ଫିକା ପଡିବାରେ ଲାଗିଛି ସିନେମା ହଲର ରଙ୍ଗ!

ରାଉରକେଲା ୮-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଦିନଥିଲା ଇସ୍ପାତ ସହର ରାଉରକେଲାର କୌଣସି ସିନେମା ହଲରେ ନୂତନ ଚଳଚିତ୍ରର ପୋଷ୍ଟର ଲାଗିବା ପରେ ତାକୁ ଦେଖିବା ଲାଗି ଦର୍ଶକଙ୍କ ଉତ୍ସୁକତା ପ୍ରକାଶ ପାଉଥିଲା। ମାତ୍ର ଧିରେ ଧିରେ ଦର୍ଶକଙ୍କ ରୁଚି ବଦଳିବା ଦ୍ୱାରା ବର୍ତମାନ ସ୍ଥିତିରେ ସିନେମା ହଲରେ ଆଗ ଭଳି ଭିଡ ପରିଲିକ୍ଷିତ ହେଉନାହିଁ। ସିନେମା ହଲରେ ଦର୍ଶକ ନଥିବାରୁ କେତେକ ସିନେମା ହଲ ଧରାଶାୟୀ ହୋଇ ପଡିଥିବା ବେଳେ, ଆଉ କିଛି ସିନେମା ହଲ ରାମ ଭରୋସେ ଚାଲୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ୯୦ଦଶକରେ ଶିଳ୍ପନଗରୀ ଭାବେ ପରିଚିତ ରାଉରକେଲାରେ ସିନେମା ଶିଳ୍ପର ବହୁଳ ଚାହିଦା ଥିଲା। ସେ ସମୟରେ ସହରରେ…

"ଫିକା ପଡିବାରେ ଲାଗିଛି ସିନେମା ହଲର ରଙ୍ଗ!"

ମୁକ୍ତିଲାଭ କରିବ ନୀଳମାଧବ ପଣ୍ଡାଙ୍କ ‘ହଲ୍କା’

ସମ୍ବଲପୁର, ୬/୮ (ଓଡ଼ିଆ ପୁଅ) – ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ଚଳଚ୍ଚିତ୍ର ‘ହଲ୍କା’ ଆଗାମୀ ସେପ୍ଟେମ୍ବର ୭ ତାରିଖ ଦିନ ଭାରତରେ ମୁକ୍ତିଲାଭ କରିବ। ପାରିବାରିକ ଏବଂ ସାଂପ୍ରତିକ କଥାବସ୍ତୁକୁ ନେଇ ପ୍ରାୟୋଜିତ ଏହି ଚଳଚ୍ଚିତ୍ରର ଟ୍ରେଲର ଆଗାମୀ କାଲି ପ୍ରକାଶ ପାଇବ। ବସ୍ତିଅଞ୍ଚଳର ଶିଶୁମାନଙ୍କ ସାହସିକତା, ଆକାଂକ୍ଷା ଏବଂ ସ୍ୱପ୍ନ ସମୂହ ସହିତ ସେମାନେ ଦିନ ପ୍ରତିଦିନ ସମ୍ମୁଖୀନ ହେଉଥିବା ସମସ୍ୟା ଏଥିରେ ରହିଛି। ରଣବୀର ସୋରେ, ପାଉଲୀ ଦାମ ଏବଂ ଶିଶୁ ଅଭିନେତା ତଥାସ୍ତୁ ଏହାର ମୁଖ୍ୟ ଭୂମିକାରେ ରହିଛନ୍ତି। ସ୍ୱଚ୍ଛ ଭାରତ ପାଇଁ ଏଥିରେ ବାର୍ତ୍ତା ରହିଥିବା ବେଳେ ବସ୍ତିବାସିନ୍ଦା ଶିଶୁମାନଙ୍କର ନିଜସ୍ୱ ଶୌଚାଳୟ ନିର୍ମାଣ ଲକ୍ଷ୍ୟ…

"ମୁକ୍ତିଲାଭ କରିବ ନୀଳମାଧବ ପଣ୍ଡାଙ୍କ ‘ହଲ୍କା’"

