Home ଜାତୀୟ ବିଜୁବାବୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ବିଜୁବାବୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

154

ଭୁବନେଶ୍ୱର୫ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ ଉତ୍ସବ । ଏହି ଅବସରରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 

ଓଡିଶାର ବିକାଶ ଓ ଦେଶର ପ୍ରଗତି ପାଇଁ ବିଜୁବାବୁ ଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ ରେ ତତ୍ କାଳୀନ ଗୁବିଇନ୍ଦାର ଏକ ଚିଠିକୁ ପୋଷ୍ଟ କରିଛନ୍ତି । ସେଦିନ ଆତ୍ମଗୋପନ କରିଥିବା ଲୋହିଆଙ୍କୁ ବିମାନରେ ନିଜେ ପାଇଲଟ୍ ସାଜି ନେଇଥିଲେ ବିଜୁବାବୁ ବୋଲି ଟ୍ୱିଟ୍ ରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.