Home Authors Posts by Bureau

Bureau

17653 POSTS 0 COMMENTS

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତି ସମୀକ୍ଷା : ସବୁ ଜୀବନ ମୂଲ୍ୟବାନ ହେଉଛି ଆମର ନୀତି...

0
୧୦ଟି ଜିଲ୍ଲାର ଜିଲ୍ଲାପାଳମାନେ ସତର୍କ ରୂହନ୍ତୁ ବିପଦସଂକୁଳ ସ୍ଥାନ ଗୁଡିକରୁ ଲୋକଙ୍କୁ ସ୍ଥାନାନ୍ତର ଭୁବନେଶ୍ୱର ୧୬-୮ (ଓଡ଼ିଆ ପୁଅ) ସବୁ ପ୍ରକାର ବିପର୍ଯ୍ୟୟରେ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’। ତେଣୁ ଯେପରି...

ସମ୍ଭାବ୍ୟ ବନ୍ୟା ଆଶଙ୍କା ନେଇ ପୁରୀ ଜିଲାପାଳଙ୍କ କଣାସ ବ୍ଲକ ପରିଦର୍ଶନ

0
ପୁରୀ ୧୬-୮ (ଓଡ଼ିଆ ପୁଅ) ସମ୍ଭାବ୍ୟ ବନ୍ୟା ଆଶଙ୍କା ନେଇ ପୁରୀ ଜିଲାପାଳ କଣାସ ବ୍ଲକ ପରିଦର୍ଶନ କରିଛନ୍ତି। ଏହା ସହ ବନ୍ୟା ପରିସ୍ଥିତିକୁ ସମୀକ୍ଷା କରି ନଦୀବନ୍ଧ ଉପରେ ଦୃଷ୍ଟି ରଖିବା...

ସମୁଦ୍ରରେ ସ୍ନାନ କରୁଥିଲେ ପର୍ଯ୍ୟଟକ – ଏବେ ନିଖୋଜ, ବନ୍ଧୁ ଉଦ୍ଧାର ହେଲେ ଅନ୍ୟ...

0
ପୁରୀ ୧୬-୮ (ଓଡ଼ିଆ ପୁଅ) ସମୁଦ୍ର ସ୍ନାନ ବେଳେ ପର୍ଯ୍ୟଟକ ନିଖୋଜ। ନିଖୋଜ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମ ବଙ୍ଗର ରବି ସିଂ। ବୟସ ୨୧ବର୍ଷ। ଦିଗ ବାରେଣୀ ସେକ୍ଟର ୧ନମ୍ବର ଅଞ୍ଚଳରେ ସ୍ନାନ...

ଦୟା ନଦୀରେ ବନ୍ୟା ଜଳ : ତଳିଆ ଅଞ୍ଚଳର ଲୋକେ ଆତଙ୍କିତ

0
ପୁରୀ ୧୬-୮ (ଓଡ଼ିଆ ପୁଅ) ମହାନଦୀର ବନ୍ୟାଜଳ ତଳିଆ ଅଞ୍ଚଳରେ ପହଞ୍ଚିଛି। ପୁରୀ ଜିଲ୍ଲାର ପିପିଲି ଦୟା ନଦୀ ଭାରତୀପୁର କାଜରୁ ମାଡ଼ିଚି ବନ୍ୟା ଜଳ। ଏକର ଏକର ଚାଷ ଜମି ଜଳମଗ୍ନ...

ଆଜି ପବିତ୍ର ରେଖାପଞ୍ଚମୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା

0
ପୁରୀ ୧୬-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ପବିତ୍ର ଭାଦ୍ରବ ମାସ କୃଷ୍ନପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖାପଞ୍ଚମୀ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା। ଶ୍ରୀଜିଉଙ୍କ ଶ୍ରୀମୁଖ...

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

0
ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ଅବସରରେ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା। ଅନେକ ଅନେକ ଶୁଭେଚ୍ଛା। କେବଳ ଭାରତର ପ୍ରତ୍ୟେକ କୋଣରେ ନୁହେଁ, ବରଂ ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଆଜି...

