Home ଅପରାଧ  ଟ୍ରକ ଦୁର୍ଘଟରାରେ ଗୋଟିଏ ହାତୀ ମୃତ୍ୟୁ ଓ ଅନ୍ୟ ଗୋଟିଏ ହାତୀ ଆହତ

 ଟ୍ରକ ଦୁର୍ଘଟରାରେ ଗୋଟିଏ ହାତୀ ମୃତ୍ୟୁ ଓ ଅନ୍ୟ ଗୋଟିଏ ହାତୀ ଆହତ

157

ଢେଙ୍କାନାଳ୩୦ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଢେଙ୍କାନାଳ ଜିଲ୍ଲା ବନବିଭାଗ ସଦର ରେଞ୍ଜ ଜୀବନଖୋଲ ଛକ ନିକଟରେ ଏକ ଟ୍ରକ ଧକ୍କାରେ ଗୋଟିଏ ଦନ୍ତା ହାତୀ ମୃତବରଣ କରି ଥିବାବେଳେ ଅନ୍ୟ ଗୋଟିଏ ହାତୀ ଆହତ ହୋଇଥିବା ବନ ବିଭାଗ କର୍ମଚାରୀଙ୍କ ସୁତ୍ରରୁ ଜଣାପଡିଛି ।

 

ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.