Home Authors Posts by Biranchi Narayan Patri

Biranchi Narayan Patri

869 POSTS 0 COMMENTS

 ପୁଲିସ ମୁଖ୍ୟାଳୟରେ ରାଷ୍ଟ୍ରୀୟ ଶହୀଦ ଦିବସ ପାଇଁ ନିରବ ପ୍ରାର୍ଥନା

0
କଟକ୩୦ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ ଦେଶବ୍ୟାପି ଶହୀଦ ଭାବେ ପାଳନ କରାଯାଉଥିବା ବେଳେ ଆଜି କଟକ ସହର ପୁଲିସ ମୁଖ୍ୟାଳୟରେ  ରାଷ୍ଟ୍ରୀୟ ଶହୀଦ ଦିବସ ଉପଲକ୍ଷେ...

ବିଭିନ୍ନ ସ୍ଥାନରେ ମା ବାଗଦେବୀଙ୍କ ପୁଜା ଆରାଧନା

0
ଯାଜପୁର ୩୦ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ପାଣିକୋଇଲିର ବିଭିନ୍ନ ସ୍ଥାନରେ ବିଦ୍ୟାଦାୟିନୀ ମା ବାଗଦେବୀଙ୍କ ପୂଜା ଆରାଧନା ମହା ସମାରୋହରେ ପାଳିତ ହୋଇଯାଇଛି । ପାଣିକୋଇଲିର ସରସ୍ୱତୀ ମାର୍କେଟ, କୋରାଇ ରୋଡ଼, ପାଣିକୋଇଲି...

ରାଜ୍ୟସ୍ତରୀୟ ବ୍ରିଲିଆଣ୍ଟ କ୍ରିକେଟ ଟୁର୍ଣ୍ଣମେଣ୍ଟ, ନିମପୁର ଓ ଜୁଭେନାଇଲ କଟକ ଫାଇନାଲରେ

0
ଯାଜପୁର ୩୦ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ପବିତ୍ର ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହୋଇଥିବା ପାଣିକୋଇଲିର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ବ୍ରିଲିଆଣ୍ଟ କ୍ରିକେଟ କ୍ଲବ ପକ୍ଷରୁ ୨୫ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣମେଣ୍ଟ ।...

 ଟ୍ରକ ଦୁର୍ଘଟରାରେ ଗୋଟିଏ ହାତୀ ମୃତ୍ୟୁ ଓ ଅନ୍ୟ ଗୋଟିଏ ହାତୀ ଆହତ

0
ଢେଙ୍କାନାଳ୩୦ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଢେଙ୍କାନାଳ ଜିଲ୍ଲା ବନବିଭାଗ ସଦର ରେଞ୍ଜ ଜୀବନଖୋଲ ଛକ ନିକଟରେ ଏକ ଟ୍ରକ ଧକ୍କାରେ ଗୋଟିଏ ଦନ୍ତା ହାତୀ ମୃତବରଣ କରି ଥିବାବେଳେ ଅନ୍ୟ ଗୋଟିଏ ହାତୀ ଆହତ ହୋଇଥିବା...

ରାଜ୍ୟର ପ୍ରଥମ ଶ୍ରେଣୀ ପିଲାଙ୍କୁ ସ୍ପୋକନ ଇଂଲିସ ଶିକ୍ଷା ଦିଆଯିବ;ମୁଖ୍ୟମନ୍ତ୍ରୀ

0
ଭୁବନେଶ୍ୱର୨୯ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ଥିବା ୩୦ଟି ଜିଲ୍ଲାର ପ୍ରଥମ ଶ୍ରେଣୀରୁ ପିଲାଙ୍କୁ  ସ୍ପୋକନ ଇଂଲିସ ଶିକ୍ଷା ଦିଆଯିବ । ସେହିପରି ୩୦ଟି ଜିଲ୍ଲାର ୧୦୧ଟି ସ୍କୁଲକୁ ଉତ୍କର୍ଷ କେନ୍ଦ୍ର କରିବା ପାଇଁ...

ଶିଶୁ ଚାଲାଣ ମୁକ୍ତ ଭାରତ ସଂପର୍କିତ କର୍ମଶାଳା ଅନୁଷ୍ଠିତ

0
ଯାଜପୁର୨୯ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଶିଶୁ ଓ ମହିଳା ଚାଲାଣ ଏକ ଘୃଣ୍ୟ କାର୍ଯ୍ୟ ।  ଏହାକୁ ପ୍ରତିବଦ୍ଧ କରିବାକୁ ସବୁ ସ୍ତରରେ ଉଦ୍ୟମ ହେବା ଉଚିତ ବୋଲି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର...