ଗୁଗୁଲ ଡୁଡୁଲ ବନାଇ ମୀନା କୁମାରୀଙ୍କୁ ଦେଲା ଶ୍ରଦ୍ଧାଞ୍ଜଳି: ମା’-ବାପା ମୀନା କୁମାରୀଙ୍କୁ ଛାଡ଼ି ଦେଇଥିଲେ ଅନାଥ ଆଶ୍ରମର ବାହରେ, ଏହି କାରଣରୁ କୁହାଯାଇଥାଏ ‘ଟ୍ରାଜେଡ଼ି କ୍ଵୀନ’

ବଲିଉଡ଼୍ ର ଖ୍ୟାତନାମା ଅଭିନେତ୍ରୀ ମୀନା କୁମାରୀଙ୍କର ଆଜି ୮୫ ତମ ଜୟନ୍ତୀ ପାଳନ କରାଯାଉଛି। ସେ ଫିଲ୍ମ ଦୁନିଆରେ ମୀନା କୁମାରୀ ନାମରେ ପରିଚୟ ବନାଇ ପାରିଥିଲେ, କିନ୍ତୁ ତାଙ୍କର ଅସଲ ନାମ ମହଜବୀନ ବେଗମ ଥିଲା। ମୁଖ୍ୟ କଥା: ମୀନା କୁମାରୀଙ୍କର ୮୫ତମ ଜନ୍ମଦିନ ଅସଲ ନାମ ଥିଲା ‘ମହଜବୀନ ବେଗମ’ କୁହାଯାଏ ‘ଟ୍ରାଜେଡ଼ି କ୍ଵୀନ’ ନୂଆଦିଲ୍ଲୀ ୧-୮ (ଓଡ଼ିଆ ପୁଅ): ବଲିଉଡ଼୍ ର ଖ୍ୟାତନାମା ଅଭିନେତ୍ରୀ ମୀନା କୁମାରୀଙ୍କର ଆଜି ୮୫ ତମ ଜୟନ୍ତୀ ପାଳନ କରାଯାଉଛି। ସେ ଫିଲ୍ମ ଦୁନିଆରେ ମୀନା କୁମାରୀ ନାମରେ ପରିଚୟ ବନାଇ ପାରିଥିଲେ, କିନ୍ତୁ ତାଙ୍କର ଅସଲ ନାମ ମହଜବୀନ ବେଗମଥିଲା। ତାଙ୍କର ଜନ୍ମ…

"ଗୁଗୁଲ ଡୁଡୁଲ ବନାଇ ମୀନା କୁମାରୀଙ୍କୁ ଦେଲା ଶ୍ରଦ୍ଧାଞ୍ଜଳି: ମା’-ବାପା ମୀନା କୁମାରୀଙ୍କୁ ଛାଡ଼ି ଦେଇଥିଲେ ଅନାଥ ଆଶ୍ରମର ବାହରେ, ଏହି କାରଣରୁ କୁହାଯାଇଥାଏ ‘ଟ୍ରାଜେଡ଼ି କ୍ଵୀନ’"

ବଲିଉଡ଼୍ ଅଭି‍ନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରୀକାର ଗାୟକ ନିକ୍ ଜୋନାସ୍ ଙ୍କ ହେଲା ନିର୍ବନ୍ଧ, ଅକ୍ଟୋବର ହୋଇପାରେ ବିବାହ!

ମୁମ୍ବାଇ ୨୭-୭ (ଓଡ଼ିଆ ପୁଅ) ବଲିଉଡ଼୍ ଅଭ‍ିନେତ୍ରୀ ପ୍ରିୟଙ୍କା ଚୋପଡ଼ା ଆମେରୀକାର ସିଙ୍ଗର ନ‍ିକ ଜୋନାସଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି। ର‍ିପୋର୍ଟ୍ସ ମୁତାବକ ଦୁଇଜଣଙ୍କ ମଧ୍ୟରେ ନିର୍ବନ୍ଧ ହୋଇଯାଇଛି। ଅକ୍ଟୋବରରେ ଦୁଇଜଣ ବିବାହ କରିବେ। People.com ର ଖବରରୁ ପ୍ରିୟଙ୍କା ଏବଂ ନ‍ିକଙ୍କର ବିବାହର ଖବର ପୁଷ୍ଟି ହୋଇଛି। ୱେବସାଇଟ ସୂତ୍ରରୁ ମିଳିଥିବା ସୂଚନା ମୁତାବ‍କ ପ୍ରିୟଙ୍କା ଚୋପଡ଼ା ଏକ ସପ୍ତାହ ପୂର୍ବରୁ ନିଜର ଜନ୍ମରେ ନ‍ିକ ଜୋନାସଙ୍କ ସହିତ ନିର୍ବନ୍ଧ କରିଛନ୍ତି। ୱେବସାଇଟ ମୁତାବ‍କ, ନ‍ିକ ଜୋନାସ ନ୍ୟୁୟର୍କର ଏକ ଜ୍ଵୈଲରୀ ଦୋକାନରୁ ଷ୍ଟୋନର ପ୍ରିୟଙ୍କା ଙ୍କ ପାଇଁ ବେଶ୍ ଦାମି ର‍ିଂଗ କିଣିଥିଲେ। ସୂତ୍ରରୁ ଜଣାପଡ଼ିଛି କି ଯେତେବେଳେ ନିକ୍ ଷ୍ଟୋ‍ରେର…

