Home Top News ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର

ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର

56

ନୂଆ ଦିଲ୍ଲୀ ୨୫ -୦୩ (ଓଡ଼ିଆ ପୁଅ) ପୁଣି ଆଜି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ତେବେ ଆଜି ମଧ୍ୟ ତୈଳ ଦର ବୃଦ୍ଧିପାଇଛି। ଆଜି ଡିଜେଲର ମୂଲ୍ୟ ୮୦ ରୁ ୮୫ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୮୦ ରୁ ୮୫ ପଇସା ବୃଦ୍ଧି ପାଇଛି।

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ପେଟ୍ରୋଲ ଡିଜେଲ କ୍ରମରେ ଦେଶର ତଥା ରାଜ୍ୟର ବିଭିନ୍ନ ସହରର ଆଜିର ଦର

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୭.୮୧ ୯୭.୦୧ ୦.୮
କୋଲକାତା ୧୦୭.୧୮ ୧୦୬.୩୪ ୦.୮୪
ମୁମ୍ବାଇ ୧୧୨.୫୧ ୧୧୧.୬୭ ୦.୮୪
ଚେନ୍ନାଇ ୧୦୩.୬୭ ୧୦୨.୯୧ ୦.୭୬
ଗୁରୁଗାଓଁ ୯୮.୧୫ ୯୭.୦୧ ୧.୧୪
ନୋଏଡା ୯୭.୭୬ ୯୭.୩୩ ୦.୪୩
ବାଙ୍ଗାଲୋର ୧୦୩.୧୧ ୧୦୨.୨୬ ୦.୮୫
ଭୁବନେଶ୍ୱର ୧୦୪.୩୬ ୧୦୩.୪୧ ୦.୯୫
ଚଣ୍ଡିଗଡ଼ ୯୬.୫୯ ୯୫.୮ ୦.୭୯
ହାଇଦ୍ରାବାଦ ୧୧୦.୯୧ ୧୧୦.୦୧ ୦.୯
ଜୟପୁର ୧୦୯.୭୩ ୧୦୮.୯୧ ୦.୮୨
ଲକ୍ଷ୍ନୌ ୯୭.୬୭ ୯୬.୭୪ ୦.୯୩
ପାଟନା ୧୦୮.୩୭ ୧୦୭.୫୫ ୦.୮୨
ତ୍ରୀଭେନ୍ଦ୍ରମ୍ ୧୦୮.୭୭ ୧୦୭.୮୨ ୦.୯୫
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୮୯.୦୭ ୮୮.୨୭ ୦.୮
କୋଲକାତା ୯୨.୨୨ ୯୧.୪୨ ୦.୮
ମୁମ୍ବାଇ ୯୬.୭ ୯୫.୮୫ ୦.୮୫
ଚେନ୍ନାଇ ୯୩.୭୧ ୯୨.୯୫ ୦.୭୬
ଗୁରୁଗାଓଁ ୮୯.୩୮ ୮୮.୨୫ ୧.୧୩
ନୋଏଡା ୮୯.୨୯ ୮୮.୮୨ ୦.୪୭
ବାଙ୍ଗାଲୋର ୮୭.୩୭ ୮୬.୫୮ ୦.୭୯
ଭୁବନେଶ୍ୱର ୯୪.୧୭ ୯୩.୨୩ ୦.୯୪
ଚଣ୍ଡିଗଡ଼ ୮୩.୧୨ ୮୨.୩୭ ୦.୭୫
ହାଇଦ୍ରାବାଦ ୯୭.୨୪ ୯୬.୩୭ ୦.୮୭
ଜୟପୁର ୯୩.୨ ୯୨.୪୪ ୦.୭୬
ଲକ୍ଷ୍ନୌ ୮୯.୨୨ ୮୮.୨୯ ୦.୯୩
ପାଟନା ୯୩.୪୯ ୯୨.୬୯ ୦.୮
ତ୍ରୀଭେନ୍ଦ୍ରମ୍ ୯୫.୮୧ ୯୪.୯ ୦.୯୧
ସହର/ଜିଲ୍ଲାର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୬.୧୩ ୧୦୫.୨୮ ୦.୮୫
ବାଲେଶ୍ୱର ୧୦୪.୫ ୧୦୩.୫୫ ୦.୯୫
ବରଗଡ ୧୦୫.୨୭ ୧୦୪.୪୧ ୦.୮୬
ଭଦ୍ରକ ୧୦୪.୯୨ ୧୦୪.୦୬ ୦.୮୬
ଭୁବନେଶ୍ୱର ୧୦୪.୩୬ ୧୦୩.୪୧ ୦.୯୫
ବଲାଙ୍ଗୀର ୧୦୬.୨୬ ୧୦୬.୦୭ ୦.୧୯
ବୌଦ୍ଧ ୧୦୫.୯୬ ୧୦୫.୫୭ ୦.୩୯
