Home Authors Posts by Biranchi Narayan Patri

Biranchi Narayan Patri

869 POSTS 0 COMMENTS

ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ ଅନୁଷ୍ଠିତ

0
ଯାଜପୁର୩୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁବାର ପୂର୍ବାହ୍ନରେ ରାଷ୍ଟ୍ର୍ରୀୟ ଏକତା ଦିବସ ଶପଥ ପାଠ କରାଯାଇଥିଲା ।  ଦେଶର ଏକତା ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା ପାଇଁ ଯଥାସାଧ୍ୟ...

ଉପକାରାଗାରରେ ମାଦକୀୟ ଦ୍ରବ୍ୟ ଓ ମୋବାଇଲ୍ ଦେବା ଦାବିରେ ଜେଲ୍ ଅନ୍ତେବାସୀଙ୍କ ଅନଶନ

0
ବରଗଡ ୩୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଦେଶରେ ନିଜର ହକ ଅଧିକାରରୁ ବଞ୍ଚିତ ହେଉଥିବା ବ୍ୟକ୍ତି ବା ସଙ୍ଗଠନ ସେମାନଙ୍କର ନ୍ୟାର‌୍ୟ୍ୟ ଦାବି ହାସଲ କରିବାକୁ ବିଭିନ୍ନ ସମୟରେ ନିଜ ଜିଦ୍‌ରେ ଅଟଳ ରହି...

ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ଜାମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ଭାବେ...

0
ନୂଆଦିଲ୍ଲୀ ୩୧ା୧୦ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡିଆ ପୁଅ ତଥା ଗୁଜୁରାଟ କ୍ୟାଡର ଆଇଏଏସ ଅଫିସର ଗିରିଶ ଚନ୍ଦ୍ର ମୁର୍ମୁ ଆଜି ଠାରୁ ନୂତନ ଭାବେ ଗଠିତ ହୋଇଥିବା ଜାମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର...

କୁଆଖିଆ ଥାନାଅଧିକାରୀ ପାଳନ କରୁନାହାଁନ୍ତି କୋର୍ଟଙ୍କ ନିର୍ଦ୍ଦେଶ, ଏସପିଙ୍କୁ ଗୁହାରୀ କଲେ ନିର୍ଯ୍ୟାତିତା ମହିଳା

0
ଯାଜପୁର୩୦ା୧୦(ଓଡିଆ ପୁଅ) କୁଆଖିଆ ପୁଲିସ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଅବହେଳା ନେଇ ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସପିଙ୍କୁ ଭେଟି ଗୁହାରି କରିଛନ୍ତି ନିର‌୍ୟ୍ୟାତିତା ମହିଳା । ପ୍ରକାଶଯେ ପାଣିକୋଇଲି ଥାନା...

୨୮ ଜଣ ପାଇଲେ ୩ୟ ଓ ୫ମ ଶ୍ରେଣୀ ବୃତି

0
ଯାଜପୁର୩୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ବ୍ଲକର ଚଳିତ ବର୍ଷ ପାଇଁ ୩ୟ ଓ ୫ମ ଶ୍ରେଣୀର ବୃତି ପରୀକ୍ଷର ଫଳ ପ୍ରକାଶିତ ହୋଇଛି । କୋରାଇ ବ୍ଳକ୍ ସମେତ ବ୍ୟାସନଗର ପୌରାଂଚଳରୁ ମୋଟ...

ହାଇକୋର୍ଟ ଆଦେଶକୁ ମାନୁନାହାଁନ୍ତି କୋରାଇ ପଞ୍ଚାୟତସମିତୀ କାର୍ଯ୍ୟନିର୍ବାହୀ ଅଧିକାରୀ

0
ଯାଜପୁର୩୦ା୧୦(ଓଡିଆ ପୁଅ/B.N.Patri)କୋରାଇ ବ୍ଲକ ଅନ୍ତର୍ଗତ ହଳଦୀ ଗଡିଆ ପଂଚାୟତର ସ୍ୱାବଲମ୍ବୀ କାରିଗର (ଏସଇଏମ) ଆଜକୁ ଦୁଇ ବର୍ଷ ହେବ ଦରମା ପାଇନାହାନ୍ତି । ଏମିତିକି ତଳ ଉପରୁ ପର‌୍ୟ୍ୟନ୍ତ ବାରମ୍ବାର ଦୌଡିବା ପରେ...

ମାମଲାରେ ଦଫା ଲଗାଇବାରେ କୋହଳ, ଏସପିଙ୍କ ଦ୍ୱାରସ୍ଥ ହେଲେ ପିଡିତ ପରିବାର

0
ଯାଜପୁର୩୦ା୧୦(ଓଡିଆ ପୁଅ) ଯାଜପୁର ଥାନାରେ ହୋଇଥିବା ଏକ ମାମଲାରେ ଦଫା ଲଗାଇବାରେ କୋହଲ ମନୋଭାବ ପୁଲିସ ନେଇଥିବାରୁ ଆଜି ପିଡିତଙ୍କ ପରିବାର ଏସପିଙ୍କ ଭେଟି ଗୁହାରୀ କରିଛନ୍ତି । ଏତଲା ଅନୁଯାୟୀ ଦଫା...

