Home 2020
Yearly Archives: 2020
ବିଜେପି ରାଜ୍ୟ ସଭାପତି ଓ ବିରୋଧିଦଳ ନେତାଙ୍କ ଜିଲ୍ଲାରେ ଜିଲ୍ଲା ସଭାପତି ନିର୍ଣ୍ଣୟ ହୋଇପାରୁନାହିଁ
କଳାହାଣ୍ଡି, ୧୨.୦୧.୨୦୨୦ (ଓଡିଆପୁଅ) ସମଗ୍ର ଓଡିଶାର ୩୬ ଗୋଟି ବିଜେପି ସାଂଗଠନିକ ଜିଲ୍ଲା ମଧ୍ୟରୁ ରାଜଧାନୀ ଭୁବନେଶ୍ୱର ଏବଂ କଳାହାଣ୍ଡି ଜିଲ୍ଲାର ଜିଲ୍ଲା ସଭାପତି ନିର୍ବାଚନ କରାଯାଇ ପାରୁନାହିଁ। କଳାହାଣ୍ଡି ଜିଲ୍ଲାର ବରିଷ୍ଠ...
ଗାଁ ମୁଣ୍ଡେ ପହଚିଂଲେ ହେଲେ ଘରକୁ ଫେରିଲେନି କାର ଦୁର୍ଘଟଣାରେ ୪ଜଣଙ୍କ ଶୋଚନୀୟ ମୃତ୍ୟୁ
ନୟାଗଡ଼, ୧୧ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଘରୁ ଯାଇ ଘରକୁ ଫେରିଲେନି ପରିବାର ଲୋକେ। ଗାଁକୁ ଫେରିବା ବାଟରେ ଗାଁ ମୁଣ୍ଣେ ପହଚିଂ ଘରକୁ ଶବ ହୋଇ ଫେରିବା ଘଟଣା ଓଡଗାଁ...
ମାଲକାନଗିରି ଜିଲ୍ଲାରେ ଯାଦବ ମହାସଭା,ଗରିବଙ୍କୁ କମ୍ବଳ ବଟଂନ
ମାଲକାନଗିରି,୧୧ ।୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଯାଦବ ସମାଜ ପକ୍ଷରୁ ଗୌଡଗୁଡା ଗ୍ରାମଠାରେ ବିଶାଳ ଯାଦବ ସମାବେଶ ଜିଲ୍ଲା ସଭାପତି ପରମେଶ୍ୱର ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଟିତ ହୋଇଯାଇଛି । ଏହି...
୩୧ତମ ସଡକସୁରକ୍ଷା ସପ୍ତାହ ରେ ଜନସଚେତନତା ରଥ ଉଦଘାଟିତ
ମାଲକାନଗିରି,୧୧ ।୧(ଓଡିଆ ପୁଅ ) ୩୧ତମ ସଡକସୁରକ୍ଷା ସପ୍ତାହ ଉପଲକ୍ଷେ ମାଲକାନଗିରି ଜିଲ୍ଲା ରେ ଜନସଚେତନତା ରଥ ଓ ସୋଭାଯାତ୍ରା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଜିଲ୍ଲାସଡକ ସୁରକ୍ଷା କମିଟି ପକ୍ଷରୁ ମାଲକାନଗିରି...
ରବିଫସଲ ପାଇଁ ୫୬୯୯୮,୩୩୭ହେକ୍ଟର ଚାଷ ଜମିକୁ ପୋଟେରୁ ଓ ସତିଗୁଡା କେନାଲରେ ଜଳସଚେନର ବ୍ୟବସ୍ଥା କରଗଲା
ମାଲକାନଗିରି,୧୧ ।୧(ଓଡିଆ ପୁଅ )ମାଲକନଗିରି ଜିଲ୍ଲାରେ ୨୦୧୯ ଓ ୨୦୨୦ କୃଷିବର୍ଷ ପାଇଁ ରବିଫସଲ ନିମନ୍ତେ ୫୬୯୯୮,୩୩୭ ହେକ୍ଟକ ଚାଷ ଜମିକୁ ଜଳସେଚିତ କରିବା ପାଇଁ ପୋଟେରୁ ଓ ସତିଗୁଡା କେନାଲରେ ଜଳ...
ମହିଳା ନେତ୍ରୀଙ୍କ ଅଶ୍ରାବ୍ୟ ଟିପଣୀ: ପରାମର୍ଶ ଦେବେନି ବିଜେଡି ନେତ୍ରୀ?
ଭୁବନେଶ୍ୱର: ମହିଳା ସୁରକ୍ଷା, ମହିଳାଙ୍କୁ ସମ୍ମାନ ନେଇ ସବୁବେଳେ ସ୍ୱର ଉଠୁଛି।ମହିଳା ସୁରକ୍ଷା, ମହିଳାଙ୍କ ଅଧିକାର ଆଦି ପାଇଁ ବିଭିନ୍ନ ସରକାରଙ୍କ ସମେତ ମହିଳା କମିଶନ, ମହିଳା ସଙ୍ଗଠନ, ସମାଜସେବୀ ମାନେ କାମ...