"ବଲିଉଡ଼୍ ଅଭି‍ନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରୀକାର ଗାୟକ ନିକ୍ ଜୋନାସ୍ ଙ୍କ ହେଲା ନିର୍ବନ୍ଧ, ଅକ୍ଟୋବର ହୋଇପାରେ ବିବାହ!"

ଓଡିଆ ଚଳଚ୍ଚିତ୍ର ଶିଳ୍ପର ବିକାଶ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୩.୭ (ଓଡ଼ିଆ ପୁଅ) ଓଡିଆ ଚଳଚ୍ଚିତ୍ର ଶିଳ୍ପର ବିକାଶ ପାଇଁ ଏକ ଚିଠା ନୀତି ପ୍ରସ୍ତୁତ କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏଥିନିମନ୍ତେ ଅର୍ଥମନ୍ତ୍ରୀ ଶ୍ରୀ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ମଧ୍ୟମ କ୍ଷୁଦ୍ର ଓ ଅଣୁଶିଳ୍ପ ବିଭାଗର ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ ସଦସ୍ୟ ରହିବେ। ଶିଳ୍ପ ବିଭାଗର ପ୍ରମୁଖ ସଚିବ କମିଟିର ଆବାହକ ସଦସ୍ୟ ରହିବେ। ଏକ ମାସ ମଧ୍ୟରେ କମିଟି ରିପୋର୍ଟ ପ୍ରଦାନ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ…

"ଓଡିଆ ଚଳଚ୍ଚିତ୍ର ଶିଳ୍ପର ବିକାଶ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ"

କ୍ୟାଟୱାକ ସମୟରେ ଝିଅକୁ ସ୍ତନପାନ କରାଇଲେ ମଡେଲ , ସୋସିଆଲ ମିଡ଼ିଆରେ ବବାଲ, ଦେଖନ୍ତୁ Video

ନୂଆଦିଲ୍ଲୀ ୧୮-୭ (ଓଡ଼ିଆ ପୁଅ) ଆଜିର ଦିନରେ ସୋସିଆଲ ମିଡ଼ିଆରେ ଜଣେ ମଡେଲଙ୍କର ଫଟୋ ଏବଂ ଭିଡ଼ିଓ ଭାଇରାଲ ହେଉଛି, କାରଣ ସେ କ୍ୟାଟୱାକ ସମୟରେ ନିଜର ୫ ମାସର ଝିଅକୁ ସ୍ତନପାନ କରାଇଥିଲେ। ଏହା ପରେ ସୋସିଆଲ ମିଡ଼ିଆରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟଯେ, ମିୟାମୀ Sports Illustrated ମ୍ୟାଗାଜିନର ଫେସନ ଶୋରେ ଆମେରୀକାର ମଡ଼େଲ ମାରା ମାର୍ଟିନ ନିଜର ନବଜାତ ଶିଶୁକନ୍ୟାକୁ ରାମ୍ପରେ ବ୍ରେଷ୍ଟଫିଡିଙ୍ଗ କରାଇଥିଲେ। ମଡେଲ କ୍ୟାଟୱାକ ସମୟରେ ବିକିନୀ ପିନ୍ଧିଥିଲେ। ସୋସିଆଲ ମିଡ଼ିଆରେ ବବାଲ ଏହା ପରେ ମ୍ୟାଗଜିନ ନିଜର ଅଫିସିଆଲ ଇଂଷ୍ଟାଗ୍ରାମ ପେଜରେ ରାମ୍ପୱାକର ଭିଡ଼ିଓକୁ ମଧ୍ୟ ପୋଷ୍ଟ କରାଯାଇଛି। ଏହା ଏବେ ଏକ ଚର୍ଚ୍ଚାର…