୧୯ରେ ପୁଣି ଏକ ଲଘୁଚାପ ସମ୍ଭାବନା : ୧୮ ରୁ ପ୍ରବଳ ବର୍ଷିବ, ୧୯ରେ...

0
ଭୁବନେଶ୍ୱର ୧୬-୮ (ଓଡ଼ିଆ ପୁଅ) ଅଗଷ୍ଟ ୧୯ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ବିଶେଷ କରି ୧୮ ଓ ୧୯ ତାରିଖରେ...

କର୍ଣ୍ଣାଟକରେ ସାବରକର ଓ ଟିପୁ ସୁଲତାନଙ୍କ ପୋଷ୍ଟରକୁ ନେଇ ବିବାଦ – ଶିମୋଗାରେ କର୍ଫ୍ୟୁ

0
ନୂଆ ଦିଲ୍ଲୀ ୧୬-୮ (ଓଡ଼ିଆ ପୁଅ) କର୍ଣ୍ଣାଟକରେ ସାବରକର ଏବଂ ଟିପୁ ସୁଲତାନଙ୍କ ପୋଷ୍ଟରକୁ ନେଇ ବିବାଦ ଉପୁଜିଛି। ଏ ନେଇ କର୍ଣ୍ଣାଟକରେ କେତେକ ସ୍ଥାନରେ ୧୪୪ ଧାରା ଜାରୀ ହୋଇଥିବା ବେଳେ...

ରାଜ୍ୟରେ ଆଜି ୨୫୫ ନୂଆ ଆକ୍ରାନ୍ତ ଚିହ୍ନଟ

0
ଭୁବନେଶ୍ୱର ୧୬ -୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୫୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ଆକ୍ରାନ୍ତ: ୨୫୫ ୦-୧୮ ବର୍ଷର : ୪୩ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୪୯ - ସ୍ଥାନୀୟ ଅଞ୍ଚଳରୁ୧୦୬ ୧- ବାଲେଶ୍ୱର...

ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮,୮୧୩...

0
ନୂଆ ଦିଲ୍ଲୀ ୧୬-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮,୮୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୧୧,୨୫୨ କୁ ହ୍ରାସ...

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୭୬ତମ ସ୍ୱାଧିନତା ଦିବସ ପାଳିତ : ଆଗାମୀ ଅମୃତ କାଳଖଣ୍ଡ...

0
ଭୁବନେଶ୍ୱର ୧୫/୦୮ (ଓଡ଼ିଆ ପୁଅ) : ସ୍ୱାଧୀନତାର ୭୫ ପୂର୍ତି ଅବସରରେ ସମଗ୍ର ଦେଶବାସୀ ଆନନ୍ଦ ଓ ଉଲ୍ଲାସରେ ଅମୃତ ମହୋତ୍ସବ ପାଳନ କରିଛନ୍ତି। ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରତ୍ୟେକ ଭାରତୀୟଙ୍କ ପାଇଁ...

ସାପକାମୁଡ଼ାରେ ମହିଳାଙ୍କ ମୃତ୍ୟୁ

0
କୋରାପୁଟ :୧୬/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ବିଷଧର ସାପ କାମୁଡ଼ିବାରୁ ନନ୍ଦପୁର ବ୍ଲକ ର ପାଡ଼ୁଆ ଥାନା ଅଧିନସ୍ଥ ବାଲଡା ଗ୍ରାମପଞ୍ଚାୟତ ଲୁଲୁବୁର ଗ୍ରାମର ସ୍ୱର୍ଗତଃ ଲବକୁଶ କୀର୍ସାନିଙ୍କ ସ୍ତ୍ରୀ କାନ୍ତମା କୀର୍ସାନି(୫୫)...

ତ୍ରିରଙ୍ଗା ଯାତ୍ରା : ଯାଜପୁର ଜିଲ୍ଲା ଧର୍ମାଶାଳାର ଅନୁଷ୍ଠିତ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଲେ ବିଜେପି...

