କ...

0
ନୟାଗଡ ୧୯/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) ନୟାଗଡ ଜିଲ୍ଲା ର ସର୍ବବୃହତ ବ୍ଲକ ରଣପୁର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନର ତୃତୀୟ ଦିନରେ ନାମାଙ୍କନ ପତ୍ର ଦାଖଲ ବଢିଥିବା ଜଣାପଡିଛି। ସମସ୍ତ ୩୭...