ପୁଅର ଧାରୁଆ ଅସ୍ତ୍ରରେ ବାପା ଓ ମା କୁ ଆକ୍ରମଣ : ବାପା ମୃତ, ମା ଗୁରୁତର
ବାଲିଗୁଡା, ୧୧/୧.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବେଲଘର ଥାନା ଝାଳିପଡ଼ା ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା, ମାନସିକ ବିକୃତ ପୁଅର...
ଅପରାଜିତାଙ୍କ ମାଷ୍ଟର ଷ୍ଟୋକ୍: ଧର୍ମେନ୍ଦ୍ରଙ୍କୁ ଲାଗିପାରେ ବଡ଼ ଝଟକା!
ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ମାଷ୍ଟର ଷ୍ଟୋକ୍ ଖେଳିବାକୁ ଯାଉଛନ୍ତି।ଆଜି ପର୍ଯ୍ୟନ୍ତ ଓଡ଼ିଶା ବିଜେପିରେ ଏକ ମାତ୍ର କ୍ଷମତା କେନ୍ଦ୍ର ହୋଇ ରହିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଏହା...
ରଣପୁର ୨୦୨୦ ମକର ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ
ନୟାଗଡ/୧୧/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁରରେ ମକର ମହୋତ୍ସବ ପାଇଁ ମହୋତ୍ସବ କମିଟି ତରଫରୁ ଏକ ସାମ୍ବାଦି ସମ୍ମିଳନୀ ଜାନୁୟାରୀ ୧୧ ତାରିଖ ଅପରାହ୍ନରେ ଦଣ୍ଡା ବାଲୁଙ୍କେଶ୍ୱର ପୀଠରେ ଡକାଯାଇଥିଲା । ରଣପୁର...
ଜେଏନୟୁ ହିଂସା: ହ୍ୱାଟ୍ସଆପ୍ ଗ୍ରୁପ ‘ୟୁନିଟି ଏଗେନ୍ଷ୍ଟେ ଲେଫ୍ଟ’ ହିଂସା ଉସୁକାଇଥିବା ଅଭିଯୋଗ – ପୁଲିସ୍ ସୂତ୍ରରୁ ୩୭...
ନୂଆ ଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ଜେଏନୟୁ ହିଂସା ମାମଲାରେରେ ଯେଉଁ ହ୍ୱାଟ୍ସଆପ୍ ଗ୍ରୁପ୍ ଜରିଆରେ ହିଂସା ପ୍ରସାରିତ କରିବାର ଅଭିଯୋଗ ଲଗାଯାଇଛି ସେଥିରେ ଥିବା ୬୦ ରୁ ୩୭ ସଦସ୍ୟମାନଙ୍କୁ ଚିହ୍ନିତ...
ବିମାନ ଦୁର୍ଘଟଣା ଉପରେ ଇରାନ ସେନାର କବୁଲନାମା : ମାନବୀୟ ଭୁଲରେ ବିମାନ ଖସାଯାଇଥିଲା
ନୂଆ ଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ତେହରାନ ବିମାନ ବନ୍ଦର ନିକଟରେ ଥିବା ବୁଧବାରଦିନ ୟୁକ୍ରେନ ବିମାନ ଦୁର୍ଘଟଣା ଉପରେ ଇରାନର ସେନା ବୟାନ ଦେଇ କହିଛି କି ଭୁଲରେ ବିମାନକୁ ମାରି...
ଡବଲ ଡେକର ବସ ଏବଂ ଏକ ଟ୍ରକ ମଧ୍ୟରେ ଧକ୍କା – ଜିଅନ୍ତା ଜଳିଗଲେ ୨୦ରୁ ଉର୍ଦ୍ଧ୍ୱ !
ନୂଆ ଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶର କନ୍ନୌଜ ଜିଲ୍ଲାର ଛିବରାମଉ ନିକଟରେ ଶୁକ୍ରବାରଦିନ ରାତିରେ ଏକ ଡବଲ ଡେକର ବସ ଏବଂ ଏକ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ...
ମସଜିଦ୍ ରେ ବିଷ୍ପୋରଣ, ୧୫ ମୃତ, ୨୦ ଆହତ
ବଲୁଚିସ୍ଥାନ/ନୂଆ ଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) : ପାକିସ୍ତାନର କ୍ୱେଟାରେ ଏକ ମସଜିଦ୍ ରେ ବିଷ୍ପୋରଣର ଖବର ଆସିଛି। ପ୍ରାରମ୍ଭିକ ସୂଚନା ଅନୁସାରେ ଏହି ବିଷ୍ପୋରଣରେ ୧୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି...
