Home 2020

Yearly Archives: 2020

କେବିକେ-କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ଦାବୀ ଯୋର ଧରିବାରେ ଲାଗିଛି

କଳାହାଣ୍ଡି- ତା.ତା.୦୫.୦୩.୨୦୨୦ ( ଓଡିଆପୁଅ/ ଦୁଷ୍ମନ୍ତ କୁମାର ପଣ୍ଡା) ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ ଜିଲ୍ଲା ( କେବିକେ ଅଂଚଳ) ସମେତ ପାଶ୍ୱବର୍ତୀ ଅବିଭକ୍ତ କନ୍ଧମାଳ ଜିଲ୍ଲାକୁ ମିଶାଇ କେବିକେ–କନ୍ଧମାଳ ସ୍ୱୟଂଶାସିତ...

ବିଜୁବାବୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର୫ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ ଉତ୍ସବ । ଏହି ଅବସରରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଯାଜପୁର ଜିଲ୍ଲା ପ୍ରଶାସନ କେବେ କାର୍ଯ୍ୟକାରୀ କରିବେ ଏନ.ଜି.ଟି ନିଦ୍ଦେଶ

ଯାଜପୁର୫ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରାଯାଇ ଧର୍ମଶାଳା ତହସିଲ ଅଧୀନରେ ଥିବା ବେଆଇନ କ୍ରସର ୟୁନିଟ ଗୁଡିକ ଉଚ୍ଛେଦ କରାଯାଇଛି। ବିଛାଖଣ୍ଡି ଅଞ୍ଚଳରୁ ଏହି ଉଛେଦ...

ରାଜଲକ୍ଷ୍ମୀର ଅଙ୍ଗଦାନ କଲେ ପରିବାର ଲୋକ

କଟକ୫ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ : ଗତ ବିଳମ୍ବିତ ରାତିରେ ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ଚିକିତ୍ସାଧୀନ(ବ୍ରେନ୍ ଡେଡ୍‌) ରାଜଲକ୍ଷ୍ମୀ ଦାସଙ୍କ କିଡ୍‌ନୀ ଅଣାଯାଇ ଏସ୍‍ସିବିରେ ଚିକିତ୍ସାଧୀନ ମୟୂରଭଜ୍ଞ ଜିଲାର ରୀତାରାଣୀ ମହନ୍ତଙ୍କ ଶରୀରରେ...

ବଡ଼ବିଲ ଠାରେ ଉତ୍କଳ ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

ବଡ଼ବିଲ ,ତା ୦୪ ମାର୍ଚ୍ଚ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ବିକାଶ ମହଲ ସଭାଗୃହରେ ଆଜି ଉତ୍କଳ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଛି । ବଡ଼ବିଲ...

ମଦ୍ୟପ ପୁଲିସ କର୍ମଚାରୀ ଗିରଫ

କଳାହାଣ୍ଡି୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାସ୍ତାରେ ମଦ୍ୟପନ କରି ଗାଡି ଚାଳନା କରୁଥିବା ପୁଲିସ କର୍ମଚାରୀକୁ ଆଜି ପୁଲିସ ଗିରଫ କରି ପୁଲିସ ନିଜକୁ ସମାଜ ସେବକ ବୋଲି ପ୍ରମାଣ କରିବା ଦେଖିବାକୁ ମିଳିଛି...

ପଞ୍ଚାୟତରେ ୱାର୍ଡ ସଭ୍ୟ/ସଭ୍ୟାଙ୍କ ଜାଲ ଦସ୍ତଖତ  ତଦନ୍ତ କଲେ ଡିପିଓ

ଯାଜପୁର୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରାଇ ବ୍ଳକ ଗୋଳେଇପୁର ଗ୍ରାମ ପଞ୍ଚାୟତରେ ମାସିକ ବୈଠକ ନହେବା ଓ ମନୋମୁଖି ଭାବେ ସରପଞ୍ଚ ଓ ପିଇଓ ୱାର୍ଡ ସଭ୍ୟ/ସଭ୍ୟାଙ୍କ ଜାଲ ଦସ୍ତଖତ କରି...