"କ୍ୟାଟୱାକ ସମୟରେ ଝିଅକୁ ସ୍ତନପାନ କରାଇଲେ ମଡେଲ , ସୋସିଆଲ ମିଡ଼ିଆରେ ବବାଲ, ଦେଖନ୍ତୁ Video"

ଟିଭି ଅଭିନେତ୍ରୀ ପ୍ରିୟଙ୍କା ଫାଶୀ ଲଗାଇ ଆତ୍ମହତ୍ୟା କଲେ

ନୂଆଦିଲ୍ଲୀ ୧୮-୭ (ଓଡ଼ିଆ ପୁଅ) ସ‍ିନେମା ଜଗତରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଖରାପ ଖବର ଶୁଣିବାକୁ ମ‍ିଳୁଛି। ଅଭ‍ିନେତ୍ରୀ ରୀତା ଭାଦୁଡ଼ୀଙ୍କ ପରେ ତାମ‍ିଲ ଅଭିନେତ୍ରୀ ପ୍ରିୟଙ୍କା ମଧ୍ୟ ପରଲୋକ ଗମନ କରିଛନ୍ତି। ଅଭିନତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରିୟଙ୍କା ଚେନ୍ନେଇର Valasaravakkam ସ୍ଥିତ ନିଜର ଘରେ ସୁଇସାଇଡ କରିଛନ୍ତି। ଘଟଣାର ସୂଚନା ତେବେ ମିଳିଲା ଯେତେବେଳେ ତାଙ୍କ ମେଡ ଘରେ ପହଁଞ୍ଚି ଥିଲା ଏବଂ ଅଭିନତ୍ରୀ ଫାଶୀରେ ଝୁଲିଥିବାର ଦେଖିଥିଲେ। ଇଣ୍ଡିଆ ଟୁଡେ ମୁତାବ‍କ, ପର‍ିବାରର କିଛି ସମସ୍ୟା ଯୋଗୁଁ ଅଭ‍ିନେତ୍ରୀ ଆତ୍ମହତ୍ୟା ପଦକ୍ଷେପ ଉଠାଇଛନ୍ତି। ପ୍ରିୟଙ୍କାଙ୍କର ବହୁତ ସମୟ ପୂର୍ବରୁ ବିବାହ ହୋଇଥିଲା କିନ୍ତୁ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ…

"ଟିଭି ଅଭିନେତ୍ରୀ ପ୍ରିୟଙ୍କା ଫାଶୀ ଲଗାଇ ଆତ୍ମହତ୍ୟା କଲେ"

ଫ‍ିଲ୍ମ ଜଗତର ଜଣାଶୁଣା ଅଭିନେତ୍ରୀ ରୀତା ବାଦୁଡ଼ିଙ୍କର ପରଲୋକ

ଷ୍ଟାର ଭାରତରେ ପ୍ରସାର‍ିତ ହେଉଥିବା ଶୋ ନ‍ିମକୀ ମୁଖିଆରେ ଦାଦୀ ମା’ ଭୂମିକାରେ ଅଭିନୟ କରୁଥିବା ଖ୍ୟାତନାମା ଅଭିନେତ୍ରୀ ରୀତା ବାଦୁଡ଼ି ଙ୍କର ପରଲୋକ ହୋଇଯାଇଛି ସେ ଗତ ୧୦ ଦିନହେବ ସୁଜୟ ହସ୍ପିଟାଲରେ ଭର୍ତ୍ତିଥିଲେ। ମୁମ୍ବାଇ ୧୭-୭ (ଓଡ଼ିଆ ପୁଅ) ଗତ ସପ୍ତାକରେ ସବ ଟିଭି ଲୋକପ୍ରିୟ ଶୋ ତାରକ ମେହତାକା ଉଲ୍ଟାଟା ଚସମାରେ ଡ. ହଂସରାଜ ହାତୀ ଭୂମିକାରେ ଅଭିନୟ କରୁଥିବା ଅଭିନେତା କବି କୁମାର ସ୍ୱାଧିନଙ୍କର ପରଲୋକ ହୋଇଯାଇଥିଲା ଏବଂ ଆଜି ଆଉ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି। ଖ୍ୟାତନାମା ଅଭିନେତ୍ରୀ ରୀତା ବାଦୁଡ଼ି ମଧ୍ୟ ଏହି ଦୁନିଆ ଛାଡ଼ି ଚାଲିଯାଇଛନ୍ତି। ଆକ୍ଟର ଅମିତ ବହଲ ଏହି ଖବରର ପୁଷ୍ଟି…

