Home ଓଡ଼ିଶା ବିଜୁ ବାବୁଙ୍କ ଜୟନ୍ତୀରେ ୨୦ ଲକ୍ଷ ହିତାଧିକାରୀଙ୍କୁ ବଣ୍ଟାଜିବ ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ

ବିଜୁ ବାବୁଙ୍କ ଜୟନ୍ତୀରେ ୨୦ ଲକ୍ଷ ହିତାଧିକାରୀଙ୍କୁ ବଣ୍ଟାଜିବ ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ

1161

ଭୁବନେଶ୍ୱର୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ  ଆସନ୍ତା କାଲି ୫ତାରିଖ ଠାରୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ’ ବାଣ୍ଟିବାର ଶୁଭାରମ୍ଭ କରିବେ ।

 

ପ୍ରଥମ ଥର ପାଇଁ ରାଜ୍ୟର ୫୦ଟି ନିର୍ବାଚନ ମଣ୍ଡଳିରେ ମନ୍ତ୍ରୀଙ୍କ ଦ୍ୱାରା ‘ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ’ ବଣ୍ଟାଜିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ସରକାର ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୦ ଲକ୍ଷ ହିତାଧିକାରୀଙ୍କୁ ଏହି କାର୍ଡ ବାଣ୍ଟିବାର ଲକ୍ଷ ରଖିଥିବା ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.