ସମାଜସେବୀ କୃଷ୍ଣ ମହାକୁଡଙ୍କ ପରଲୋକ

ଯାଜପୁର୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପଦରପଦା ପଂଚାୟତର କାଜିପାଟଣା ଗ୍ରାମର ବରିଷ୍ଠ ସମାଜସେବୀ ତଥା ୰ ଅଶୋକ ଦାସଙ୍କ ବଳିଷ୍ଠ ସହଯୋଗୀ ଓ ପୂର୍ବତନ ୱାର୍ଡ ସଭ୍ୟ କୃଷ୍ଣ ଚନ୍ଦ୍ର ମହାକୁଡଙ୍କର ଆଜି ୮୬...

୫୩ତମ ରାଜ୍ୟ ପୁଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ

କଟକ୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ ପୁଲିସ ପ୍ରଶିକ୍ଷଣ ବୈରୀ ଠାରେ ଗତ ୧ତାରିଖ ଠାରୁ ଆରମ୍ଭ ହୋଇଥିବା ୫୩ ତମ ରାଜ୍ୟ ପୁଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି ।...

ହରିଚନ୍ଦନପୁର ଅଞ୍ଚଳରେ ଜଣେ ସନ୍ଦିଗ୍ଧ କରୋନାରେ ଆକ୍ରାନ୍ତ ସନ୍ଦେହ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

0
କେନ୍ଦୁଝର, ତା ୪ ମାର୍ଚ୍ଚ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ସନ୍ଦିଗ୍ଧ ଜଣଙ୍କ ଜଣେ ସେନା କର୍ମଚାରୀ ହୋଇଥିବା...

ବିଜୁ ବାବୁଙ୍କ ଜୟନ୍ତୀରେ ୨୦ ଲକ୍ଷ ହିତାଧିକାରୀଙ୍କୁ ବଣ୍ଟାଜିବ ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ

ଭୁବନେଶ୍ୱର୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ  ଆସନ୍ତା କାଲି ୫ତାରିଖ ଠାରୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ’ ବାଣ୍ଟିବାର ଶୁଭାରମ୍ଭ କରିବେ ।   ପ୍ରଥମ ଥର ପାଇଁ...

ପାଣିପାଗ କେନ୍ଦ୍ରର ମହାନିର୍ଦେଶକ ଙ୍କୁ ଡକ୍ଟର ଅଫ୍ ସାଇନ୍ସ ଉପାଧି ପ୍ରଦାନ କଲେ ରାଜ୍ୟପାଳ

ବାଲେଶ୍ୱର୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦେଶକ ମୁତ୍ୟୁଞ୍ଜୟ ମହାପାତ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଡକ୍ଟର ଅଫ୍ ସାଇନ୍ସ ଉପାଧି ପ୍ରଦାନ କରାଯାଇଛି ।   ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଠାରେ ଏକ...

ବେଆଇନ ବାଲିଉତୋଳନ ବେଳେ ୩ ଟ୍ରାକ୍ଟର ଜବତ

ଘଟଗାଁ,୪/୦୩- କେନ୍ଦୁଝର ଜିଲ୍ଲା ଘଟଗାଁ ବନାଚଂଳ ଅଧିନସ୍ଥ ଅଟେଇ ସଂରକ୍ଷିତ ଜଙ୍ଗଲ ଡଙ୍ଗାଧର ନାଳରୁ ବେଆଇନ ଭାବେ ବାଲି ଉତୋଳନ ବେଳେ ତିନୋଟି ଟ୍ରାକ୍ଟରକୁ ବନବିଭାଗ ଜବତ କରିଛି । ଜବତ ଟ୍ରାକ୍ଟର...

ବିଦ୍ୟୁତ୍ ଶକ୍ତିର ଅପଚୟ……….. ଦିନସାରା ଜଳୁଛି ଷ୍ଟ୍ରିଟ୍ ଲାଇଟ୍

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୪/୦୩-ନୟାଗଡ ଜିଲ୍ଲା ରଣପୁର ଏନ୍‌.ଏ.ସି ହେବାର ୫ବର୍ଷ ବିତିବାକୁ ବସିଥିବା ବେଳେ ଏନ୍‌.ଏ.ସି ବାସିନ୍ଦା ମାନେ କିଛି ରାସ୍ତା ସଫେଇ ଓ ରାତ୍ରିରେ  ରାସ୍ତା ଆଲୋକୀକରଣକୁ ଅନୁଭବ କରୁଥିବା ଜଣା...