କଟକ ୧୦୪.୬ ୧୦୩.୮୮ ୦.୭୨
ଦେବଗଡ଼ ୧୦୫.୫୬ ୧୦୪.୭ ୦.୮୬
ଢେଙ୍କାନାଳ ୧୦୫.୧୯ ୧୦୪.୩୩ ୦.୮୬
ଗଜପତି ୧୦୬.୯୧ ୧୦୬.୦୬ ୦.୮୫
ଗଞ୍ଜାମ ୧୦୫.୮୯ ୧୦୫.୦୩ ୦.୮୬
ଜଗତସିଂହପୁର ୧୦୪.୦୩ ୧୦୩.୪୯ ୦.୫୪
ଯାଜପୁର ୧୦୪.୬୫ ୧୦୩.୭୬ ୦.୮୯
ଝାରସୁଗୁଡ଼ା ୧୦୪.୩୯ ୧୦୩.୫୩ ୦.୮୬
କଳାହାଣ୍ଡି ୧୦୮.୦୬ ୧୦୬.୫୬ ୧.୫
କନ୍ଧମାଳ ୧୦୬.୧୨ ୧୦୫.୨୬ ୦.୮୬
କେନ୍ଦ୍ରାପଡା ୧୦୪.୨୬ ୧୦୩.୪୪ ୦.୮୨
କେନ୍ଦୁଝର ୧୦୬.୦୧ ୧୦୫.୯୨ ୦.୦୯
ଖୋର୍ଦ୍ଧା ୧୦୪.୩୬ ୧୦୩.୪୧ ୦.୯୫
କୋରାପୁଟ ୧୦୯.୧୨ ୧୦୮.୨୬ ୦.୮୬
ମାଲକାନଗିରି ୧୧୦.୧୧ ୧୦୯.୨୫ ୦.୮୬
ମୟୁରଭଞ୍ଜ ୧୦୫.୨୫ ୧୦୪.୩୯ ୦.୮୬
ନବରଙ୍ଗପୁର ୧୦୯.୧୨ ୧୦୮.୬୧ ୦.୫୧
ନୟାଗଡ଼ ୧୦୪.୬୬ ୧୦୩.୮୧ ୦.୮୫
ନୂଆପଡ଼ା ୧୦୭.୨୧ ୧୦୬.୦୮ ୧.୧୩
ପୁରୀ ୧୦୪.୭୭ ୧୦୩.୫୯ ୧.୧୮
ରାୟଗଡ଼ା ୧୦୮.୬୩ ୧୦୭.୪୬ ୧.୧୭
ସମ୍ବଲପୁର ୧୦୫.୦୫ ୧୦୩.୬୫ ୧.୪
ସୋନପୁର ୧୦୫.୯୧ ୧୦୫.୦୫ ୦.୮୬
ସୁନ୍ଦରଗଡ ୧୦୪.୭୨ ୧୦୪.୨୪ ୦.୪୮
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୯୫.୮୮ ୯୫.୦୩ ୦.୮୫
ବାଲେଶ୍ୱର ୯୪.୩୨ ୯୩.୩୮ ୦.୯୪
ବରଗଡ ୯୫.୦୬ ୯୪.୨୧ ୦.୮୫
ଭଦ୍ରକ ୯୪.୭୨ ୯୩.୮୮ ୦.୮୪
ଭୁବନେଶ୍ୱର ୯୪.୧୭ ୯୩.୨୩ ୦.୯୪
ବଲାଙ୍ଗୀର ୯୬.୦୨ ୯୫.୮୨ ୦.୨
ବୌଦ୍ଧ ୯୫.୭୨ ୯୫.୩୧ ୦.୪୧
କଟକ ୯୪.୪ ୯୩.୬୮ ୦.୭୨
ଦେବଗଡ଼ ୯୫.୩୫ ୯୪.୫ ୦.୮୫
ଢେଙ୍କାନାଳ ୯୪.୯୭ ୯୪.୧୨ ୦.୮୫
ଗଜପତି ୯୬.୬୩ ୯୫.୭୮ ୦.୮୫
ଗଞ୍ଜାମ ୯୫.୬୪ ୯୪.୭୯ ୦.୮୫
ଜଗତସିଂହପୁର ୯୩.୮୩ ୯୩.୨୯ ୦.୫୪
ଯାଜପୁର ୯୪.୪୩ ୯୩.୫୫ ୦.୮୮
ଝାରସୁଗୁଡ଼ା ୯୪.୨୨ ୯୩.୩୭ ୦.୮୫
କଳାହାଣ୍ଡି ୯୭.୭୬ ୯୬.୨୮ ୧.୪୮
କନ୍ଧମାଳ ୯୫.୮୬ ୯୫.୦୧ ୦.୮୫
କେନ୍ଦ୍ରାପଡା ୯୪.୦୫ ୯୩.୨୪ ୦.୮୧
କେନ୍ଦୁଝର ୯୫.୭୪ ୯୫.୬୨ ୦.୧୨
ଖୋର୍ଦ୍ଧା ୯୪.୧୭ ୯୩.୨୩ ୦.୯୪
କୋରାପୁଟ ୯୮.୭୭ ୯୭.୯୨ ୦.୮୫
ମାଲକାନଗିରି ୯୯.୭୩ ୯୮.୮୮ ୦.୮୫
ମୟୁରଭଞ୍ଜ ୯୫.୦୪ ୯୪.୧୯ ୦.୮୫
ନବରଙ୍ଗପୁର ୯୮.୭୭ ୯୮.୨୬ ୦.୫୧
ନୟାଗଡ଼ ୯୪.୪୬ ୯୩.୬୧ ୦.୮୫
ନୂଆପଡ଼ା ୯୬.୯୩ ୯୫.୮୨ ୧.୧୧
ପୁରୀ ୯୪.୫୭ ୯୩.୪ ୧.୧୭
ରାୟଗଡ଼ା ୯୮.୨୮ ୯୭.୧୩ ୧.୧୫
ସମ୍ବଲପୁର ୯୪.୮୬ ୯୩.୪୮ ୧.୩୮
ସୋନପୁର ୯୫.୬୯ ୯୪.୮୪ ୦.୮୫
ସୁନ୍ଦରଗଡ ୯୪.୫୪ ୯୪.୦୫ ୦.୪୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.