ବିରାଟ କୋହଲୀ ବନାଇଲେ ୱାର୍ଲ୍ଡ ରେକର୍ଡ
ପୁଣେ ୧୦-୧ (ଓଡ଼ିଆ ପୁଅ) ଭାରତୀୟ ଅଧିନାୟକ ବିରାଟ କୋହଲୀଙ୍କ ପାଇଁ ଶୁକ୍ରବାର ପୁଣେରେ ଶ୍ରୀଲଙ୍କାର ବିରୁଦ୍ଧରେ ତୃତୀୟ ଇଣ୍ଟରନ୍ୟାସନାଲ ଟି-୨୦ ମ୍ୟାଚ୍ ସ୍ମରଣୀୟ ହୋଇ ରହିବ। ବିରାଟ ଅଧିନାୟକ ଭାବେ ଅନ୍ତରାଷ୍ଟ୍ରୀୟ...
ଜିଲ୍ଲାପରିଷଦ କାର୍ଯ୍ୟାଳୟରେ କଂଗ୍ରେସ କର୍ମୀ ତାଲାପକାଇ ବୈଠକ ବନ୍ଦକଲେ,ନିରାଶ ହୋଇ ଘରକୁ ଫେରିଲେ ସଭ୍ୟ ସଭ୍ୟା
ମାଲକାନଗିରି,୧୦ ।୧(ଓଡିଆ ପୁଅ ) ଆଜିଥିଲା ମାଲକାନଗିରି ଜିଲ୍ଲାପରିଷଦ ବୈଠକ,ଏହି ବୈଠକ ଆରମ୍ଭ ହେବା ପୁର୍ବ ରୁ ସେଠାରେ ପହଁଚି ଯାଇଥିଲେ କଂଗ୍ରେସ କର୍ମୀ ମାନେ, କାର୍ଯ୍ୟାଳୟ ରେ ତାଲା ପକାଇ ବୈଠକ...
ଶାନ୍ତି ପ୍ରତିଷ୍ଠା ଓ କ୍ରୀଡାର ବିକାଶ ପାଇଁ ଖେଳ ଇଣ୍ଡିଆ କ୍ରୀଡାପ୍ରତି ଯୋଗୀତା ଉଦଘାଟିତ
ମାଲକାନଗିରି,୧୦ ।୧(ଓଡିଆ ପୁଅ ) ଶାନ୍ତିପ୍ରତିଷ୍ଠା ଓ କ୍ରୀଡାର ବିକାଶ ନିମନ୍ତେ ତିନିଦିନିଆ ଖେଳ ଇଣ୍ଡିଆ କ୍ରୀଡା ପ୍ରତିଯୋଗୀତା ଆଜି ମାଲକାନଗିରି ରେ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ଷ୍ଟାଡିୟମ ପରିସରରେ ଜିଲ୍ଲାକ୍ରୀଡା...
ନବୀନଙ୍କ ପ୍ରତି ଶ୍ରଦ୍ଧା! ବିଜୁ ଗୁଣ୍ଡା ବାହିନୀ କଥା ମିଥ୍ୟା?
ଭୁବନେଶ୍ୱର/ବ୍ରହ୍ମପୁର: ରାଷ୍ଟ୍ରବ୍ୟାପୀ ସିଏଏ ସପକ୍ଷରେ ବିଜେପି ପକ୍ଷରୁ କରାଯାଉଥିବା ସଚେତନତା କାର୍ଯ୍ୟକ୍ରମ ଅନୁଯାୟୀ ବ୍ରହ୍ମପୁରରେ ହୋଇଯାଇଛି ଏକ ବିରାଟ ଶୋଭାଯାତ୍ରା।ଏଥିରେ କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ବବୁଲ୍...
ହାତୀ ପାଦ ତଳେ ଚାଲିଗଲା ମେଧାବୀ ଛାତ୍ରୀଙ୍କ ଜୀବନ
ପାଟଣା ୧୦-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) - କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଗୋଠ ଛଡା ଦନ୍ତାର ଉତ୍ପାତ ଜାରି ରହିଛି ସାହରପଡା ବ୍ଲକ ତେଣ୍ଡେରା ପଞ୍ଚାୟତ ହରିହରପୁର ଗାଁ ରେ ପଶି...
ଯୋଡା – ବ୍ୟାଙ୍କ ଠକେଇ ଅଭିଯୋଗରେ ଜଣେ ଗିରଫ
ଯୋଡା - ୧୦/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୁଲିସ ବ୍ୟାଙ୍କ ଠକେଇ ଅଭିଯୋଗରେ ଶୁକ୍ରବାର ଦିନ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା...
ଶ୍ରୀଲଙ୍କା ଟସ ଜୀତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି – ଜାଣନ୍ତୁ କିଏ ଇନ୍ କିଏ ଆଉଟ୍
ପୁଣେ ୧୦-୧ (ଓଡ଼ିଆ ପୁଅ) ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଏବଂ ଅନ୍ତିମ ଇଣ୍ଟରନ୍ୟାସନାଲ ଟି-୨୦ ମ୍ୟାଚ୍ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ (MCA) ଷ୍ଟାଡ଼ିୟମରେ ଖେଳା ଯାଉଛି। ଶ୍ରୀଲଙ୍କାର ଅଧିନାୟକ ଲସିଥ...