ପୋଲିସ୍ ପେଟ୍ରୋଲିଙ୍ଗ ବ୍ୟାପକ………… କର୍ତ୍ତବ୍ୟରେ ବାଧା ଦେଇ ୨ ଯୁବକ ଗିରଫ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୪/୦୩-ନୟାଗଡ ଜିଲ୍ଲା ରଣପୁର ଥାନା କୋଟଗଡ ଘାଟିରେ ଅନେକ ସମୟରେ ରାତ୍ରିରେ ଲୁଟ୍‌ତରାଜ ହୋଇଥାଏ । ଗତ ମାର୍ଚ୍ଚ ୩ ତାରିଖ ରାତ୍ରିରେ ରଣପୁର ଥାନା ପୋଲିସ୍ ପେଟ୍ରୋଲିଙ୍ଗ କରୁଥିବା...

ଚିଲିକାରେ ଫସିଥିବା ୫୦ ଯାତ୍ରୀଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

ଚିଲିକା୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଆଜି ଚିଲିକା ମଝିରେ ଯାତ୍ରୀବାହୀ ଡଙ୍ଗା ଫସିବା ଘଟଣାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ସୁଚନା ଦେଇଛନ୍ତି । ଯାନ୍ତ୍ରିକ...

ଅନ୍ ଲାଇନ୍‌ରେ ମିଳିବ ଗାଈମାନଙ୍କର ସଂଖ୍ୟା; ଆରମ୍ଭ ହେଲା  ଗାଈ ମାନଙ୍କର ଆଧାର ପଞ୍ଜିକରଣ କାର୍ଯ୍ୟ

ଯାଜପୁର୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟର ଅଧିକାଶଂ ଅଞ୍ଚଳରେ ବହୁ ହିତାଧିକାରୀ ମାନଙ୍କ ଆଜି ପର୍ଯ୍ୟନ୍ତ ଆଧାର କାର୍ଡ ନଥିବା ଅଭିଯୋଗ ହେଉଥିବା ବେଳେ , କେନ୍ଦ୍ର ସରକାର ରାଜ୍ୟର ସମସ୍ତ ଗୃହ କର୍ତ୍ତା...

ସଂଗୀତାଙ୍କ ଅଭିଯୋଗ: ଲୋକସଭାରେ ତାଙ୍କ ଉପରେ ଆକ୍ରମଣ ହୋଇଛି କିନ୍ତୁ ବିରୋଧି ସାଂସଦ କହିଲେ ସେ ଦଳିତ ହୋଇଥିବାରୁ...

0
ନୂଆ ଦିଲ୍ଲୀ ୩-୩ (ଓଡ଼ିଆ ପୁଅ) ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓଙ୍କୁ ଲୋକସଭାରେ ଆକ୍ରମଣ ହୋଇଛି ବୋଲି ଅଭିଯୋଗ ହୋଇଛି। ବିରୋଧୀ ଦଳ କଂଗ୍ରେସର ଦୁଇ ମହିଳା ସାଂସଦ ରାମ୍ୟା ହରିଦାସ (କେରଳ)...

କଳାହାଣ୍ଡି କପ ପାଇଁ ମାଲକାନଗିରି ଜିଲ୍ଲାରେ ଖେଳାଳୀ ଚୟନ ଆରମ୍ଭ

ମାଲକାନଗିରି,୩ା୩(ଓଡିଆ ପୁଅ ) କଳାହାଣ୍ଡି କପ ପ୍ରତିଯୋଗୀତା ପାଇଁ ଓଡିଶା କ୍ରୀକେଟ ସଂଘ ନିର୍ଦ୍ଦେଶ କ୍ରେମ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କ୍ରୀକେଟ ସଂଘ ପକ୍ଷରୁ ଖେଳାଳୀ ଚୟନ ଆରମ୍ଭ ହୋଇଯାଇଛି ।...

ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ଯୁକ୍ତ୨ପରୀକ୍ଷା,୧୫ଟି କେନ୍ଦ୍ରରେ ୩୫୭୮ ଜଣ ପରୀକ୍ଷାର୍ଥୀ

0
ମାଲକାନଗିରି, ୩ା୩ (ଓଡିଆ ପୁଅ )ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଆଜି ଠାରୁ କଡାସୁରକ୍ଷା ମଧ୍ୟରେ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଯାଇଛି। ପ୍ରଥମ ଦିବସରେ ଯୁକ୍ତଦୁଇ ବିଜ୍ଞାନ ବିଭାଗର ସାହିତ୍ୟ ଓଡିଆ...