Home Top News ଆମର ପର୍ଯ୍ୟାବରଣ କେତେ ସୁନ୍ଦର, ଦେଖନ୍ତୁ ଏହି ଅନନ୍ୟ ଭିଡ଼ିଓ

ଆମର ପର୍ଯ୍ୟାବରଣ କେତେ ସୁନ୍ଦର, ଦେଖନ୍ତୁ ଏହି ଅନନ୍ୟ ଭିଡ଼ିଓ

118

ଆମର ପର୍ଯ୍ୟାବରଣ କେତେ ସୁନ୍ଦର। ଏହା ତ ସମସ୍ତଙ୍କୁ ଜଣା। କିନ୍ତୁ ଆମେ ଏହି ଭିଡ଼ିଓରେ ଆପଣଙ୍କୁ ଏଥିରେ ଅଭିନୟ କରିଥିବା କଳାକାରମାନଙ୍କର ଅନନ୍ୟ କଳାର ସୁନ୍ଦରତା ସେୟାର କରିବାକୁ ଚାହୁଁଛୁ। ଆପଣ ମଧ୍ୟ ଦେଖନ୍ତୁ। ଏହି ଭିଡ଼ିଓଟି ସେୟାର କରିଛନ୍ତି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। କେତେ ସୁନ୍ଦର ଭାବରେ ପର୍ଯ୍ୟାବରଣ ଏବଂ ଜୀବଜନ୍ତୁମାନଙ୍କ ଉପରେ ପ୍ରସ୍ତୁତ କରିଛନ୍ତି ଏହି କଳାକାରମାନେ। ଅବଶ୍ୟ ଏହି ଭିଡ଼ିଓଟି ଏକ ବିଦେଶୀ ଚ୍ୟାନେଲର ଏକ ରିଅଲିଟି ଶୋର ଅଂଶ। କିନ୍ତୁ ବହୁତ ସୁନ୍ଦର ଆପଣ ଦେଖନ୍ତ ଏବଂ ମତ ଦିଅନ୍ତୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.