Home Coronavirus Outbreak ରାଜ୍ୟରେ ଆଜି ୧୦୧୧ ନୂଆ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?

ରାଜ୍ୟରେ ଆଜି ୧୦୧୧ ନୂଆ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?

81

ଭୁବନେଶ୍ୱର ୨୪ -୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୦୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି : ତେବେ ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୧୦୧୧
୦-୧୮ ବର୍ଷର : ୧୩୦
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୫୯୧
– ସ୍ଥାନୀୟ ଅଞ୍ଚଳରୁ୪୨୦
୧- ଅନୁଗୁଳ ଜିଲ୍ଲାରୁ – ୧
୨- ବାଲେଶ୍ୱର ଜିଲ୍ଲାରୁ – ୧୫
୩- ବରଗଡ଼ ଜିଲ୍ଲାରୁ – ୧୮
୪- ଭଦ୍ରକ ଜିଲ୍ଲାରୁ – ୬
୫- ବଲାଙ୍ଗୀର ଜିଲ୍ଲାରୁ – ୨୫
୬- ବୌଦ୍ଦ ଜିଲ୍ଲାରୁ – ୧୨
୭- କଟକ ଜିଲ୍ଲାରୁ – ୮୧
୮- ଦେବଗଡ଼ ଜିଲ୍ଲାରୁ – ୪
୯- ଢେଙ୍କାନାଳ ଜିଲ୍ଲାରୁ – ୨
୧୦- ଗଜପତି ଜିଲ୍ଲାରୁ – ୫
୧୧- ଗଞ୍ଜାମ ଜିଲ୍ଲାରୁ – ୧
୧୨- ଜଗତସିଂହପୁର ଜିଲ୍ଲାରୁ – ୯
୧୩- ଯାଜପୁର ଜିଲ୍ଲାରୁ – ୨୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୧
୧୫- କଳାହାଣ୍ଡି ଜିଲ୍ଲାରୁ – ୩୩
୧୬- କନ୍ଧମାଳ ଜିଲ୍ଲାରୁ – ୧୨
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୫
୧୮- କେନ୍ଦୁଝର ଜିଲ୍ଲାରୁ – ୧୨
୧୯- ଖୋର୍ଦ୍ଧାରୁ : ୨୩୯
୨୦- କୋରାପୁଟ ଜିଲ୍ଲାରୁ – ୫
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୭୧
୨୨- ନବରଙ୍ଗପୁର ଜିଲ୍ଲାରେ: ୯
୨୩- ନୟାଗଡ଼ ଜିଲ୍ଲାରୁ – ୩୨
୨୪- ନୂଆପଡ଼ା ଜିଲ୍ଲାରୁ – ୮
୨୫- ପୁରୀ ଜିଲ୍ଲାରୁ – ୧୩
୨୬- ରାୟଗଡ଼ା ଜିଲ୍ଲାରୁ – ୫
୨୭- ସମ୍ବଲପୁର ଜିଲ୍ଲାରୁ – ୧୦୫
୨୮- ସୋନପୁର ଜିଲ୍ଲାରୁ – ୧୮
୨୯- ସୁନ୍ଦରଗଡ଼ ଜିଲ୍ଲାରୁ – ୧୮୦
୩୦- State Pool: ୪୨
– ନୂଆ ସୁସ୍ଥ ହୋଇଥିଲେ୯୧୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୨୫୦୧୭୭୮
– ମୋଟ ଆକ୍ରାନ୍ତ ୧୩୦୬୫୧୦
– ମୋଟ ସୁସ୍ଛ ହୋଲେଣି ୧୨୮୯୮୮୫
– ସକ୍ରୀୟ ଆକ୍ରାନ୍ତ – ୭୪୪୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.