Home 2020

Yearly Archives: 2020

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ପ୍ରକାଶିତ, ପାସହାର ୯୬.୪ପ୍ରତିଶତ, ବିନୋଦ କୁମାର ଜେନା କଲେଜ...

0
କେନ୍ଦ୍ରାପଡା, ୨୭/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ +୩ ବିଜ୍ଞାନ ବିଭାଗ ପଦାର୍ଥ ବିଜ୍ଞାନ ସମ୍ମାନ ଛାତ୍ର...

ଶ୍ରୀକୋଣା ପଞ୍ଚାୟତରେ ବିଜେଡି କର୍ମୀଙ୍କ ଜୁଲମ୍‌ – ଆଇଜିଙ୍କଠାରେ ବିଜେପିର ଅଭିଯୋଗ

ବାଲେଶ୍ୱର, ୨୭ା୧୦ (ଓଡ଼ିଆ ପୁଅ/ଅଭୟ ଦାସ) : ପୋଷ୍ଟାଲ ବ୍ୟାଲଟ ପେପର ମତ ସଂଗ୍ରହରେ ଶାସକଦଳ ପକ୍ଷରୁ ହେଉଥିବା ସରକାରୀ କଳର ଅପବ୍ୟବହାର ନେଇ ଗତକାଲି ବିଜେପି ଜିଲ୍ଲାପାଳଙ୍କଠାରେ ଅଭିଯୋଗ ଉଠାଇଥିବା ବେଳେ...

ବାଲେଶ୍ୱରର କୃଷି-କୃଷକଙ୍କ ପ୍ରତି ଚରମ ଅବହେଳା – ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର, ୨୭ା୧୦ (ଓଡ଼ିଆ ପୁଅ/ଅଭୟ ଦାସ) : କୃଷି ଓ କୃଷକର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ବାଲେଶ୍ୱର ଜିଲ୍ଲାକୁ ଚରମ ଅବହେଳା କରିଥିବା ନେଇ ଆରୋପ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର...

ଚାନ୍ଦିପୁରରେ ବିଜେଡିର ନିର୍ବାଚନୀ ସଭା – ରାଜ୍ୟ ସରକାରଙ୍କ ସଫଳତାର ଚିଠା ଖୋଲିଲେ ନେତା-ମନ୍ତ୍ରୀ

0
ବାଲେଶ୍ୱର, ୨୭ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଶାସକ ଦଳ ବିଜେଡି ପକ୍ଷରୁ ଚାନ୍ଦିପୁର ପଞ୍ଚାୟତର ଅଧିକ ସଂଖ୍ୟାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକ ବସବାସ କରୁଥିବା ମିର୍ଜାପୁରଠାରେ ଏକ ପ୍ରଚାର ସଭା ଆଜି ଅନୁଷ୍ଠିତ ହୋଇଯାଇଛି।...

ଦୁର୍ନୀତି ନିବାରଣ ସପ୍ତାହରେ ପ୍ରଶାସନର ଶପଥପାଠ

0
ବାଲେଶ୍ୱର, ୨୭ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶପଥପାଠ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ଚଳିତ...

୨୯ ୱାର୍ଡ଼ରେ ବିଜେଡିର ମିଶ୍ରଣ ପର୍ବ

ବାଲେଶ୍ୱର, ୨୭ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ସଦର ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ କର୍ମୀଙ୍କ ଦଳଡିଆଁ ବାଲେଶ୍ୱର ରାଜନୀତି ପାଇଁ ଏକ ନୂଆ ସମୀକରଣ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ୨୯...

‘ସମରାସ୍ତା’ ସମ୍ବାଦ ପତ୍ରର ସମ୍ପାଦକଙ୍କ ବିୟୋଗରେ ଶୋକ : ‘ଓୟୁଡବ୍ଲ୍ୟୁଜେ’ପକ୍ଷରୁ ଶୋକସନ୍ତପ୍ତ ପରିବାରକୁ ଆର୍ଥିକ ସହାୟତା

ବାଲେଶ୍ୱର, ୨୭ା୧୦(ଓଡ଼ିଆ ପୁଅ/ଅଭୟ ଦାସ): କରୋନାରେ ପ୍ରାଣ ହରାଇଥିବା ‘ସମରାସ୍ତା’ ସମ୍ବାଦପତ୍ରର ସମ୍ପାଦକ ସ୍ୱର୍ଗତ ରାଧେଶ୍ୟାମ ଶର୍ମାଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆଜି ଅନୁଷ୍ଠିତ ହୋଇଯାଇଛି। ସଦର ମହକୁମା ସାମ୍ବାଦିକ ପ୍ରକୋଷ୍ଠରେ...

‘ଯୁଗଶ୍ରୀ ଯୁଗନାରୀ’ର ପୂଜାସଂଖ୍ୟା ଉନ୍ମୋଚିତ

ବାଲେଶ୍ୱର, ୨୭ା୧୦(ଓଡ଼ିଆ ପୁଅ): ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ପୂଜାସଂଖ୍ୟା ଶାନ୍ତିକାନନଠାରେ ଉନ୍ମୋଚିତ ହୋଇଯାଇଛି। ‘ଫକୀରମୋହନ ସାହତ୍ୟ ପରିଷଦ’ର ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ‘ଯୁଗଶ୍ରୀ ଯୁଗନାରୀ’ର ସଂପାଦିକା ମମତା ମହାପାତ୍ର ସଭାପତତ୍ୱ...

ତିନିମାସ ପରେ ଦେଶର ଦୈନିକ ନୂତନ ମାମଲା ସର୍ବନିମ୍ନ – ୧୧ ସପ୍ତାହ ପରେ ସକ୍ରିୟ ମାମଲା...

