Home ଆମ ପର୍ବ ପର୍ବାଣୀ ମନ୍ଦିର ଦର୍ଶନ କରି ଆଶୀର୍ବାଦ ନେଲେ ଆଉ ଦାଣ୍ଡିଆ ନାଚିଲେ ଅପରାଜିତା: ଦେଖନ୍ତୁ ଭିଡିଓ ..

ମନ୍ଦିର ଦର୍ଶନ କରି ଆଶୀର୍ବାଦ ନେଲେ ଆଉ ଦାଣ୍ଡିଆ ନାଚିଲେ ଅପରାଜିତା: ଦେଖନ୍ତୁ ଭିଡିଓ ..

112

ଭୁବନେଶ୍ୱର: ପବିତ୍ର ବୈକୁଣ୍ଠ ଏକାଦଶୀ ଅବସରରେ ଭୁବନେଶ୍ୱର ସ୍ଥିତ ତିରୁପତି ତିରୁମାଲା ମନ୍ଦିର ଦର୍ଶନ କରିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ। ସ୍ଥାନୀୟ କର୍ପୋରେଟର ରିତାଞ୍ଜଳୀ ସାହୁଙ୍କ ସହିତ ତେଲଗୁ ସଂପ୍ରଦାୟର ଶ୍ରଦ୍ଧାଳୁ ମାନଙ୍କ ଉପସ୍ଥିତିରେ ଅପରାଜିତା ତିରୁପତି ତିରୁମାଲା ଦେବସ୍ଥାନମ ଉତ୍ତର ଦ୍ୱାର ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି। ଏହି ଅବସରରେ ମହିଳା ଶ୍ରଦ୍ଧାଳୁ ମାନଙ୍କ ସହ ମିଶି ଦାଣ୍ଡିଆ ନାଚିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।
-/Dr

ସାଂସଦଙ୍କୁ ଭେଟି ନବବର୍ଷ ଶୁଭେଚ୍ଛା ଜଣାଇଲା ଶ୍ରୀରାମ ଦୟା ପରିଷଦ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.