Home ଅପରାଧ ରାସ୍ତା ଦୁର୍ଘଟଣାରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ

ରାସ୍ତା ଦୁର୍ଘଟଣାରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ

125

ଯାଜପୁର ୩୦ା୧୦(ଓଡିଆ ପୁଅ/ବି.ଏନ.ପତ୍ରୀ) ଯାଜପୁର ଜିଲ୍ଲା ବରୀ ଟ୍ରେକର ଷ୍ଟାଣ୍ଡରେ ଏକ ଟ୍ରକ୍ ଦୁର୍ଘଟଣାରେ ଔରଙ୍ଗାବାଦର ପୂର୍ବତନ ସରପଞ୍ଚ ରଘୁନାଥ ଜେନାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ବରୀରେ କିଛି ସମୟ ଉତ୍ତେଜନା ଦେଖିବାକୁ ମିଳିଛି। ଫଳରେ ଅନେକ ଗାଡି ରାସ୍ତାରେ ଅଟକି ରହିବା ଦ୍ୱାରା ଯାତାୟାତରେ ବାଧା ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.