"ଫ‍ିଲ୍ମ ଜଗତର ଜଣାଶୁଣା ଅଭିନେତ୍ରୀ ରୀତା ବାଦୁଡ଼ିଙ୍କର ପରଲୋକ"

RIP ଡଃ ହାତୀ! ପରଲୋକରେ ଲୋକପ୍ରିୟ କଳାକାର

ମୁମ୍ବାଇ ୯-୭ (ଓଡ଼ିଆ ପୁଅ) କମେଡ଼ି ଶୋ ‘ତାରକ ମେହତା କା ଉଲ୍ଟା ଚସ୍ମା’ ରେ ଡ. ହଂସରାଜ ହାତୀ ଭୂମିକାରେ ଅଭିନୟ କରୁଥିବା କବି କୁମାର ସ୍ୱାଧିନଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ଭଲ ଅଭିନୟ ଏବଂ ଅଲଗା ଷ୍ଟାଇଲ୍ ରେ ଲୋକମାନଙ୍କୁ ହସାଉଥିବା ‘ଡଃ. ହାତୀ’ଙ୍କର ଅନେକ ପ୍ରଶଂସକ ଅଛନ୍ତି। ସେ ଏହି ଶୋରେ ଏକ ଏପରି ଡାକ୍ତରଙ୍କର ଭୂମିକା ନିଭାଉଥିଲେ ଯିଏ କି ଖାଇବାର ବହୁତ ସୌକିନ୍ ଥିଲେ। ତାଙ୍କର ଏହି ଷ୍ଟାଇଲ ଲୋକମାନଙ୍କୁ ହସାଉଥିଲା। ସମୋସା, କଚୋଡ଼ି ହେଉ କିମ୍ବା ଜେଠାଲାଲ ଘରର ଦୟା ବେନଙ୍କର ହାତର ଫାଫଡ଼ା, ଏହାକୁ ଦେଖିକରି ତାଙ୍କ ମୁଁହରେ ପାଣି ଆସିଯାଉଥିଲା। ଶୋର ଏହି ଭୂମିକାକୁ…

"RIP ଡଃ ହାତୀ! ପରଲୋକରେ ଲୋକପ୍ରିୟ କଳାକାର"

ରେଡ ବିକିନିରେ ଶାହାରୁକଙ୍କ ଝିଅ!

ଭୁବନେଶ୍ୱର ୬-୭ (ଓଡ଼ିଆ ପୁଅ):ଚଳଚିତ୍ର ଅଭିନେତା ଶାହାରୁକ ଖାନଙ୍କ ପରିବାର ଏବେ ୟୁରୋପ ଗସ୍ତରେ ଅଛନ୍ତି।ସେମାନେ ଏବେ ବେକେସଂସରେ ଅଛନ୍ତି।ସେଠାରେ ଶାହାରୁକଙ୍କ ପରିବାର ସଦସ୍ୟଙ୍କ କିଛି ଫଟୋ ସାମ୍ନାକୁ ଆସିଛି।ତେବେ ସେ ଭିତରୁ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।ଯେଉଁଥିରେ କି ଶାହାରୁକଙ୍କ ଝିଅ ସୋହାନା ବିକିନି ପିନ୍ଧିଥିବାର ନଜର ଆସିଛନ୍ତି।ଫଟୋଟିରେ ପରିବାରର ଅନ୍ୟ କିଛି ସଦସ୍ୟ ରହିଥିବା ବେଳେ ସାନପୁଅ ଅବରାମଙ୍କୁ ଜଣେ ଟେକି ଧରିଛନ୍ତି।ରେଡ ବିକିନିରେ ସୋହାନାଙ୍କର ଏହି ଅବତାର ଯେତିକି ଭାଇରାଲ ହେଉଛି ସେତିକି ଟ୍ରୋଲ ମଧ୍ୟ ହେଉଛି।

"ରେଡ ବିକିନିରେ ଶାହାରୁକଙ୍କ ଝିଅ!"