୧୦ରୁ ଶଙ୍ଖଚିଲାରେ ହେବ ଜିଲାସ୍ତରୀୟ କ୍ୟାରମ ପ୍ରତିଯୋଗୀତା

0
ଯାଜପୁର୩୦ା୧୦(ଓଡିଆ ପୁଅ)ଯାଜପୁର ଜିଲ୍ଲାର ମା’ ହିଙ୍ଗୁଳା ସ୍ପୋଟସ୍ ଏକାଡ଼େମୀ ଆୟୋଜନରେ ନଭେମ୍ବର ୧୦ତାରିଖ ରବିବାରରୁ କ୍ୟାରମ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ହେବାକୁ ଥିବା ଜିଲାସ୍ତରୀୟ ପ୍ରତିଯୋଗୀତା ସକାଳ ୧୦ଘଟିକାରୁ ଆରମ୍ଭ ହେବ...

ଯାଜପୁରର କାଳୀ ପୂଜା ଭସାଣି ନଭେମ୍ୱର ୭ ଓ ୮ ରେ ହେବ

0
ଯାଜପୁର୩୦ା୧୦(ଓଡିଆ ପୁଅ)ଯାଜପୁରରେ ସମସ୍ତ ପୂଜା କମିଟିର ସଭାପତି ଓ ସମ୍ପାଦକଙ୍କୁ ନେଇ ଏକ ବୈଠକ ହୋଇଥିଲା ।  ସେଥିରେ  ନିଷ୍ପତ୍ତି ନିଆଯାଇଥିଲା ଯେ, ନଭେମ୍ୱର ୨ ଓ ୩ ତାରିଖରେ ଭସାଣି କାର୍ଯ୍ୟକ୍ରମ...

ଯାଜପୁରରେ ବିଶ୍ୱ ମିତବ୍ୟୟିତା ଦିବସ ସଚେତନତା ଶୋଭାଯାତ୍ରା

0
ଯାଜପୁର୩୦ା୧୦(ଓଡିଆ ପୁଅ) ଯାଜପୁରରେ ବିଶ୍ୱ ମିତବ୍ୟୟିତା ଦିବସ ସଚେତନତା ଶୋଭାଯାତ୍ରା ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିଥିଲା ।  ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ପତାକା...

ସୋନି ଟିଭିରେ ପ୍ରସାରିତ ରିୟଲିଟି ସୋ’ ଇଣ୍ତିଆନ ଆଇଡଲ୍‌ର ଟପ-୧୫ରେ ଓଡିଆ ଝିଅ ଚେଲ୍‌ସି

0
ଭୁବନେଶ୍ୱର/କଟକ୩୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ ଶିଖରପୁର ନଦୀକୂଳ ସାହିର ଛୋଟ ପିଲା ଅବସ୍ଥାରେ ବାପା ସୁଧାଂଶୁ ବେହୁରାଙ୍କୁ ହରାଇ ନ଼ିଜର ଲକ୍ଷ ଚ୍ୟୁତ ହୋଇପଡିଥିବା ଝିଅ ଚେଲ୍‌ସି ମା’ ରେଖାଙ୍କୁ ଜୀବନର ସର୍ବସ୍ୱ...

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋଙ୍କିମଙ୍କୁ ପିସିସି ସଭାପତି କରିବାକୁ କଂଗ୍ରେସ ନେତାଙ୍କ ମେଳି

0
ଭୁବନେଶ୍ୱର୩୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ବାପି ସର୍ଖେଲଙ୍କ ନେତୃତ୍ୱରେ ଭୁବନେଶ୍ୱର ପାନ୍ଥ ନିବାସରେ କିଛି କଂଗ୍ରେସ ନେତାମାନେ ଏକାଠି ହୋଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ କିଛି ନେତା ମେଳି କରିଛନ୍ତି।  ନିରଞ୍ଜନ...

ସତ ଟଙ୍କା ମିଛ ଲୁଟ; ପରଦା ଫ୍ଲାସ କଲା ପୁଲିସ

0
ଭୁବନେଶ୍ୱର/କଟକ୩୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ କାଲି ଖୁଣ୍ଟୁଣି ଥାନା କଟକ-ଆଠଗଡ ରାଜରାସ୍ତାର ରାଧାକିଶୋର ପୁର ନିକଟରୁ ଜଣେ ମାରକେଟିଙ୍ଗ୍ ମେନେଜର ନିକୁଟରୁ ୧୮ ଲକ୍ଷ ଟଙ୍କା (ସତ ଟଙ୍କା ମିଛ ଲୁଟ) ଚୋରୀ...

