Home ଓଡ଼ିଶା କଟକ-ବାରବାଟୀ ବିଧାୟକ ମହମ୍ମଦ ମୋଙ୍କିମଙ୍କୁ ପିସିସି ସଭାପତି କରିବାକୁ କଂଗ୍ରେସ ନେତାଙ୍କ ମେଳି

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋଙ୍କିମଙ୍କୁ ପିସିସି ସଭାପତି କରିବାକୁ କଂଗ୍ରେସ ନେତାଙ୍କ ମେଳି

591

ଭୁବନେଶ୍ୱର୩୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ବାପି ସର୍ଖେଲଙ୍କ ନେତୃତ୍ୱରେ ଭୁବନେଶ୍ୱର ପାନ୍ଥ ନିବାସରେ କିଛି କଂଗ୍ରେସ ନେତାମାନେ ଏକାଠି ହୋଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ କିଛି ନେତା ମେଳି କରିଛନ୍ତି।  ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବାକୁ କଂଗ୍ରେସ ନେତାମାନେ ଦାବି କରିଛନ୍ତି। କାରଣ ନିରଞ୍ଜନ ପଟ୍ଟନାୟକ ରାଜ୍ୟ କଂଗ୍ରେସକୁ ଠିକ୍ ଭାବେ ନେତୃତ୍ୱ ଦେଇ ପାରିନାହାନ୍ତି ବୋଲି ଏହି ନେତାମାନେ କହିଛନ୍ତି। ନଭେମ୍ବର ପ୍ରଥମ ସପ୍ତାହରେ ଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବେ ବୋଲି ଏକ ପ୍ରକାର ସ୍ଥିର ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.