0
ନୂଆ ଦିଲ୍ଲୀ ୨୭-୧୦ (ଓଡ଼ିଆ ପୁଅ) ଦେଶ କୋଭିଡ ବିରୁଦ୍ଧରେ ଆରମ୍ଭ କରିଥିବା ସଂଗ୍ରାମରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୬, ୫୦୦ରୁ କମ (୩୬,...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ

ନୂଆ ଦିଲ୍ଲ ୨୮-୧୦ (ଓଡ଼ିଆ ପୁଅ) ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକେଲ ଆର- ପମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଡ- ମାର୍କ ଟି ଏସ୍‌ପର ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ...

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ତିହିଡି ବ୍ଲକ୍ ପାଳିଆବିନ୍ଧାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ପଛପଟ ଝରକା ଭାଙ୍ଗି ଚୋରି ଉଦ୍ୟମ ହୋଇଥିବା ସୂଚନା ମିଳିଛି...

କେବଲ ସୌଦାଗର ନିତୁ ବିଶ୍ୱାଳ ଆଉ ନାହାଁନ୍ତି

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସହରର ସମସ୍ତଙ୍କର ପ୍ରିୟ ନିତୁ ବିଶ୍ୱାଳ ଆଉ ଏ କ୍ଷଣ ଭଙ୍ଗୁର ଇହଲୋକରେ ନାହାଁନ୍ତି । ସେ ଭଦ୍ରକ ସହରରେ ପ୍ରଥମ...

ଉଦ୍‌ଯାପିତ ହେଲା ଭାରତମାତାଙ୍କ ନବରାତ୍ର ପୂଜା

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଚାନ୍ଦବାଲି ରାସ୍ତାର ହଳଦିଡିହ ଛକ ଠାରେ ସ୍ଥିତ ଭାରତମାତା ମନ୍ଦିରରେ ଅନୁଷ୍ଠିତ ନବରାତ୍ର ଉତ୍ସବ ଉଦ୍‌ଯାପିତ ହୋଇ ଯାଇଛି ।...

ସାରସ୍ୱତ ପତ୍ରିକା ‘ଶିବାନୀ’ ଲୋକାର୍ପିତ

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ଥାନୀୟ ବାଇପାସ୍ ଜଗନ୍ନାଥ ମନ୍ଦିର ପରିସରରେ ପୂର୍ଣ୍ଣ ଚନ୍ଦ୍ର ବହଳୀଙ୍କ ସମ୍ପାଦନାରେ ପ୍ରକାଶିତ ଭିନ୍ନ ସ୍ୱାଦର ସମୃଦ୍ଧ ସାରସ୍ୱତ ପତ୍ରିକା ‘ଶିବାନୀ’...

୪୯ତମ ବିଜୟା ମିଳନ: ସାହିତ୍ୟ ଯୁଗେ ଯୁଗେ ମଣିଷ ଜୀବନରେ ଆଶାର ସଞ୍ଚାର କରିଛି

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାହିତ୍ୟ ଯୁଗେ ଯୁଗେ ଆଶାର ସଞ୍ଚାର ଲାଗି ଉଦ୍ଦିଷ୍ଟ ହୋଇଥିବାରୁ ସାହିତ୍ୟିକ ଯଥେଷ୍ଟ ଆଶାବାଦୀ ହୋଇ ରହିଥାଏ । ଜୀବନ ସହିତ...

ଭଦ୍ରକରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡ. ଜ୍ଞାନ ଦାସ ସମାଜରୁ...

ଓଳଗରେ ଫିକା ପଡିଲା ୪ ଶହ ବର୍ଷର ଲାଖବିନ୍ଧା ଉତ୍ସବ

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଓଗଳ ପଂଚାୟତରେ ପ୍ରତିବର୍ଷ ବେଶ୍ ଯାକ ଜମକରେ ପାଳନ କରାଯାଇଥାଏ ଲାଖବିନ୍ଧା ଉତ୍ସବ । ମାତ୍ର...

ପରସିଙ୍ଗା ପଞ୍ଚାୟତରେ ଗ୍ରାମାଞ୍ଚଳ କ୍ରିକେଟ୍ : ଏରେଇଁ ଚମ୍ପିଆନ, ତେନ୍ତୁଳିଗଡିଆ ରନର୍ସଅପ୍

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ମହାମାରୀ କରୋନାହ ପ୍ରକୋପରେ ସମସ୍ତଙ୍କର ଜୀବନ-ଜୀବିକା ବିପନ୍ନ । ଏଥିରେ ଯୁବ ମାନସ କେତେକାଂଶରେ ଭିତତ୍ରସ୍ତ ଓ ଅସ୍ଥିର ।...

ଭଦ୍ରକର ପ୍ରଥମ ମହିଳା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ପ୍ରଥମ ବର୍ଷ ସଫଳ କାର୍ଯ୍ୟକଳାପର କାହାଣୀ ପୁସ୍ତିକା ଲୋକାର୍ପିତ

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ବିଜୟା ଦଶମୀରେ ଭଦ୍ରକର ପ୍ରଥମ ମହିଳା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ପ୍ରୟାସ ଓ ସଫଳତାର ପ୍ରଥମ ବର୍ଷ ପୁସ୍ତିକା ‘ଶକ୍ତି’ର...

ଝିମିଟି ଖେଳରୁ ମହାଭାରତ : ଭାଇ ନେଲା ଭାଇର ଜୀବନ

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଝିମିଟି ଖେଳରୁ ମହାଭାରତ । ଛୋଟିଆ ଘଟଣାକୁ ନେଇ ତୁମୁଳ ସଂଘର୍ଷ । ଆଉ ଶେଷରେ ଅକାଳରେ ଝରିପଡିଲା ଗୋଟିଏ ଜୀବନ...