Home Coronavirus Outbreak ରାଜ୍ୟରେ ଆଜି ୧,୧୩୦ ନୂଆ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ରାଜ୍ୟରେ ଆଜି ୧,୧୩୦ ନୂଆ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

62

ଭୁବନେଶ୍ୱର ୨୩ -୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧,୧୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ନୂଆ ଆକ୍ରାନ୍ତ: ୧୧୩୦
୦-୧୮ ବର୍ଷର : ୧୪୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬୬୨
– ସ୍ଥାନୀୟ ଅଞ୍ଚଳରୁ୪୬୮
୧- ଅନୁଗୁଳ ଜିଲ୍ଲାରୁ – ୨
୨- ବାଲେଶ୍ୱର ଜିଲ୍ଲାରୁ – ୨୫
୩- ବରଗଡ଼ ଜିଲ୍ଲାରୁ – ୨୩
୪- ଭଦ୍ରକ ଜିଲ୍ଲାରୁ – ୧୪
୫- ବଲାଙ୍ଗୀର ଜିଲ୍ଲାରୁ – ୧୭
୬- ବୌଦ୍ଦ ଜିଲ୍ଲାରୁ – ୧
୭- କଟକ ଜିଲ୍ଲାରୁ – ୧୧୧
୮- ଦେବଗଡ଼ ଜିଲ୍ଲାରୁ – ୩
୯- ଢେଙ୍କାନାଳ ଜିଲ୍ଲାରୁ – ୩
୧୦- ଗଜପତି ଜିଲ୍ଲାରୁ – ୫
୧୧- ଗଞ୍ଜାମ ଜିଲ୍ଲାରୁ – ୪
୧୨- ଜଗତସିଂହପୁର ଜିଲ୍ଲାରୁ – ୧୦
୧୩- ଯାଜପୁର ଜିଲ୍ଲାରୁ – ୩୬
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୫
୧୫- କଳାହାଣ୍ଡି ଜିଲ୍ଲାରୁ – ୯
୧୬- କନ୍ଧମାଳ ଜିଲ୍ଲାରୁ – ୧୭
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୮
୧୮- କେନ୍ଦୁଝର ଜିଲ୍ଲାରୁ – ୧୧
୧୯- ଖୋର୍ଦ୍ଧାରୁ : ୨୦୯
୨୦- କୋରାପୁଟ ଜିଲ୍ଲାରୁ – ୧୧
୨୧- ମାଲକାନଗିରି : ୧
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୯୩
୨୩- ନବରଙ୍ଗପୁର ଜିଲ୍ଲାରେ: ୯
୨୪- ନୟାଗଡ଼ ଜିଲ୍ଲାରୁ – ୩୩
୨୫- ନୂଆପଡ଼ା ଜିଲ୍ଲାରୁ – ୧୬
୨୬- ପୁରୀ ଜିଲ୍ଲାରୁ – ୧୪
୨୭- ରାୟଗଡ଼ା ଜିଲ୍ଲାରୁ – ୧୪
୨୮- ସମ୍ବଲପୁର ଜିଲ୍ଲାରୁ – ୧୦୬
୨୯- ସୋନପୁର ଜିଲ୍ଲାରୁ – ୧୮
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୨୨୫
୩୧- State Pool: ୪୭
– ନୂଆ ସୁସ୍ଥ ହୋଇଥିଲେ୧୦୨୯
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୨୪୮୦୧୧୨
– ମୋଟ ଆକ୍ରାନ୍ତ ୧୩୦୫୪୯୯
– ମୋଟ ସୁସ୍ଛ ହୋଲେଣି ୧୨୮୮୯୭୦
– ସକ୍ରୀୟ ଆକ୍ରାନ୍ତ – ୭୩୪୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.