ଇଷ୍ଟକୋଷ୍ଟ ରେଲୱ ଏଆରଏମଙ୍କ ଉପସ୍ତିତିରେ ଷ୍ଟେସନମାଷ୍ଟର ସାମ୍ବାଦିକଙ୍କୁ କଲେ ଦୁବ୍ୟବହାର

0
ଭୁବନେଶ୍ୱର୨୯ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ଅପରାହ୍ନରେ ଯାଜପୁରଜିଲ୍ଲାର ବୈତରଣୀ ରୋଡ ରେଲୱ ଷ୍ଟେସନକୁ ଇଷ୍ଟକୋଷ୍ଟ ରେଲୱର ଆଡିସନାଲ ରେଲୱ ମେନେଜର(ଏଆରଏମ) ଗାରିମା ତିୱାରୀ ଭଦ୍ରକ ଅଚାନକ ପରିଦର୍ଶରେ ପହଞ୍ଚିବା ଦେଖିବାକୁ ମିଳିଥିଲା । ଫେବୃଆରୀ...

 ଆଜି ଶ୍ରୀମନ୍ଦିରରେ ପ୍ରଭୁଙ୍କ ପଦ୍ମବେଶ

0
ପୁରୀ ୨୯ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ବିଶ୍ୱର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜି ଶ୍ରୀମନ୍ଦିରରେ ଦୁର୍ଲଭ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।   ମହାପ୍ରଭୁଙ୍କର ଚନ୍ଦନଲାଗି ଓ ବଡସିଂହାର ବେଶ ସମୟରେ ପଦ୍ମବେଶ...

 ଘାଟିରେ ଓଲଟିଲା ବସ୍ ; ୭ ମୃତ ୪୦ଆହତ

0
ଗଞ୍ଜାମ ୨୯ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ )ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିର ଏକ ପୋଲ ତଳକୁ ଯାତ୍ରୀବାହୀ ବସ୍ ଓଲଟି ଘଟଣା ସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବସ୍ ରେ ଥିବା ଅନ୍ୟ...

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର

0
ଯାଜପୁର୨୮ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ଅଞ୍ଚଳର ବହୁ ଜନହିତକର କାର‌୍ୟ୍ୟ କରିଆସୁଥିବା ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ମାନଙ୍କ ଦ୍ୱାରା ଏବଂ ଜାରକାର ଭୁମିକା ଚକ୍ଷୁ ଚିିକିତ୍ସାଳୟର ସହଯୋଗରେ ମଙ୍ଗଳବାର ଦିନ ପାଣିକୋଇଲି...

ବ୍ରିଲିଆଣ୍ଟ କ୍ରିକେଟ ଟୁର୍ଣ୍ଣମେଣ୍ଟ ର ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ

0
ଯାଜପୁର୨୮ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲିର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ବ୍ରିଲିଆଣ୍ଟ କ୍ରିକେଟ କ୍ଲବ ପକ୍ଷରୁ ୨୫ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣମେଣ୍ଟ ପବିତ୍ର ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହୋଇଛି । ପାଣିକୋଇଲି କଲେଜ...

ନକୁଲ ମୁଣ୍ଡା ମୃତ୍ୟୁ ମାମଲା, ପ୍ରଥମ ସ୍ତ୍ରୀ ସହ ୩ କୋର୍ଟ ଚାଲାଣ

0
ଯାଜପୁର୨୮ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ପୁଲିସ ନକୁଳ ମୃତ୍ୟୁ ମାମଲାରେ ୩ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । କେଉଁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ମାନପୁର ଗ୍ରାମର...

 ରାଜ୍ୟର କିଛି ଜିଲ୍ଲାରେ ୨ଦିନ ମଧ୍ୟରେ ବର୍ଷା ହେବାରର ପୁର୍ବାନୁମାନ ;ଆଞ୍ଚଳିକ ପାଣିପାଗ ବିଭାଗର...

0
ଭୁବନେଶ୍ୱର୨୮ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଗତ କିଛି ଦିନ ହେଲା ରାଜ୍ୟରେ ଲାଗିରହିଥିବା ଶୀତ ସାମନ୍ୟ ହ୍ରାସ ପାଇଛି । ଆସନ୍ତାକାଲିଠାରୁ ଦୁଇ ଦିନ ଧରି ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର...

