Home Coronavirus Outbreak ରାଜ୍ୟରେ ଆଜି ୧,୫୦୩ ନୂଆ ଆକ୍ରାନ୍ତ, ୨୧ ମୃତ

ରାଜ୍ୟରେ ଆଜି ୧,୫୦୩ ନୂଆ ଆକ୍ରାନ୍ତ, ୨୧ ମୃତ

61

ଭୁବନେଶ୍ୱର ୮ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧,୫୦୩ ନୂଆ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ ଆଜି କରୋନା ନେଲା ୨୧ ଜୀବନ – ମୋଟ ମୃତକଙ୍କ ସଂଖ୍ୟା ୮,୭୭୫ କୁ ବୃଦ୍ଧି ହୋଇଛି।

ନୂଆ ଆକ୍ରାନ୍ତ: ୧୫୦୩
୦-୧୮ ବର୍ଷର : ୩୨୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୮୭୩
– ସ୍ଥାନୀୟ ଅଞ୍ଚଳରୁ୬୩୦
୧- ଅନୁଗୁଳ ଜିଲ୍ଲାରୁ – ୫୧
୨- ବାଲେଶ୍ୱର ଜିଲ୍ଲାରୁ – ୩୦
୩- ବରଗଡ଼ ଜିଲ୍ଲାରୁ – ୨୧
୪- ଭଦ୍ରକ ଜିଲ୍ଲାରୁ – ୨୦
୫- ବଲାଙ୍ଗୀର ଜିଲ୍ଲାରୁ – ୩୩
୬- ବୌଦ୍ଦ ଜିଲ୍ଲାରୁ – ୧୦
୭- କଟକ ଜିଲ୍ଲାରୁ – ୮୩
୮- ଦେବଗଡ଼ ଜିଲ୍ଲାରୁ – ୨୫
୯- ଢେଙ୍କାନାଳ ଜିଲ୍ଲାରୁ – ୪୨
୧୦- ଗଜପତି ଜିଲ୍ଲାରୁ – ୩୭
୧୧- ଗଞ୍ଜାମ ଜିଲ୍ଲାରୁ – ୨୬
୧୨- ଜଗତସିଂହପୁର ଜିଲ୍ଲାରୁ – ୪୨
୧୩- ଯାଜପୁର ଜିଲ୍ଲାରୁ – ୫୫
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୭
୧୫- କଳାହାଣ୍ଡି ଜିଲ୍ଲାରୁ – ୪୦
୧୬- କନ୍ଧମାଳ ଜିଲ୍ଲାରୁ – ୧୭
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୯
୧୮- କେନ୍ଦୁଝର ଜିଲ୍ଲାରୁ – ୩୬
୧୯- ଖୋର୍ଦ୍ଧାରୁ: ୩୩୩
୨୦- କୋରାପୁଟ ଜିଲ୍ଲାରୁ – ୨
୨୧- ମାଲକାନଗିରି : ୮
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୦୮
୨୩- ନବରଙ୍ଗପୁର ଜିଲ୍ଲାରେ: ୧୯
୨୪- ନୟାଗଡ଼ ଜିଲ୍ଲାରୁ – ୫୩
୨୫- ନୂଆପଡ଼ା ଜିଲ୍ଲାରୁ – ୨୫
୨୬- ପୁରୀ ଜିଲ୍ଲାରୁ – ୫୪
୨୭- ରାୟଗଡ଼ା ଜିଲ୍ଲାରୁ – ୩୧
୨୮- ସମ୍ବଲପୁର ଜିଲ୍ଲାରୁ – ୨୬
୨୯- ସୋନପୁର ଜିଲ୍ଲାରୁ – ୨୨
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୫୭
୩୧- State Pool: ୬୧
– ନୂଆ ସୁସ୍ଥ ହୋଇଥିଲେ୩୬୨୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୮୧୦୦୭୬୫
– ମୋଟ ଆକ୍ରାନ୍ତ ୧୨୬୯୮୧୧
– ମୋଟ ସୁସ୍ଛ ହୋଲେଣି ୧୨୪୧୫୯୭
– ସକ୍ରୀୟ ଆକ୍ରାନ୍ତ – ୧୯୩୮୬

ରାଜ୍ୟରେ ଆଜି କରୋନା ନେଲା ୨୧ ଜୀବନ – ମୋଟ ମୃତକଙ୍କ ସଂଖ୍ୟା ୮,୭୭୫ କୁ ବୃଦ୍ଧି।
୧. ବାଲେଶ୍ୱର ଜିଲ୍ଲାର ଜଣେ ୪୨ ବର୍ଷ ବୟସ୍କ ପୁରୁଷ।

୨. ବାଲେଶ୍ୱର ଜିଲ୍ଲାର ୧୯ ଦିନର ପୁରୁଷ ଶିଶୁ।

୩. ଭଦ୍ରକ ଜିଲ୍ଲାର ୩୨ ବର୍ଷ ବୟସ୍କ ପୁରୁଷ।

୪. କଟକ ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୫. କଟକ ଜିଲ୍ଲାର ୬୩ ବର୍ଷ ବୟସ୍କ ପୁରୁଷ।

୬. ଢେଙ୍କାନାଳ ଜିଲ୍ଲାର ୨୮ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୭. ଗଞ୍ଜାମ ଜିଲ୍ଲାର ୨୩ ବର୍ଷ ବୟସ୍କା ମହିଳା।

୮. ଜଗତସିଂହପୁର ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୯. ଯାଜପୁର ଜିଲ୍ଲାର ୬୭ ବର୍ଷ ବୟସ୍କ ପୁରୁଷ ଯିଏ କି କରୋନାରୀ ଧମନୀ ରୋଗରେ ପୀଡିତ ଥିଲେ।

୧୦. ଯାଜପୁର ଜିଲ୍ଲାର ୭୨ ବର୍ଷ ବୟସ୍କ ପୁରୁଷ।

୧୧. ଯାଜପୁର ଜିଲ୍ଲାର ୫୫ ବର୍ଷ ବୟସ୍କ ପୁରୁଷ।

୧୨. ଖୋର୍ଦ୍ଧା ଜିଲ୍ଲାର ୭୫ ବର୍ଷ ବୟସ୍କ ପୁରୁଷ।

୧୩. କେନ୍ଦୁଝର ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ।

୧୪. କେନ୍ଦ୍ରାପଡା ଜିଲ୍ଲାର ୬୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୫. ମୟୁରଭଞ୍ଜ ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ କାର୍ଡିଓମୋପାଥିରେ ପୀଡିତ ଥିଲେ।

୧୬. ମୟୁରଭଞ୍ଜ ଜିଲ୍ଲାର ୭ ବର୍ଷ ବୟସ୍କା ମହିଳା।

୧୭. ମୟୁରଭଞ୍ଜ ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୮. ନୁଆପଡା ଜିଲ୍ଲାର ୬୦ ବର୍ଷ ବୟସ୍କା ମହିଳା।

୧୯. ପୁରୀ ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କା ମହିଳା।

୨୦. ସୁନ୍ଦରଗଡର ଜିଲ୍ଲାର ୩ ମାସର ଶିଶୁ।

୨୧. ସୁନ୍ଦରଗଡର ଜିଲ୍ଲାର ୯ ବର୍ଷର ବାଳକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.