ରାଜ୍ୟ ସରକାର କାଳିଆ ଯୋଜନା ର ଏକ ସ୍ୱେତପତ୍ର ପ୍ରକାଶ କରନ୍ତୁ ;ବିଜେପି

0
ଭୁବନେଶ୍ୱର୩୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ ସରକାର କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଆସନ୍ତା ନଭେମ୍ବରରେ ଦିଆଯିବ ବୋଲି ଗତକାଲି ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଘୋଷଣା ହେବା...

ଦେହବ୍ୟବସାୟରେ ଲିପ୍ତଥିବା ୪ଜଣଙ୍କୁ ଧରିଲେ ଗ୍ରାମବାସୀ

0
ବଲାଙ୍ଗିର୩୦ା୧୦(ଓଡିଆ ପୁଅ/ବି.ଏନ.ପତ୍ରୀ) ସହରାଞ୍ଚଳରେ ଦେହ ବ୍ୟବସାୟୀ ମାନେ ସହର ମାନଙ୍କରେ ସେମାନଙ୍କ ଅନୈତିକ ବେପାର ଉପରେ ପୁଲିସର କଢା ନଜରୁ ବଞ୍ଚିବା ସହ ସେମାନଙ୍କ କାମନା ବାସନାକୁ ସାକାର କରିବାକୁ ଏବେ ଗ୍ରାମାଞ୍ଚଳରେ...

ସ୍ତ୍ରୀ ହତ୍ୟାକରୀକୁ ୧୦ ବର୍ଷ କାରଦଣ୍ଡରେ ଦଣ୍ଡିତ କଲେ ଜିଲ୍ଲା ଦୌରାଜଜ୍‌

0
ବାଲେଶ୍ୱର୩୦ା୧୦(ଓଡିଆ ପୁଅ/ବି.ଏନ.ପତ୍ରୀ) ନିଶାସକ୍ତ ଅବସ୍ଥାରେ ନିଜର ପତ୍ନୀକୁ ମାରଣାସ୍ତ୍ରରେ ହଥ୍ୟା କରିବା ଅପରାଧରେ ବାଲେଶ୍ୱର ଜିଲ୍ଲା ଦୈାରାଜଜ୍ ହତ୍ୟାକାରୀ ସୁଧୀର ଦେହୁରୀକୁ ୧୦ବର୍ଷ ଜେଲ୍‌ଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା କରିବାସହ...

ରାସ୍ତା ଦୁର୍ଘଟଣାରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ

0
ଯାଜପୁର ୩୦ା୧୦(ଓଡିଆ ପୁଅ/ବି.ଏନ.ପତ୍ରୀ) ଯାଜପୁର ଜିଲ୍ଲା ବରୀ ଟ୍ରେକର ଷ୍ଟାଣ୍ଡରେ ଏକ ଟ୍ରକ୍ ଦୁର୍ଘଟଣାରେ ଔରଙ୍ଗାବାଦର ପୂର୍ବତନ ସରପଞ୍ଚ ରଘୁନାଥ ଜେନାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ବରୀରେ କିଛି...

ଏମ୍‌ସ୍ ହସ୍ପିଟାଲ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ରୂପେ ମାନ୍ୟତା ପାଇବ

0
ନୂଆଦିଲ୍ଲୀ୩୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡିଶା ଭୁବନେଶ୍ୱର ଠାରେ ପ୍ରତିଷ୍ଟା ହୋଇଥିବା ଏମ.ମସ୍ ହସ୍ପିଟାଲ ସହିତ ଦେଶର ୨୧ଟି ଏମ୍‌ସ୍ ହସ୍ପିଟାଲକୁ ବିଶ୍ୱବିଦ୍ୟାଳୟ ରୂପେ ମାନ୍ୟତା ଦିଆଯିବ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

କୋରାଇ ବ୍ଲକରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

0
ଭୁବନେଶ୍ୱର/ଯାଜପୁର୨୯ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ୧୯୯୯ ମସିହା ଅକ୍ଟୋବର ୨୯ ମହାବାତ୍ୟାକୁ ମନେପକାଇ ସାରା ରାଜ୍ୟରେ ଆଜି ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ କରାଯାଉଛି । ମହାବାତ୍ୟାକୁ ଏହା ମଧ୍ୟରେ ୨୦ ବର୍ଷ ବିତିଯାଇଥିଲେ...

ହାଇସ୍କୁଲରେ ଭୂଗୋଳ ପଢା ବନ୍ଦକୁ ନେଇ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

0
ଭୁବନେଶ୍ୱର/ଯାଜପୁର୨୯ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା କୋରାଇ ବ୍ଳକ ଖମଣ ପଞ୍ଚାୟତ ଶଙ୍ଖଚିଲା ର ସର୍ବ ପୁରାତନ ସରକାରୀ ବିଦ୍ୟାଳୟ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଆଜି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା ।...