 ଦନ୍ତା ହାତୀ ଭୟରେ ଯାଜପୁର ବାସି

0
ଯାଜପୁର ୨୬ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଯାଜପୁର ଜିଲ୍ଲା ଯାଜପୁର ରୋଡ,କୋରାଇ ଥାନା ରଗଡି , ପାଣିକୋଇଲି ଆନା ଶଙ୍ଖଚିଲା ଓ ଗୋଡି ପାଟଣା ଅଞ୍ଚଳରେ ଏକାଧିକ ଦନ୍ତା ହାତୀ ଗତ ୫...

 ବଡଦାଣ୍ଡରେ ଇସ୍କନ ବିଦେଶୀ  ରକ୍ ବ୍ୟାଣ୍ଡ ଗାୟକଙ୍କ ଗୀତରେ ଭକ୍ତ ହେଲେ ମନ୍ତ୍ରମୁଗ୍ଧ

0
ପୁରୀ ୨୬ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଅନ୍ତର୍ଜାତୀୟ ସଙ୍ଗଠନ ଇସ୍କନରେ ୨୨ ବର୍ଷ ତଳେ ଯୋଗ ଦେଇଥିବା ଋଷୀୟ ନାଗରିକ ରଶେଲ ଦୁଇ ମାସ ହେବ ଭାରତ ଆସିଛନ୍ତି । ପୁରୀ ଆସିବା...

ବାଳାଶ୍ରମ ପଡିଆ ଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ

0
ଯାଜପୁର୨୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯୁବ ସମାଜ ହିଁ   ଦେଶରେ ପରିବର୍ତ୍ତନ ଆଣି ଏକ ଦୃଢ, ସ୍ୱଚ୍ଚ୍ଥ ଓ ସଂସ୍କାରଯୁକ୍ତ ସମାଜ ସୃଷ୍ଟି କରିପାରିବେ ବୋଲି ରାଜ୍ୟ ଗୃହ, ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର...

+୨ ପରିକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗାଇବା ବାଧ୍ୟତାମୂଳକ; ମଧ୍ୟମିକ ଶିକ୍ଷା ବିଭାଗ

0
ଭୁବନେଶ୍ୱର୨୬ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) +୨ ବାର୍ଷିକ ପରିକ୍ଷା ପୁର୍ବରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ ଉଚ୍ଚ ମାଧ୍ୟମିକ ସ୍କୁଲ, ସେଲ୍‍ଫ ଫାଇନାନ୍ସିଂ...

ନେତାଜୀ ଯୁବକ ସଙ୍ଘର ବାର୍ଷିକୋତ୍ସବ ଉଦ୍‌ଯାପିତ

0
ଯାଜପୁର୨୫ା୧(ଓଡିଆ ପୁଅ/ବିରଞ୍ଚିନାରୟଣ ପତ୍ରୀ)ପଥରପଦା ନେତାଜୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ୨୪ତମ ନେତାଜୀ ଜୟନ୍ତୀ ଓ ବାଷିକୋତ୍ସବ ଉଦ୍‌ଯାପିତ ହୋଇଛି । ଉଦ୍‌ଯାପନି ସନ୍ଧ୍ୟାରେ ସୁବାସ ଧଳଙ୍କ ସଭାପତିତ୍ୱ ଓ ଅଧ୍ୟାପିକା ସରିତା...

ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଉଦ୍‌ଘାଟିତ

0
ଯାଜପୁର୨୫ା୧(ଓଡିଆ ପୁଅ/ବିରଞ୍‌ଚିନାରୟଣ ପତ୍ରୀ)ଯୁବକମାନେ ସମାଜର ବଳ । ଯୁବଶକ୍ତି ଦ୍ୱାରା ସମାଜରେ ପରିବର୍ତନ ସମ୍ଭବ । ତେଣୁ ଯୁବକମାନେ ଭାରତୀୟ କଳା ସଂସ୍କୃତିକୁ ପାଥେୟ କରି ସମାଜ ପରିବର୍ତନର ଆବାହକ ହେବା ଉଚିତ୍...

ଜାତୀୟ ମତଦାତା ଦିବସ ପାଇଁ ସଚେତନତା ଶୋଭାଯାତ୍ରା

0
ଯାଜପୁର୨୫ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜାତୀୟ ମତଦାତା ଦିବସ ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ ନିର୍ବାଚନ ବିଭାଗ ପକ୍ଷରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆୟୋଜିତ ଏହି...