Home ଅପରାଧ ମଦ୍ୟପ ପୁଲିସ କର୍ମଚାରୀ ଗିରଫ

ମଦ୍ୟପ ପୁଲିସ କର୍ମଚାରୀ ଗିରଫ

228

କଳାହାଣ୍ଡି୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାସ୍ତାରେ ମଦ୍ୟପନ କରି ଗାଡି ଚାଳନା କରୁଥିବା ପୁଲିସ କର୍ମଚାରୀକୁ ଆଜି ପୁଲିସ ଗିରଫ କରି ପୁଲିସ ନିଜକୁ ସମାଜ ସେବକ ବୋଲି ପ୍ରମାଣ କରିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ଏପରି ମଦ୍ୟପ ପୁଲିସକୁ ଦେଖିବାକୁ ମିଳିଛି ।

 

ଧର୍ମଗଡ ଠାରେ ମଦ୍ୟପାନ କରି ପୁଲିସ କର୍ମଚାରୀ ବୁଲୁ ନାଏକ ପିସିଆର ଭ୍ୟାନ ଚଳାଉଥିବା ବେଳେ ଗିରଫ ହେବା ଜଣାପଡିଛି । ଗିରଫ ବୁଲୁକୁ ମେଡିକାଲ ଟେଷ୍ଟ ପାଇଁ ଭବାନୀପାଟଣା ପଠାଯାଇଥିବା ପୁଲିସ ସୁଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.