Home ଆମ ସଂସ୍କୃତି, କଳା ଓ ଐତିହ୍ୟ  ଆଜି ଶ୍ରୀମନ୍ଦିରରେ ପ୍ରଭୁଙ୍କ ପଦ୍ମବେଶ

 ଆଜି ଶ୍ରୀମନ୍ଦିରରେ ପ୍ରଭୁଙ୍କ ପଦ୍ମବେଶ

82

ପୁରୀ ୨୯ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ବିଶ୍ୱର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜି ଶ୍ରୀମନ୍ଦିରରେ ଦୁର୍ଲଭ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।

 

ମହାପ୍ରଭୁଙ୍କର ଚନ୍ଦନଲାଗି ଓ ବଡସିଂହାର ବେଶ ସମୟରେ ପଦ୍ମବେଶ ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ଠାରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.