Home Top News ଆଜି ସନ୍ଧ୍ୟାରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଆସିବେ ଜାହ୍ନବୀ କାପୁର

ଆଜି ସନ୍ଧ୍ୟାରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଆସିବେ ଜାହ୍ନବୀ କାପୁର

102

ମୁମ୍ବାଇ/ଭୁବନେଶ୍ୱର: ଆଜି ସନ୍ଧ୍ୟା ୫ଟା ସମୟରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଆସିବେ ବଲିଉଡ୍ ହଟ୍ ଅଭିନେତ୍ରୀ ଜାହ୍ନବୀ କାପୁର। ତେବେ, ଜାହ୍ନବୀ କୌଣସି ଫିଲ୍ମ ସୁଟିଂ କି ଅନ୍ୟ କୌଣସି କାମ ପାଇଁ ଆସୁନାହାଁନ୍ତି। ମାଷ୍ଟରକ୍ୟାଣ୍ଟିନ୍ ୟୁନିଟ- ୩, ଖାରବେଳ ନଗର ସ୍ଥିତ କଲ୍ୟାଣ ଜୁଏଲର୍ସ୍ ଉଦ୍ଘାଟନ ଉତ୍ସବରେ ଯୋଗଦେବା ପାଇଁ ଜାହ୍ନବୀ ଭୁବନେଶ୍ୱର ଆସୁଛନ୍ତି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.