0
ଅମୃତ ମହୋତ୍ସବରେ ଓଡିଆ ଅସ୍ମିତା ପାଇଁ ମୋଦି ସରକାରଙ୍କ ଭୂମିକା ଅତୁଳନୀୟ: ସମୀର ମହାନ୍ତି ଭୁବନେଶ୍ୱର ୧୫/୦୮ (ଓଡ଼ିଆ ପୁଅ) : ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଦେଶ ଆଜି ସ୍ୱାଧୀନତାର ଅମୃତ...

ପିସିସି ପକ୍ଷରୁ ପବିତ୍ର ସ୍ୱାଧୀନତା ଦିବସ ପାଳିତ

0
ଭୁବନେଶ୍ୱର ୧୫.୮ (ଓଡ଼ିଆ ପୁଅ) - ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ୭୬ତମ ପବିତ୍ର ସ୍ୱାଧୀନତା ଦିବସ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି...

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ “ସମ୍ବର୍ଦ୍ଧିତ ହେଲେ ୪୬ଜଣ କୃତୀ...

0
ଭୁବନେଶ୍ୱର ୧୫.୮ (ଓଡ଼ିଆ ପୁଅ) - ଦେଶ ଏବେ ପାଳନ କରୁଛି ସ୍ୱାଧୀନତା ୭୫ ବର୍ଷ ପୂର୍ତି ଉତ୍ସବ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କର ତ୍ୟାଗପୂତ ବଳିଦାନ...

ବୁଢ଼ା ବାପାର କୋହଭରା କଥା

0
ରଙ୍କ ବାବୁ ୧୦ ବର୍ଷ ହେଲାଣି ଚାକିରିରୁ ଅବସର ନେଲେଣି। ଆଗଭଳି ଆଉ ବାହାରକୁ ବୁଲାବୁଲି କରିବାକୁ ଆସୁନାହାନ୍ତି କି କୌଣସି ଦୋକାନ ଆଗରେ ବସି ଦେଶଦୁନିଆ ବିଷୟରେ ଚର୍ଚ୍ଚା କରୁନାହାନ୍ତି। ଅଧିକାଂଶ...

ମହିଳା କଂଗ୍ରେସର ୭୫ତମ ସ୍ୱାଧୀନତା ଦିବସ

0
ଭୁବନେଶ୍ୱର ୧୫.୮ (ଓଡ଼ିଆ ପୁଅ) - ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ତରଫରୁ ଜିଲ୍ଲା କାର୍ଯ୍ୟାଳୟରେ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତିଙ୍କ ସଭାପତିତ୍ୱରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଅଖିଳ ଭାରତ ମହିଳା କଂଗ୍ରେସ...

ନବରଙ୍ଗପୁର ଜିଲ୍ଲାରେ ସ୍ଵାଧୀନତା ଦିବସ ପାଳନ

0
ନବରଙ୍ଗପୁର ୧୫/୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାରେ ମହା ସମାରୋହରେ ପାଳିତ ହୋଇଯାଇଛି ୭୬ ତମ ସ୍ୱାଧୀନତା ଦିବସ। ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ...

ଜଙ୍ଗଲ ଜମି ଅଧିକାରକୁ ନେଇ ବିବାଦ ଘଟଣା : ଭୟରେ ଗ୍ରାମ ଛାଡିଲେ ଗ୍ରାମବାସୀ

0
ନବରଙ୍ଗପୁର ୧୬-୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ସୁରକ୍ଷା ଓ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ପହଞ୍ଚିଲେ ଆକ୍ରୋଶର ଶିକାର ହୋଇଥିବା ତିନି ଗାଁ...

ନବରଙ୍ଗପୁର ଜିଲ୍ଲାରେ ବର୍ଷା ଜନିତ କ୍ଷୟକ୍ଷତି ଓ ବର୍ଷାର ପରିମାଣ ଆକଳନ

0
ନବରଙ୍ଗପୁର ୧୫.୦୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଅଛି। ଜିଲ୍ଲାର ଦଶ ଗୋଟି ବ୍ଲକ ମଧ୍ୟରୁ...