ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧ କୋଟି ୪୦ ଲକ୍ଷ ଟଙ୍କାର ୩୦ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଂଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୭-୪ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଜିଲ୍ଲାର ବାରୋ ଗ୍ରାମ ପଞ୍ଚାୟତ, ଅନୁଗୁଳ ଜିଲ୍ଲାର ସାନତ୍ରିବିଡା, ଝାରସୁଗୁଡା ଜିଲ୍ଲାର କୁଡାଲୋଇ ଓ କନ୍ଧମାଳ ଜିଲ୍ଲାର ଗୁହାରୀ ପଞ୍ଚାୟତ ପାଇଁ ୧ କୋଟି ୪୦ ଲକ୍ଷ ଟଙ୍କାର ୩୦ ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡିବା ସହିତ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର ବାରେ…

"ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧ କୋଟି ୪୦ ଲକ୍ଷ ଟଙ୍କାର ୩୦ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଂଜୁରୀ ଦେଲେ ମୁଖ୍ୟମନ୍ତ୍ରୀ"

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧ କୋଟି ୧୫ ଲକ୍ଷ ଟଙ୍କାର ୨୩ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଂଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୩୧-୩ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାର ଦୁଗା ଗ୍ରାମ ପଞ୍ଚାୟତ ଓ ଅନୁଗୁଳ ଜିଲ୍ଲାର ବକେରା ପଞ୍ଚାୟତ ଏବଂ ବଲାଙ୍ଗୀର ଜିଲ୍ଲାର ଟିକ୍ରାପଡ଼ା ଗ୍ରାମ ପଞ୍ଚାୟତ ପାଇଁ ୧ କୋଟି ୧୫ ଲକ୍ଷ ଟଙ୍କାର ୨୩ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡିବା ସହିତ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ଝାରସୁଗୁଡା ଜିଲ୍ଲାର ଦୁର୍ଗା ଗ୍ରାମ…

"ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧ କୋଟି ୧୫ ଲକ୍ଷ ଟଙ୍କାର ୨୩ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଂଜୁରୀ ଦେଲେ ମୁଖ୍ୟମନ୍ତ୍ରୀ"

ଜୟ ନାରାୟଣ ମିଶ୍ରଙ୍କ ଗିରଫ ପ୍ରତିବାଦରେ ବିଜେପିର ସତ୍ୟାଗ୍ରହ

ଭୁବନେଶ୍ୱର୧୯,୦୩,୨୦୧୮(ଦେବଦତ୍ତ ରଥ):ବିଜେପୁର ଉପନିର୍ବାଚନ ସମୟରେ ହୋଇଥିବା ହତ୍ୟା ଘଟଣାରେ ଜୟ ନାରାୟଣ ମିଶ୍ରଙ୍କ ଗିରଫଦାରୀ ପ୍ରତିବାଦରେ ବିଜେପି ପକ୍ଷରୁ ସତ୍ୟାଗ୍ରହ,ଧାରଣା ଆଦି କରାଯାଇଛି।ଝାରସୁଗୁଡା ନଗର ମଣ୍ଡଳ ଓବିସି ମୋର୍ଚ୍ଚା ପକ୍ଷରୁ କାର୍ଯ୍ୟକର୍ତ୍ତା ମାନଙ୍କର ଏକ ସମାବେଶ କରାଯାଇ ରାଜନୈତିକ ଉଦ୍ଦେଶ୍ୟ ରଖି ମିଛ କେସରେ ଫସାଇ ଜୟ ନାରାୟଣଙ୍କୁ ଗିରଫ କରାଯାଇଛି ବୋଲି ଅଭିଯୋଗ କରାଯାଇଛି।ବରିଷ୍ଠ ବିଜେପି ନେତା ସୁବାସ ଚୌହାନଙ୍କ ନେତୃତ୍ୱରେ ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ସେହିପରି ବାଲେଶ୍ଵରଠାରେ ମଧ୍ୟ ଜୟ ନାରାୟଣଙ୍କ ଗିରଫଦାରୀ ପ୍ରତିବାଦରେ ସତ୍ୟାଗ୍ରହ କରାଯାଇଛି।ନବୀନ ସରକାର ଜୟନାରାୟଣଙ୍କ ଲୋକ ପ୍ରିୟତାରେ ଭୟଭୀତ ହୋଇ ଆକ୍ରୋଶ ମନୋଭାବ ରଖି ତାଙ୍କୁ ଗିରଫ…

"ଜୟ ନାରାୟଣ ମିଶ୍ରଙ୍କ ଗିରଫ ପ୍ରତିବାଦରେ ବିଜେପିର ସତ୍ୟାଗ୍ରହ"

ଆଜି ବିଜେପୁର ଯିବେ ମୁଖ୍ୟମନ୍ତ୍ରୀ: ଝାରସୁଗୁଡ଼ାରେ କରିବେ ବିଜୁ ଏକ୍ସପ୍ରେସ୍ ୱେର ଲୋକାର୍ପଣ

ଭୁବନେଶ୍ୱର ୧୧-୩ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡ଼ାର ପଞ୍ଚପଡ଼ା ହାଇସ୍କୁଲ ପଡ଼ିଆରେ ବିଜୁ ଏକ୍ସପ୍ରେସ୍ ୱେର ଶୁଭ ଉଦ୍ ଘାଟନ କରିବେ। ଓଡ଼ିଶା ସରକାରଙ୍କର ନିଜସ୍ୱ ପାଣ୍ଠିରେ ନିର୍ମିତ ହେଉଥିବା ଏହି ବିଜୁ ଏକ୍ସପ୍ରେସ ୱେ’ ରେ ୩୦୦୦ କୋଟି ଟଙ୍କା ଖର୍ଚ୍ଚର ଅଟକଳ ରଖାଯାଇଛି। ୬୫୦ କିଲୋମିଟର ଲମ୍ବ ଏହି ଏକ୍ସପ୍ରେସ ୱେ’ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, କଳାହାଣ୍ଡି, ନୂଆପଡ଼ା ନବରଙ୍ଗପୁର ଏବଂ କୋରାପୁଟ ଆଜି ଜିଲ୍ଲାକୁ ସଂଯୋଗ କରିବ। ଏହା ଦ୍ୱାରା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଆର୍ଥିକ ଏବଂ ସର୍ବାଙ୍ଗୀନ ବିକାଶରେ ଏହା ଯୁଗାନ୍ତକାରୀ ଭୂମିକା ନିଭାଇବ ବୋଲି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ…

"ଆଜି ବିଜେପୁର ଯିବେ ମୁଖ୍ୟମନ୍ତ୍ରୀ: ଝାରସୁଗୁଡ଼ାରେ କରିବେ ବିଜୁ ଏକ୍ସପ୍ରେସ୍ ୱେର ଲୋକାର୍ପଣ"