Home ଜିଲ୍ଲା ପରିକ୍ରମା ୧୦ରୁ ଶଙ୍ଖଚିଲାରେ ହେବ ଜିଲାସ୍ତରୀୟ କ୍ୟାରମ ପ୍ରତିଯୋଗୀତା

୧୦ରୁ ଶଙ୍ଖଚିଲାରେ ହେବ ଜିଲାସ୍ତରୀୟ କ୍ୟାରମ ପ୍ରତିଯୋଗୀତା

68

ଯାଜପୁର୩୦ା୧୦(ଓଡିଆ ପୁଅ)ଯାଜପୁର ଜିଲ୍ଲାର ମା’ ହିଙ୍ଗୁଳା ସ୍ପୋଟସ୍ ଏକାଡ଼େମୀ ଆୟୋଜନରେ ନଭେମ୍ବର ୧୦ତାରିଖ ରବିବାରରୁ କ୍ୟାରମ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ହେବାକୁ ଥିବା ଜିଲାସ୍ତରୀୟ ପ୍ରତିଯୋଗୀତା ସକାଳ ୧୦ଘଟିକାରୁ ଆରମ୍ଭ ହେବ । ୧୬ଟି ଦଳକୁ ନେଇ ପ୍ରତିଯୋଗୀତା ହେବାକୁ ଥିବା ବେଳେ ଏଥିରେ ଭାଗ ନେବାକୁ ଇଛୁକ ପ୍ରତିଯୋଗୀ୭୯୭୮୫୮୩୦୮୩/୬୩୭୧୬୬୨୩୯୧/୬୩୭୧୨୭୬୧୭୨ନଂରେ ଯୋଗା ଯୋଗ କରିବାକୁ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିଯୋଗୀରେ ପ୍ରଥମ ଓ ଦ୍ୱିତୀୟ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି କୁହାଯାଇଛି ।B.N.PATRI

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.